ଏଷ୍ଟର ବିବରଣ 4:6 · ଓଡ଼ିଆ ବାଇବେଲ
ତାପରେ ହଥକ୍ ରାଜଦ୍ବାର ସମ୍ମୁଖସ୍ଥ ନଗରର ଛକ ସ୍ଥାନ ରେ ମର୍ଦ୍ଦଖଯ ନିକଟକୁ ଗଲା।
Cross references
ଏଷ୍ଟର ବିବରଣ 4:3
ପ୍ରେତ୍ୟକକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜା ଆଜ୍ଞା ଓ ନିଯମ ପତ୍ର ଗଲା, ସହେିସବୁ ସ୍ଥାନର ୟିହୁଦୀଯମାନଙ୍କ ମଧିଅରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା। ପୁଣି ଅନକେେ ଅଖା ଓ ଭସ୍ମ ରେ ଶଯନ କଲେ।
ଏଷ୍ଟର ବିବରଣ 7:2
ସହେି ଦ୍ବିତୀୟ ଦିନ ରାଜା ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ ପୁନର୍ବାର କହିଲେ, ରାଣୀ ଏଷ୍ଟର! ତୁମ୍ଭର ନିବଦନେ କ'ଣ? ତାହା ତୁମ୍ଭକୁ ଦିଆୟିବ। ତୁମ୍ଭର ଇଚ୍ଛା କ'ଣ? ତହା ମାରେ ଅର୍ଦ୍ଧକେ ରାଜ୍ଯ ହେଲେ ହେଁ ମୁଁ ତାହା ତୁମ୍ଭକୁ ଦବେି।
ଏଷ୍ଟର ବିବରଣ 9:12
ତେଣୁ ରାଜା ରାଣୀ ଏଷ୍ଟରଙ୍କୁ କହିଲେ, ୟିହୁଦୀଯମାନେ 500 ଲୋକଙ୍କୁ ଶୂଶନ ରେ ହତ୍ଯା କରିଛନ୍ତି, ସମାନଙ୍କେ ମଧିଅରେ ହାମନର ଦଶପୁତ୍ର ଅନ୍ତଭୁର୍କ୍ତ। ସମାନେେ ଅନ୍ୟ ପ୍ରଦେଶ ରେ ଯାହା କରିଛନ୍ତି ଟିକେ ଚିନ୍ତା କର! ବର୍ତ୍ତମାନ ମାେତେ କଣ କରିବାକୁ ହବେ ବୋଲି ତୁମ୍ଭମାନେେ ଗ୍ଭହୁଁଛ? ମାେତେ କୁହ ଏବଂ ମୁଁ ତାହା କରିବି।