Home Bibles ଯାତ୍ରା ପୁସ୍ତକ 11:10 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 11:10 · ଓଡ଼ିଆ ବାଇବେଲ

ମାଶାେ ଏବଂ ହାରୋଣ, ଫାରୋଙ୍କ ଆଗ ରେ ଏହିସବୁ ଅଦ୍ଭୁତ କର୍ମମାନ କଲେ, କିନ୍ତୁ ସଦାପ୍ରଭୁ ଫାରୋଙ୍କୁ ଜିଦ୍ଖୋର କଲେ, ତେଣୁ ସେ ଇଶ୍ରାୟେଲୀୟମାନଙ୍କୁ ତାଙ୍କର ଦେଶ ଛାଡି ୟିବା ପାଇଁ ଅନୁମତି ଦେଲେ ନାହିଁ।

Cross references

ଯାତ୍ରା ପୁସ୍ତକ 3:19

କିନ୍ତୁ ଆମ୍ଭେ ଜାଣୁ ଯେ, ଅଦୃଶ୍ଯ ହାତର ଶକ୍ତି ବିନା ମିଶରର ରାଜାଙ୍କୁ ଜବରଦସ୍ତ କରାଗଲେ ମଧ୍ଯ, ତୁମ୍ଭମାନଙ୍କୁ ୟିବାକୁ ଦବନୋହିଁ।

ଯାତ୍ରା ପୁସ୍ତକ 4:21

ମାଶାେ ମିଶରକୁ ୟାତ୍ରାକରୁଥିବା ସମୟରେ ପରମେଶ୍ବର ତାଙ୍କୁ କହିଲେ, ମନରେଖ, ତୁମ୍ଭେ ଫାରୋଙ୍କ ସହିତ କଥା ହବୋ ସମୟରେ ତୁମ୍ଭେ ସମସ୍ତ ଅଦ୍ଭୁତ କାର୍ୟ୍ଯ ତାଙ୍କୁ ଦଖାଇବେ ଯାହା ମୁଁ ତୁମ୍ଭକୁ ଦଇେଅଛି। କିନ୍ତୁ ମୁଁ ଫାରୋଙ୍କ ମନକୁ କଠିନ କରିବି। ଯେଉଁଥି ରେ ସେ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଅନୁମତି ଦବେେ ନାହିଁ।

ଯାତ୍ରା ପୁସ୍ତକ 7:13

ତଥାପି ଫାରୋ ଦୃଢ ହେଲ ଲୋକମାନଙ୍କୁ ୟିବାକୁ ଅନୁମତି ଦେଲେ ନାହିଁ। ଏହା ସହେିପରି ହାଇେଥିଲା ଯେପରି ସଦାପ୍ରଭୁ ହବେ ବୋଲି କହିଥିଲେ। ଫାରୋ ମାଶାେ ଓ ହାରୋଣଙ୍କର କଥା ଶୁଣିଲେ ନାହିଁ।

ଯାତ୍ରା ପୁସ୍ତକ 10:20

କିନ୍ତୁ ସଦାପ୍ରଭୁ ପୁନ୍ନରାଯ ଫାରୋଙ୍କ ହୃଦଯ କଠାେର କଲେ। ଯେଉଁଥି ରେ ଫାରୋ ଇଶ୍ରାୟେଲର ଲୋକମାନଙ୍କୁ ୟିବାକୁ ଦେଲେ ନାହିଁ।

ଯାତ୍ରା ପୁସ୍ତକ 10:27

ସଦାପ୍ରଭୁ ଫାରୋଙ୍କର ହୃଦଯକୁ ପୁଣି କଠାେର କଲେ, ତେଣୁ ଫାରୋ ସମାନଙ୍କେୁ ଆଉ ୟିବାକୁ ଦେଲେ ନାହିଁ।

ଦିତୀୟ ବିବରଣ 2:30

କିନ୍ତୁ ହିଷ୍ବୋନ୍ର ରାଜା ସୀହାନ୍େ ତାଙ୍କ ଦେଶ ମଧ୍ଯ ଦଇେ ଆମ୍ଭମାନଙ୍କୁ ୟିବାକକ୍ସ୍ଟ ଦେଲେ ନାହିଁ। ସଦାପ୍ରଭୁ ତୁମ୍ଭର ପରମେଶ୍ବର ତାଙ୍କର ହୃଦଯ କଠିନ କରାଇଲେ। ସଦାପ୍ରଭୁ ଏପରି କଲେ, ତୁମ୍ଭମାନେେ ସୀହାନକେୁ ପରାସ୍ତ କରିପାରିବ, ଏବଂ ଆଜି ଆମ୍ଭେ ଜାଣିଲକ୍ସ୍ଟ ବାସ୍ତବ ରେ କ'ଣ ସବୁ ଘଟିଲା।

ପ୍ରଥମ ଶାମୁୟେଲ 6:6

ମିସ୍ରୀଯମାନେ ଓ ଫାରୋ କଲାପରି ତୁମ୍ଭମାନଙ୍କର ହୃଦଯକକ୍ସ୍ଟ କଠିନ କର ନାହିଁ। ଯେତବେେଳେ ପରମେଶ୍ବର ସମାନଙ୍କେୁ ନିର୍ମମ ଭାବରେ ଦଣ୍ତ ଦେଲେ। ସମାନେେ ଇଶ୍ରାୟେଲୀୟମାନଙ୍କୁ ମିଶର ଛାଡିବା ପାଇଁ ଦେଲେ।

ଆୟୁବ ପୁସ୍ତକ 9:4

ପରମେଶ୍ବର ଅତି ବିଜ୍ଞ ଓ ଶକ୍ତିଶାଳୀ ଅଟନ୍ତି। କହେି ତାଙ୍କ ବିରୁଦ୍ଧ ରେ ଛିଡ଼ା ହାଇେ କବେେ ଅକ୍ଷତ ରହିପାରିବ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 2:4

ପରମେଶ୍ବର ତୁମ୍ଭପ୍ରତି ଅତି ଦୟାଳୁ। ସେ ତୁମ୍ଭ ପ୍ରତି ର୍ଧୈୟ୍ଯବାନ। ପରମେଶ୍ବର ଅପେକ୍ଷା କରିଛନ୍ତି ଯେ, ତୁମ୍ଭେ ବଦଳି ଯାଅ। କିନ୍ତୁ ତୁମ୍ଭେ ତାହାଙ୍କର ଦୟାଳୁତା ବିଷୟ ରେ ଆଦୌ ଭାବୁ ନାହଁ। ଏହା ହାଇେ ପା ରେ ଯେ, ତୁମ୍ଭେ ସମ୍ଭବତଃ ବୁଝିପାରୁ ନାହଁ ଯେ ତୁମ୍ଭକୁ ନିଜର ହୃଦୟ ଓ ଜୀବନ ବଦଳାଇବା ପାଇଁ ସୁଯୋଗ ଦବୋ ଉଦ୍ଦେଶ୍ଯ ରେ ପରମେଶ୍ବର ତୁମ୍ଭ ପ୍ରତି ଦୟାଳୁ ହାଇେଛନ୍ତି।

ରୋମୀୟଙ୍କ ପ୍ରତି ପତ୍ର 9:22

ଠିକ୍ ସହେିଭଳି ପରମେଶ୍ବର ମଧ୍ଯ ନିଜର କୋରଧ ଓ ଶକ୍ତି ପ୍ରଦର୍ଶନ କରିବା ପାଇଁ ଚାହିଁଥୀଲେ। ସେ ଖୁବ୍ ଧୈୟ୍ଯର ସହିତ ତାହାଙ୍କ କୋର୍ଧ ଓ ବିନାଶ ପାତ୍ରମାନଙ୍କୁ ସହି ନଇେଥୀଲେ।

Interlinear

Choose Theme