ଯେଉଁ ସମୟରେ ମାଶାେ ଏବଂ ହାରୋଣ ମିଶର ରେ ଥିଲେ, ସଦାପ୍ରଭୁ ସମାନଙ୍କେୁ କହିଲେ,
Cross references
ତେଣୁ ତୁମ୍ଭେ ଅବ୍ରହାମଙ୍କୁ ପୁନ୍ନରାଯ ତାଙ୍କ ସ୍ତ୍ରୀଙ୍କୁ ତାଙ୍କୁ ଫରୋଇଦିଅ। ଅବ୍ରହାମ ଜଣେ ଭବିଷ୍ଯତ୍ବକ୍ତା। ସେ ତୁମ୍ଭ ପାଇଁ ପ୍ରାର୍ଥନା କରିବ। ତୁମ୍ଭେ ବଞ୍ଚି ରହିବ। ତୁମ୍ଭେ ଯଦି ସାରାକୁ ଅବ୍ରହାମକୁ ନ ଫରୋଅ ତବେେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରି କହୁଛି ତୁମ୍ଭେ ମରିବ। ଏବଂ ତୁମ୍ଭର ପରିବାର ତୁମ୍ଭ ସହିତ ମୃତ୍ଯୁବରଣ କରିବେ।
ତୁମ୍ଭେ ଏହି ବାର୍ତ୍ତା ମିଶରବାସୀଙ୍କୁ ଦିଅ। 'ପ୍ରେତ୍ୟକକ ପୁରୁଷ ଆପଣା ପ୍ରତିବେଶୀଠାରୁ ଏବଂ ପ୍ରେତ୍ୟକକ ସ୍ତ୍ରୀ ଆପଣା ପ୍ରତିବେଶୀନୀଠାରୁ ରେ ୗପ୍ୟ ଅଳଙ୍କାର ଓ ସ୍ବର୍ଣ୍ଣ ଅଳଙ୍କାର ମାଗି ନିଅନ୍ତୁ।
ତୁମ୍ଭମାନେେ ପ୍ରଥମ ମାସର ଚଉଦ ଦିନର ସନ୍ଧ୍ଯା ସମୟରୁ ଏକୋଇଶ ଦିନର ସନ୍ଧ୍ଯା ପର୍ୟ୍ଯନ୍ତ ତାଡୀଶୂନ୍ଯ ରୋଟୀ ଭୋଜନ କରିବ।
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,
ପ୍ରଥମ ମାସର ପ୍ରଥମ ଦିନ ରେ ସମାଗମ ତମ୍ବୁର ପବିତ୍ର ତମ୍ବୁ ସ୍ଥାପନ କର।
ଇଶ୍ରାୟେଲ ଲୋକମାନଙ୍କୁ କୁହ, ସମାନେେ ନିରୂପିତ ସମୟରେ ନିସ୍ତାର ପର୍ବ ପାଳନ କରନ୍ତୁ।
ଏହିମାସ ଚତୁର୍ବ୍ଦଶ ଦିନର ଗୋଧୂଳି ସମୟରେ ନିରୂପିତ ସମୟରେ ତୁମ୍ଭମାନେେ ତାହା ପାଳନ କରିବ। ତହିଁର ସମସ୍ତ ବିଧି ଓ ଶାସନ ଅନୁସାରେ ତାହା ପାଳନ କରିବ।
ତହିଁରେ ସମାନେେ ପ୍ରଥମ ମାସ ଚତୁର୍ବ୍ଦଶ ଦିନ ରେ ଗୋଧଳି ସମୟରେ ସୀନଯ ମରୁଭୂମିରେ ନିସ୍ତାର ପର୍ବ ପାଳନ କଲେ, ସଦାପ୍ରଭୁ ମାଶାଙ୍କେୁ ଯେପରି ଆଜ୍ଞା ଦଇେଥିଲେ ତଦନୁସା ରେ ଇଶ୍ରାୟେଲର ଲୋକମାନେ ସବୁ କାର୍ୟ୍ଯ କଲେ।
ଏହାପରେ ପରମେଶ୍ବରଙ୍କଠାରକ୍ସ୍ଟ ଏକ ଲୋକ ଏଲିଙ୍କ ନିକଟକକ୍ସ୍ଟ ଆସି କହିଲା, ସଦାପ୍ରଭୁ ଏହା କହନ୍ତି, 'ଯେତବେେଳେ ତୁମ୍ଭର ପୂର୍ବପୁରୁଷଗଣ ମିଶର ରେ ଫାରୋର ଦାସତ୍ବ ରେ ଥିଲ। ସେ ସମୟରେ ମୁ ସମାନଙ୍କେ ଆଗ ରେ ଆବିର୍ଭାବ ହଲିେ।
ପ୍ରଥମ ମାସର ଚତୁର୍ଦ୍ଦଶ ଦିବସ ରେ ତୁମ୍ଭମାନଙ୍କର ନିସ୍ତାର ପର୍ବ ହବେ। ସହେି ପର୍ବ ସାତଦିନ ଧରି ପାଳିତ ହବେ। ସେ ସମୟରେ ତୁମ୍ଭମାନଙ୍କୁ ତାଡ଼ୀଶୂନ୍ଯ ରୋଟୀ ଭୋଜନ କରିବ।