Home Bibles ☰ Books ଏଷ୍ଟର ବିବରଣ 2:8 · ଓଡ଼ିଆ ବାଇବେଲ
ଏଷ୍ଟର ବିବରଣ 2:8 · ଓଡ଼ିଆ ବାଇବେଲ

ଯେତବେେଳେ ରାଜାର ସହେି ବାକ୍ଯ ଓ ଆଜ୍ଞା ପ୍ରଗ୍ଭରିତ ହେଲା ଶୂଶନ୍ ରାଜଧାନୀ ରେ ହଗଯେ ନିକଟରେ ଅନକେ କନ୍ଯା ସଂଗୃହିତ ହବୋ ବେଳେ ଏଷ୍ଟରକୁ ରାଜପୁରିକି ସ୍ତ୍ରୀ ରକ୍ଷକ ହଗଯେ ନିକଟକୁ ନିଆଗଲା।

Cross references

ଏଷ୍ଟର ବିବରଣ 2:3

ଆଉ ମହାରାଜା ଆପଣା ରାଜ୍ଯର ସମସ୍ତ ପ୍ରଦେଶ ରେ କର୍ମଗ୍ଭରୀଗଣ ନିୟୁକ୍ତି କରନ୍ତୁ। ସମାନେେ ସହେି ସବୁ ସୁନ୍ଦରୀ କନ୍ଯାଗଣକୁ ଶୂଶନ ରାଜଧାନୀ ରେ ଏକତ୍ର କରି ଅନ୍ତଃପୁର ରେ ସ୍ତ୍ରୀମାନଙ୍କ ରକ୍ଷକ ରାଜନଫୁସକ ହଗଯରେ ହସ୍ତ ରେ ସମର୍ପଣ କରନ୍ତୁ। ପୁଣି ସମାନଙ୍କେ ଅଙ୍ଗରାଗାର୍ଥକ ଦ୍ରବ୍ଯ ସମାନଙ୍କେୁ ଦତ୍ତ ହେଉ।

ଏଷ୍ଟର ବିବରଣ 2:15

ଏହାପରେ, ରାଜାଙ୍କ ନିକଟକୁ ୟିବାପାଇଁ ଏଷ୍ଟରର ପାଳି ପଡିଲା। ଏଷ୍ଟର ମର୍ଦ୍ଦଖଯଙ୍କ ପାଳିତ କନ୍ଯା ଥିଲା। ସେ ମର୍ଦ୍ଦଖଯର କକା ଅବିହଯିଲର କନ୍ଯା ଥିଲା। ହଗଯେ ରାଜାଙ୍କର ନଫୁସକ ଓ ସ୍ତ୍ରୀଲୋକମାନଙ୍କର ତତ୍ତ୍ବାବଧାରକ, ଯାହା କହିଥିଲେ, ତାହା ଛଡା ଏଷ୍ଟର ଆଉ କିଛି ମାଗିଲା ନାହିଁ। ସମସ୍ତେ ଯେଉଁମାନେ ହଗଯକେୁ ଦେଖିଲେ, ତା ପ୍ରତି ଅନୁକମ୍ପା କଲେ।

Interlinear

Choose Theme