Home Bibles ☰ Books ଏଷ୍ଟର ବିବରଣ 2:23 · ଓଡ଼ିଆ ବାଇବେଲ
ଏଷ୍ଟର ବିବରଣ 2:23 · ଓଡ଼ିଆ ବାଇବେଲ

ତହିଁରେ ଅନୁସନ୍ଧାନ ଦ୍ବାରା ସହେି କଥା ପ୍ରମାଣ ହବୋରୁ ସହେି ଦୁଇଜଣ ବୃକ୍ଷ ରେ ଫାଶି ପାଇଲେ। ଆଉ ସହେି କଥା ରାଜାର ସାକ୍ଷାତ ରେ କଚରେୀର ନକଲ ଖାତା ରେ ଲଖାଗେଲା।

Cross references

ଆଦି ପୁସ୍ତକ 40:19

ତିନିଦିନ ମଧିଅରେ ଫାରୋ ତୁମ୍ଭ ଗାତ୍ରରୁ ତୁମ୍ଭ ମସ୍ତକ ଉଠାଇ ତୁମ୍ଭକୁ ବୃକ୍ଷ ଉପରେ ଟଙ୍ଗାଇବେ। ପୁଣି ପକ୍ଷୀଗଣ ଆସି ତୁମ୍ଭ ଗାତ୍ରରୁ ତୁମ୍ଭ ମାଂସ ଖାଇବେ।

ଆଦି ପୁସ୍ତକ 40:22

ମାତ୍ର ସେ ପ୍ରଧାନ ସୂପକାରକୁ ବୃକ୍ଷ ରେ ଟଙ୍ଗାଇଲେ।

ଦିତୀୟ ବିବରଣ 21:22

ଯଦି କୌଣସି ବ୍ଯକ୍ତି କୌଣସି ଦୋଷ କରେ ଯାହାକି ମୃତକ୍ସ୍ଟ୍ଯଦଣ୍ତ ଯୋଗ୍ଯ ହକ୍ସ୍ଟଏ, ତାକକ୍ସ୍ଟ ହତ୍ଯା କରିୟିବା ଉଚିତ୍ ଏବଂ ତା'ର ଶରୀରକକ୍ସ୍ଟ ଗୋଟିଏ ଗଛ ରେ ଝକ୍ସ୍ଟଲାଇ ଦବୋ ଉଚିତ୍।

ଯିହୋଶୂୟ 8:29

ଯିହାଶୂେୟ ଅଯର ରାଜାଙ୍କକ୍ସ୍ଟ ସଂନ୍ଧ୍ଯା ପର୍ୟ୍ଯନ୍ତ ଗଛ ରେ ଝକ୍ସ୍ଟଲଇେ ରଖିଲେ। ସୂର୍ୟ୍ଯାସ୍ତ ପରେ ଯିହାଶୂେୟଙ୍କ ଆଜ୍ଞାନକ୍ସ୍ଟସା ରେ ଲୋକମାନେ ସେ ଶବକକ୍ସ୍ଟ ଗଛରକ୍ସ୍ଟ ଆଣିଲେ। ସମାନେେ ସହେି ଶବକକ୍ସ୍ଟ ନଗରର ପ୍ରବେଶ ଫାଟକ ସମ୍ମକ୍ସ୍ଟଖ ରେ ଫୋପାଡି ଦେଲେ ଏବଂ ତା' ଉପରେ ପଥର ଗଦା କଲେ। ତାହା ସଠାେରେ ଆଜି ପର୍ୟ୍ଯନ୍ତ ମଧ୍ଯ ଅଛି।

ଏଜ୍ରା 4:15

ଆପଣଙ୍କ ପିତୃପୁରୁଷଗଣର ଇତିହାସ ପୁସ୍ତକ ଅନୁସନ୍ଧାନ କରାଯାଉ। ତବେେ ସହେି ଇତିହାସ ପୁସ୍ତକରେ ଆପଣ ଦେଖିବେ ଓ ଜାଣିବେ ଯେ ଏହି ନଗର ବିଦ୍ରୋହୀନଗର, ଆଉ ରାଜଗଣ ଓ ପ୍ରଦେଶ ସମୂହ ପ୍ରତି ଅନିଷ୍ଟ କରିଛନ୍ତି, ପୁଣି ସମାନେେ ପୂର୍ବକାଳ ରେ ତହିଁ ମଧିଅରେ ଗଣ୍ତଗୋଳ ମତାଇ ଅଛନ୍ତି। ସେଥିପାଇଁ ଏହି ନଗର ଧ୍ବଂସ ହାଇେଅଛି।

ଏଷ୍ଟର ବିବରଣ 5:14

ତେଣୁ ତାହାର ସ୍ତ୍ରୀ ସରେଶ୍ ଓ ତାର ସମସ୍ତ ମିତ୍ରଗଣ ତାକୁ କହିଲେ,: ପଗ୍ଭଶ ହାତ ଉଚ୍ଚ ଏକ ଫାଶିକାଠ ପ୍ରସ୍ତୁତ କରାଯାଉ। ପୁଣି ମର୍ଦ୍ଦଖଯକୁ ତହିଁରେ ଫାଶି ଦବୋ ପାଇଁ କାଲି ସକାଳେ ରାଜାଙ୍କୁ କୁହ। ତହିଁ ପରେ ତୁଷ୍ଟ ହାଇେ ରାଜା ସହିତ ଭୋଜିକୁ ୟାଅ।

ଏଷ୍ଟର ବିବରଣ 6:1

ସହେି ରାତ୍ରି ରେ ରାଜା ଶୋଇ ପାରିଲେ ନାହିଁ। ଏଣୁ ସେ କଚରେୀ ବୃତ୍ତାନ୍ତ ପୁସ୍ତକ ଆଣିବାକୁ ଆଜ୍ଞା କଲେ, ଏବଂ ତାହା ରାଜାଙ୍କ ସମ୍ମୁଖ ରେ ପାଠ କରାଗଲା।

ଏଷ୍ଟର ବିବରଣ 7:10

ଏଥି ରେ ହାମନ୍, ମର୍ଦ୍ଦଖଯ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସମାନେେ ହାମନଙ୍କୁ ଫାଶି ଦେଲେ। ତହିଁରେ ରାଜାଙ୍କର କୋରଧ ଶାନ୍ତ ହେଲା।

ଏଷ୍ଟର ବିବରଣ 10:2

ତାହାର ପରାକ୍ରମ ଓ ପ୍ରଭାବରେ ସବୁକଥା ଆଉ ରାଜା ମର୍ଦ୍ଦରଖଯକୁ ଯେଉଁ ମହତ୍ତ୍ବ ଦଇେ ଉଚ୍ଚ ପଦ ରେ ନିୟୁକ୍ତ କଲା। ତହିଁର ସମ୍ପୁର୍ଣ୍ଣ ବିବରଣ କି ମାଦିଯ ଓ ପାରସ୍ଯ ଦେଶର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ।

ମଲାଖୀ 3:16

ଯେଉଁମାନେ ପରମେଶ୍ବରଙ୍କୁ ଭୟ କରନ୍ତି ନିଜନିଜ ମଧିଅରେ କଥାବାର୍ତ୍ତା ହେଲେ ଏବଂ ସଦାପ୍ରଭୁ ସମାନଙ୍କେ କଥାବାର୍ତ୍ତା ଶୁଣିଲେ। ସେ ଗୋଟିଏ ପୁସ୍ତକରେ ସହେିମାନଙ୍କର ନାମ ଲେଖିଲେ, ଯେଉଁମାନେ ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରନ୍ତି। ଏବଂ ସହେି ଲୋକମାନଙ୍କର ଯେଉଁମାନେ ସଦାପ୍ରଭୁଙ୍କର ନାମକୁ ଭକ୍ତି କରନ୍ତି।

Interlinear

Choose Theme