Home Bibles ☰ Books ଏଷ୍ଟର ବିବରଣ 9:30 · ଓଡ଼ିଆ ବାଇବେଲ
ଏଷ୍ଟର ବିବରଣ 9:30 · ଓଡ଼ିଆ ବାଇବେଲ

ତେଣୁ ସେ ରାଜା ଅକ୍ଷଶ୍ବରେଶଙ୍କର 127ଟି ରାଜ୍ଯର ସମସ୍ତ ୟିହୁଦୀମାନଙ୍କୁ ଶାନ୍ତିର ଓ ସତ୍ଯର ବାର୍ତ୍ତାସବୁ ପଠାଇଲେ।

Cross references

ଏଷ୍ଟର ବିବରଣ 1:1

ଅକ୍ଷଶ୍ବରେଶ ରାଜାଙ୍କ ସମୟରେ ଏପରି ଘଟିଥିଲା ଯେ ସେ ହିନ୍ଦୁସ୍ଥାନରୁ କୁଶଦେଶ ପର୍ୟ୍ଯନ୍ତ 127 ପ୍ରଦେଶ ଉପରେ ରାଜତ୍ବ କଲେ।

ଏଷ୍ଟର ବିବରଣ 8:9

ତେଣୁ ତୃତୀୟ ମାସର ଅର୍ଥାତ୍ ସୀବନ ମାସର ତଇେଶ ଦିନ ରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ ମର୍ଦ୍ଦଖଯର ଆଜ୍ଞା ଅନୁସାରେ ସମସ୍ତ ୟିହୁଦୀଯମାନଙ୍କ ନିକଟକୁ ଓ ହିନ୍ଦୁସ୍ଥାନଠାରୁ କୁଶଦେଶ ପର୍ୟ୍ଯନ୍ତ 127 ପ୍ରଦେଶର ଅନ୍ତର୍ଗତ ପ୍ରେତ୍ୟକକ ପ୍ରଦେଶର ଅକ୍ଷାରାନୁସା ରେ କ୍ଷତିପାଳ ଓ ଶାସନକର୍ତ୍ତା ଓ ପ୍ରଦଶାଧେିପତିମାନଙ୍କ ନିକଟକୁ। ପୁଣି ପ୍ରେତ୍ୟକକ ଗୋଷ୍ଠୀକି ସମାନଙ୍କେ ଭାଷାନୁସା ରେ, ଆଉ ୟିହୁଦୀଯ ଲୋକମାନଙ୍କ ନିକଟକୁ ସମାନଙ୍କେ ଅକ୍ଷର ଓ ଭାଷାନୁସା ରେ ପତ୍ର ଲଖାଗେଲା।

ଗୀତସଂହିତା 73:27

ହେ ପରମେଶ୍ବର, ୟେ ତୁମ୍ଭକୁ ଛାଡ଼ିବ ସେ ବିନଷ୍ଟ ହବେ। ତୁମ୍ଭେ ସହେି ଲୋକମାନଙ୍କୁ ଧ୍ବଂସ କର ଯେଉଁମାନେ ତୁମ୍ଭ ପ୍ରତି ବିଶ୍ବସ୍ତ ନୁହଁନ୍ତି।

ଯିଶାଇୟ 32:17

ପୁଣି ସହେି ଧାର୍ମିକତାର କାର୍ୟ୍ଯ ଶାନ୍ତିମଯ ହବେ ଓ ଧାର୍ମିକତାର ଫଳ ଚିରକାଳ ସୁସ୍ଥିରତା ଓ ନିର୍ଭୟତା ହବେ।

ଯିଶାଇୟ 39:8

ସେତବେେଳେ ହିଜକିଯ ଯିଶାଇୟଙ୍କୁ କହିଲା, ତୁମ୍ଭେ ସଦାପ୍ରଭୁଙ୍କର ଯେଉଁ ବାକ୍ଯ କହିଅଛ ତାହା ଉତ୍ତମ। ସେ ପୁଣି କହିଲା, କାରଣ ମାେ ସମୟରେ ଶାନ୍ତି ଓ ସତ୍ଯତା ବିରାଜିତ ହବେ।'

ଯିଖରିୟ 8:19

ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ତୁମ୍ଭମାନଙ୍କର ଚତୁର୍ଥ ମାସ, ପଞ୍ଚମ ମାସ, ସପ୍ତମ ମାସ ଓ ଦଶମ ମାସର ଦୁଃଖ ଓ ଉପବାସର ଯିହୁଦାର ଘର ପାଇଁ ଆନନ୍ଦମଯ ଦିନ ହବେ। ତାହା ବିଜଯ ଉଲ୍ଲସିତର ଦିନ ଏବଂ ଉଲ୍ଲାସର ସମାରୋହ ହବେ। ସେଥିପାଇଁ ତୁମ୍ଭମାନେେ ନିଶ୍ଚଯ ସତ୍ଯ ଓ ଶାନ୍ତିକୁ ପ୍ ରମେ କରିବ।

Interlinear

Choose Theme