Home Bibles ☰ Books ଏଷ୍ଟର ବିବରଣ 9:32 · ଓଡ଼ିଆ ବାଇବେଲ
ଏଷ୍ଟର ବିବରଣ 9:32 · ଓଡ଼ିଆ ବାଇବେଲ

ଏହିପରି ଏଷ୍ଟର ଆଜ୍ଞାଦ୍ବାରା ପୂରୀମ୍ ଦିନ ରେ ବିଧି ସ୍ଥିରିକୃତ ହେଲା ଓ ତାହା ପୁସ୍ତକରେ ଲଖାଗେଲା।

Cross references

ଏଷ୍ଟର ବିବରଣ 9:26

ସହେି ସମୟରେ ପୁରୀମ ନାମ ଅନୁସାରେ ସହେି ଦୁଇ ନିଯମ ନାମ ପୂରୀମ ହେଲା। ଏବଂ ସହେି ଚିଠିର ସମସ୍ତ କଥା ଯୋଗୁଁ ଓ ସେ ବିଷଯ ରେ ସମାନେେ ଯାହା ଦେଖିଥିଲେ, ସମାନଙ୍କେ ପ୍ରତି ତାହା ଘଟିଥିଲା, ତହିଁ ସକାଶୁ ୟିହୁଦୀଯମାନେ ଆପଣାମାନଙ୍କର ଓ ନିଜ ନିଜ ବଂଶର ୟିହୁଦୀ ମତାଲମ୍ବି ଗଣର କର୍ତ୍ତବ୍ଯ ବୋଲି ଏହା ସ୍ଥିର କଲେ।

Interlinear

Choose Theme