Home Bibles ଏଷ୍ଟର ବିବରଣ 6:7 · ଓଡ଼ିଆ ବାଇବେଲ
ଏଷ୍ଟର ବିବରଣ 6:7 · ଓଡ଼ିଆ ବାଇବେଲ

ଏଣୁ ହାମନ୍ ରାଜାଙ୍କୁ ଉତ୍ତର ଦଲୋ, ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତୁ,

Cross references

ଏଷ୍ଟର ବିବରଣ 6:9

ଆଉ ସହେି ବସନ ଓ ଅଶ୍ବ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତ ରେ ଦିଆଯାଉ। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାକୁ ସମାନେେ ସହେି ରାଜ ବସନ ପିନ୍ଧାନ୍ତୁ ଓ ସହେି ଅଶ୍ବ ରେ ଆରୋହଣ କରାଇ ନଗର ଦାଣ୍ତ ରେ ତାହାର ଆଗେ ଆଗେ ଏହା ଘାଷେଣା କରାନ୍ତୁ। 'ମହାରାଜ ଯାହାର ସମ୍ମାନ ରେ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏହିପରି କରାୟାଏ।'

ଏଷ୍ଟର ବିବରଣ 6:11

ତେଣୁ ହାମନ୍ ସହେି ବସନ ଓ ଅଶ୍ବନଇେ ମର୍ଦ୍ଦଖଯକୁ ବସ୍ତ୍ରାନିତ୍ବା କଲା ଓ ଅଶ୍ବାରୋହଣ କରାଇ ନଗର ଦାଣ୍ତ ରେ ବୁଲାଇଲା। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାପ୍ରତି ଏହିପରି କରାୟାଏ। ଏହିକଥା ତାହାର ଆଗେ ଆଗେ ଘାଷେଣା କଲା।

Interlinear

Choose Theme