Home Bibles ଯାତ୍ରା ପୁସ୍ତକ 12:23 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 12:23 · ଓଡ଼ିଆ ବାଇବେଲ

ସହେି ସମୟରେ ସଦାପ୍ରଭୁ ମିଶର ମଝି ରେ ଯିବେ ଏବଂ ମିଶରୀଯମାନଙ୍କୁ ହତ୍ଯା କରିବେ। ସଦାପ୍ରଭୁ ଯେଉଁ ଦ୍ବାର ରେ ରକ୍ତ ଚିହ୍ନ ଦେଖିବେ ସହେି ଘରକୁ ଛାଡି ଦବେେ। ସେ ମୃତ୍ଯୁ ଦୂତକୁ ତୁମ୍ଭ ଘ ରେ ପଶି ତୁମ୍ଭକୁ ହତ୍ଯା କରିବାକୁ ଦବେେ ନାହିଁ।

Cross references

ଯାତ୍ରା ପୁସ୍ତକ 12:12

ଆଜି ରାତ୍ରି ରେ ମୁଁ ମିଶର ଦେଶ ମଧ୍ଯ ଦଇେ ୟିବି ଓ ସମାନଙ୍କେର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କରିବି। ଏହି ପ୍ରକାର ରେ ମିଶରର ସମସ୍ତ ଦବେତାମାନଙ୍କର ବିଚାର କରିବି। ମୁଁ ତାଙ୍କୁ ଦଖାଇବେି ଯେ, ମୁଁ ହେଉଛି ସଦାପ୍ରଭୁ।

ଯାତ୍ରା ପୁସ୍ତକ 12:13

ମନରେଖ ସହେି ରକ୍ତ ତୁମ୍ଭ ଘରମାନଙ୍କର ଚିହ୍ନ ସ୍ବରୂପ ହବେ। ମୁଁ ଯେତବେେଳେ ସହେି ରକ୍ତ ଦେଖିବି ସହେି ଘରକୁ ଛାଡି ଆଗୁ ଆଗଇବେି। ସଂହାର କାର୍ୟ୍ଯ କବଳେ ମିଶର ଉପରେ ହବେତୁମ୍ଭମାନଙ୍କର କିଛି ହବେ ନାହିଁ।

ଦିତୀୟ ଶାମୁୟେଲ 24:16

ଦୂତ ଯିରୁଶାଲମକୁ ଧ୍ବଂସ କରିବା ପାଇଁ ତହିଁ ଆଡକକ୍ସ୍ଟ ହସ୍ତ ବିସ୍ତାର କଲେ। କିନ୍ତୁ ସଦାପ୍ରଭୁ ଏକର୍ମ ପାଇଁ ଦକ୍ସ୍ଟଃଖ ପ୍ରକାଶ କଲେ। ସଦାପ୍ରଭୁ ଦୂତଙ୍କକ୍ସ୍ଟ କହିଲେ, ଯେଉଁ ଲୋକମାନଙ୍କୁ ମାରିଅଛ ତାହା ୟଥେଷ୍ଟ, ତକ୍ସ୍ଟମ୍ଭ ହସ୍ତ ନତ କର। ଏହି ସମୟରେ ସହେି ଦୂତ ୟିବୂଷୀଯ ଅରୌଣା ରେ ଶସ୍ଯ ମର୍ଦ୍ଦନ ସ୍ଥାନ ନିକଟରେ ଥିଲା।

ଆୟୁବ ପୁସ୍ତକ 14:13

ମୁଁ ଇଚ୍ଛାକରେ, ତୁମ୍ଭେ ମାେତେ ପାତାଳ ରେ ଲୁଚାଇ ରଖନ୍ତ। ମୁଁ ଇଚ୍ଛାକରେ, ତୁମ୍ଭେ ମାେତେ ଲୁଚାଇ ରଖନ୍ତ, ଯେ ପର୍ୟ୍ଯନ୍ତ ତୁମ୍ଭର ରାଗ ଶାନ୍ତ ନ ହାଇେଛି। ତା'ପରେ ତୁମ୍ଭେ ମାେତେ ମନକରେିବା ପାଇଁ ଗୋଟେ ସମୟ ଠିକ୍ କରିବ।

ଯିଶାଇୟ 37:36

ଏହାପ ରେ ସହେି ରାତ୍ରି ରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀଯମାନଙ୍କ ଛାଉଣି ରେ 1,85,000 ଲୋକଙ୍କୁ ସଂହାର କଲେ। ଯେତବେେଳେ ପ୍ରଭାତ ରେ ଲୋକମାନେ ଉଠିଲେ, ସମାନଙ୍କେ ଚତୁର୍ଦ୍ଦିଗ ରେ କବଳେ ଶବମାନ ଦେଖିଲେ।

ଯିହିଜିକଲ 9:4

ତା'ପ ରେ ସଦାପ୍ରଭୁ ତାଙ୍କୁ କହିଲେ, ତୁମ୍ଭେ ୟିରୁଶାଲମ ନଗର ମଧ୍ଯ ଦଇେ ୟାଅ ଓ ସହର ରେ ଘଟିଥିବା ଘୃଣ୍ଯ କୃତ କର୍ମ ପାଇଁ ଅନୁତପ୍ତ ଓ ଦୁଃଖ କରୁଥିବା ଲୋକମାନଙ୍କ ମଥା ରେ ଦାଗ ଦିଅ।

ଯିହିଜିକଲ 9:6

ଆଉ ଆମ୍ଭ ମନ୍ଦିରରୁ ଏହି ଅଭିୟାନ ଆରମ୍ଭ କର। ତେଣୁ ସମାନେେ ମନ୍ଦିରର ସମ୍ମୁଖ ରେ ଉପସ୍ଥିତ ଥିବା ପ୍ରାଚୀନଗଣଠାରୁ ଆରମ୍ଭ କଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:10

ସମାନଙ୍କେ ଭିତରୁ କେତକଙ୍କେ ଭଳି ଆପତ୍ତି ଅଭିଯୋଗ କରିବା ଉଚିତ୍ ନୁହେଁ। ଏହି ଅଭିଯୋଗକାରୀମାନେ ବିନାଶକାରୀ (ସ୍ବର୍ଗଦୂତ)ଙ୍କ ହାତ ରେ ମଲେ।

ଏବ୍ରୀ 11:28

ମାଶାେ ନିସ୍ତାର ଭୋଜି321 (ପର୍ବ) କରି ଦ୍ବାର ମାନଙ୍କ ରେ ରକ୍ତ ସିଞ୍ଚନ କଲେ। ଯିହୂଦୀମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ମୃତ୍ଯୁର ଦୂତ ଯେପରି ମରି ପାରିବେ ନାହିଁ, ସେଥିପାଇଁ ମାଶାେ ଏପରି କଲେ। ମାଶାଙ୍କେର ବିଶ୍ବାସ ଥିବାରୁ ସେ ଏପରି କଲେ।

ଏବ୍ରୀ 12:24

ତୁମ୍ଭମାନେେ, ପରମେଶ୍ବରଙ୍କଠାରୁ ନୂତନ ନିୟମ ନିଜ ଲୋକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍ଭମାନେେ ହବେଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ଯ କହି ପାରୁଥିବା ରକ୍ତ ସଚେନ326 ନିକଟକୁ ଆସିଛ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:3

ସେ ଚାରି ଦୂତଙ୍କୁ କହିଲେ, ଆମ୍ଭମାନେେ ଆମ୍ଭର ପରମେଶ୍ବରଙ୍କର ଲୋକମାନଙ୍କର କପାଳ ରେ ମୁଦ୍ରାଙ୍କିତ ନ କରିବା ପର୍ୟ୍ଯନ୍ତ ତୁମ୍ଭମାନେେ ପୃଥବୀ କି ସମୁଦ୍ର କୌଣସି ବୃକ୍ଷର କିଛି କ୍ଷତି କର ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:4

ପୃଥିବୀର ଘାସ କିମ୍ବା କୌଣସି ଲତା କିମ୍ବା ଗଛର କ୍ଷତି ନ କରିବା ପାଇଁ ପଙ୍ଗପାଳଙ୍କୁ କୁହାଗଲା। ଯେଉଁମାନଙ୍କର କପାଳ ରେ ପରମେଶ୍ବରଙ୍କର ମୁଦ୍ରା ନାହିଁ, କବଳେ ସହେି ଲୋକମାନଙ୍କର କ୍ଷତି କରିବାକୁ ସମାନଙ୍କେୁ କୁହାଗଲା।

Interlinear

Choose Theme