Home Bibles ଏଷ୍ଟର ବିବରଣ 4:2 · ଓଡ଼ିଆ ବାଇବେଲ
ଏଷ୍ଟର ବିବରଣ 4:2 · ଓଡ଼ିଆ ବାଇବେଲ

ସେ ରାଜଦ୍ବାର ସମ୍ମୁଖ ପର୍ୟ୍ଯନ୍ତ ଆସିଲା। ମାତ୍ର ଶାେକ ବସ୍ତ୍ର ପିନ୍ଧି କହେି ରାଜଦ୍ବାର ରେ ପ୍ରବେଶ କରିପାରିଲା ନାହିଁ।

Cross references

ଆଦି ପୁସ୍ତକ 50:4

ଏହି ସତୁରି ଦିନପରେ ଶୋକ ଦିନ ଶଷେ ହେଲା। ତେଣୁ ଯୋଷଫେ ଫାରୋଙ୍କର ପରିଜନଙ୍କୁ କହିଲେ, ତୁମ୍ଭେ ଯଦି ମାରେ ମଙ୍ଗଳ ଭାବୁଛ, ଦୟାକରି ଫାରୋଙ୍କୁ କୁହ।

ଲୂକଲିଖିତ ସୁସମାଚାର 7:25

ତା'ନ ହେଲେ, ତୁମ୍ଭେ କ'ଣ ଦେଖିବାକୁ ସଠାେକୁ ଯାଇଥିଲ? କ'ଣ ଉତ୍ତମ ବସ୍ତ୍ର ପିନ୍ଧିଥିବା ଜଣେ ଲୋକକୁ? ନା, ଯେଉଁମାନେ ଉତ୍ତମ ବସ୍ତ୍ର ପିନ୍ଧନ୍ତି ଏବଂ ଆମାଦେପ୍ରମାଦେ ରେ ଜୀବନ କଟାନ୍ତି, ସମାନେେ ତ ରାଜାଙ୍କ ପ୍ରାସାଦ ମାନଙ୍କ ରେ ଥାଆନ୍ତି।

Interlinear

Choose Theme