Home Bibles ଏଫିସୀୟଙ୍କ ପ୍ରତି ପତ୍ର 5:21 · ଓଡ଼ିଆ ବାଇବେଲ
ଏଫିସୀୟଙ୍କ ପ୍ରତି ପତ୍ର 5:21 · ଓଡ଼ିଆ ବାଇବେଲ

ପରସ୍ପର ପ୍ରତି ବାଧ୍ଯ ହବୋ ପାଇଁ ଇଚ୍ଛୁକ ହୁଅ। ତୁମ୍ଭମାନେେ ଖ୍ରୀଷ୍ଟଙ୍କୁ ସମ୍ମାନ କରୁଥିବାରୁ ଏହା କର।

Cross references

ଆଦି ପୁସ୍ତକ 16:9

ସଦାପ୍ରଭୁଙ୍କର ଦୂତ ହାଗାରକୁ କହିଲେ, ତୁମ୍ଭର ମାଲିକାଣୀ ପାଖକୁ ଫରେିୟାଅ ଓ ନିଜକୁ ତା'ର ପାଖ ରେ ସମର୍ପଣ କର।

ପ୍ରଥମ ବଂଶାବଳୀ 29:24

ସମସ୍ତ ନେତାଗଣ, ସୈନ୍ଯଗଣ ଓ ରାଜା ଦାଉଦଙ୍କର ପୁତ୍ରଗଣ ଶଲୋମନଙ୍କୁ ରାଜାରୂପେ ସ୍ବୀକାର କଲେ ଓ ତାଙ୍କର ବାଧ୍ଯ ହେଲେ।

ଦିତୀୟ ବଂଶାବଳୀ 19:7

ବର୍ତ୍ତମାନ ତୁମ୍ଭମାନେେ ପ୍ରେତ୍ୟକକ ସଦାପ୍ରଭୁଙ୍କୁ ନିତାନ୍ତ ଭୟ କରିବ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ନ୍ଯାଯବାନ ଅଟନ୍ତି, ତେଣୁ ତୁମ୍ଭମାନେେ ଯାହା କର, ସେ ବିଷଯ ରେ ବିଶଷେ ସାବଧାନ ହୁଅ। ସଦାପ୍ରଭୁ କୌଣସି ମନୁଷ୍ଯକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ବ ଦିଅନ୍ତି ନାହିଁ। ଆଉ, ସେ ତାଙ୍କର ନିଷ୍ପତ୍ତି ବଦଳାଇବାକୁ ଲାଞ୍ଚ ନିଅନ୍ତି ନାହିଁ।

ନିହିମିୟା 5:9

ମୁଁ ତାଙ୍କୁ ଆହୁରି ମଧ୍ଯ କହିଲି, ତୁମ୍ଭମାନେେ କିଛି ଭଲ କରୁ ନାହଁ। ତୁମ୍ଭେ ଏହା ଜାଣ ତୁମ୍ଭର ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ତୁମ୍ଭମାନେେ ଆମ୍ଭମାନଙ୍କର ଶତୃଗଣ ଆମ୍ଭମାନଙ୍କୁ ପରିହାସ କରିବାର ସୁଯୋଗ ଦବୋ ଉଚିତ୍ ନୁହେଁ।

ନିହିମିୟା 5:15

ମାତ୍ର ମାରେ ପୂର୍ବାବର୍ତ୍ତୀ ଦଶାେଧ୍ଯକ୍ଷମାନଙ୍କ ବ୍ଯଯଭାର ଲୋକମାନଙ୍କୁ ବହିବାକୁ ପଡିଲା। ଆଉ ସମାନେେ ଗ୍ଭଳିଶ ଶକେଲ ରେ ୗପ୍ୟ ମୁଦ୍ରା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ, କବଳେ ତାହା ନୁହେଁ, ସମାନଙ୍କେ ଦାସମାନେ ଲୋକମାନଙ୍କ ଉପରେ କତ୍ତୁର୍ତ୍ବ କଲେ। ମାତ୍ର ପରମେଶ୍ବରଙ୍କ ପ୍ରତି ଭୟ ସକାଶୁ ମୁଁ ସପରେି କଲିନାହିଁ।

ହିତୋପଦେଶ 24:21

ହେ ମାରେ ପୁତ୍ର, ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ଭୟ କର। ସହେି ଲୋକମାନଙ୍କ ସହିତ ଜଡିତ ହୁଅ ନାହିଁ। ଯେଉଁମାନେ ସମାନଙ୍କେର ବିପକ୍ଷ ରେ ଅଛନ୍ତି।

ରୋମୀୟଙ୍କ ପ୍ରତି ପତ୍ର 13:1

ପ୍ରେତ୍ୟକକ ଲୋକର ସରକାରୀ ଶାସକମାନଙ୍କ ଅଧୀନତା ସ୍ବୀକାର କରିବା ଉଚିତ୍। କାରଣ ସମାନଙ୍କେ ଏହି କ୍ଷମତା ପରମେଶ୍ବରଙ୍କ ଦ୍ବାରା ଦିଆଯାଇଛି ଏବଂ ବର୍ତ୍ତମାନ ଯେଉଁ ମାନେ ଅଧିକାରୀ , ପରମେଶ୍ବରଙ୍କ ଦ୍ବାରା ସମାନଙ୍କେୁ ଏହି କ୍ଷମତା ପ୍ରଦାନ କରା ଯାଇଛି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 16:16

ଭାଇ ଓ ଭଉଣୀମାନେ ! ମୁଁ ତୁମ୍ଭମାନଙ୍କୁ ଅନୁ ରୋଧ କରୁଛି ଯେ ତୁମ୍ଭମାନେେ, ଏହିପ୍ରକାର ଲୋକ ଓ ସମାନଙ୍କେ ସହିତ ପରମେଶ୍ବରଙ୍କ ପାଇଁ ପରିଶ୍ରମ କରି ସବୋ କରୁଥିବା ଲୋକମାନଙ୍କର ବଶୀଭୂତ ହୁଅ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 7:1

ଅତଏବ, ଆସ ପରମମେଶ୍ବରଙ୍କ ପ୍ରତି ଭକ୍ତି ଥିବାରୁ ଆମ୍ଭ ଜୀବନ ଯାପନ ପ୍ରଣାଳୀ ରେ ନିଜକୁ ପବିତ୍ର କରିବା ଏବଂ ଆମ୍ଭ ଶରୀର ଓ ଆତ୍ମାକୁ ଅପବିତ୍ର କରୁଥିବା ପ୍ରେତ୍ୟକକ ବିଷୟକୁ ଦୂର କରିବା।

ଗାଲାତୀୟଙ୍କ ପ୍ରତି ପତ୍ର 5:13

ମାେ ଭାଇ ଓ ଭଉଣୀମାନେ ! ପରମେଶ୍ବର ତୁମ୍ଭମାନଙ୍କୁ ସ୍ବାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ବାଧୀନତାକୁ ତୁମ୍ଭମାନେେ ନିଜ ନିଜର ପାପମୟ ସ୍ବଭାବର ଇଚ୍ଛା ପୂରଣ ନିମନ୍ତେ ବ୍ଯବହାର କର ନାହିଁ। ବରଂ ଏକ ଆ ରକରେ ପ୍ ରମେ ପୂର୍ବକ ସବୋ କର।

ଏଫିସୀୟଙ୍କ ପ୍ରତି ପତ୍ର 5:22

ହେ ପତ୍ନୀମାନେ ! ତୁମ୍ଭମାନେେ ଯେପରି ପ୍ରଭୁଙ୍କ ପ୍ରତି ବଶୀଭୂତା ହାଇେଛ, ସପରେି ନିଜ ସ୍ବାମୀମାନଙ୍କର ବଶୀଭୂତା ହୁଅ।

ଏଫିସୀୟଙ୍କ ପ୍ରତି ପତ୍ର 5:24

ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ ଅଟେ, ସହେିପରି ହେ ପତ୍ନୀମାନେ, ତୁମ୍ଭମାନେେ ପ୍ରେତ୍ୟକକ କଥା ରେ ନିଜ ପତିଙ୍କର ବଶୀଭୂତା ହବୋ ଉଚିତ୍।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:3

ସ୍ବାର୍ଥପରତା ଓ ଗର୍ବ ହତେୁ କୌଣସି କାମ କର ନାହିଁ। ନମ୍ର ହୁଅ ଓ ଅନ୍ୟ ଲୋକମାନଙ୍କୁ ନିଜଠାରୁ ଅଧିକ ସମ୍ମାନ ଦିଅ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 2:11

ଜଣେ ସ୍ତ୍ରୀଲୋକ ନୀରବ ଭାବରେ ଶୁଣି ଶିକ୍ଷା ଗ୍ରହଣ କରୁ ଓ ତାହାର ବାଧ୍ଯ ହେଉ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 3:4

ସେ ଧନ ଲୋଭୀ ହାଇେ ନ ଥିବେ, ସେ ନିଜ ପରିବାରକୁ ଉପୟୁକ୍ତ ଭାବରେ ନତେୃତ୍ବ ଦଇପୋରୁଥିବେ। ତା'ର ଅର୍ଥ ଯେ ତାହାଙ୍କର ପିଲାମାନେ ତାହାଙ୍କୁ ପୂର୍ଣ୍ଣ ସମ୍ମାନ ସହିତ ତାହାଙ୍କର ବାଧ୍ଯ ହେଉଥିବେ।

ଏବ୍ରୀ 13:17

ତୁମ୍ଭମାନଙ୍କର ନେତାମାନଙ୍କର ଆଜ୍ଞାପାଳନ କର। ସମାନଙ୍କେର ଅଧୀନ ରେ ରୁହ। ସମାନେେ ତୁମ୍ଭମାନଙ୍କ ପାଇଁ ଉତ୍ତରଦାଯୀ। ଅତଏବ, ସମାନେେ ସବୁବେଳେ ତୁମ୍ଭମାନଙ୍କର ଆତ୍ମାର ରକ୍ଷା ପାଇଁ ଜଗି ଥାଆନ୍ତି। ସମାନଙ୍କେର ଆଜ୍ଞାପାଳନ କର ଯେପରି ଏହି କାମଟି ସମାନେେ ଖୁସି ମନ ରେ କରିବେ, ଦୁଃଖ ରେ ନୁହେଁ। ସମାନଙ୍କେର କାମ କଠିନ ହେଲେ, ତା'ଦ୍ବାରା ତୁମ୍ଭମାନଙ୍କର କୌଣସି ଲାଭ ହବେ ନାହିଁ।

ପିତରଙ୍କ ପ୍ରଥମ ପତ୍ 2:13

ଏହି ଜଗତ ରେ କ୍ଷମତାପ୍ରାପ୍ତ ଲୋକଙ୍କ ଆଜ୍ଞା ପାଳନ କର। ପ୍ରଭୁଙ୍କ ଲାଗି ଏହା କର। ସର୍ବୋଚ୍ଚ ଶାସନକର୍ତ୍ତା ରାଜାଙ୍କ ଆଜ୍ଞା ପାଳନ କର।

ପିତରଙ୍କ ପ୍ରଥମ ପତ୍ 2:17

ସମସ୍ତଙ୍କୁ ସମ୍ମାନ ଦିଅ। ପରମେଶ୍ବରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଭଲ ପାଅ। ପରମେଶ୍ବରଙ୍କୁ ଭୟ କର ଓ ରାଜାଙ୍କୁ ସମ୍ମାନ ଦିଅ।

ପିତରଙ୍କ ପ୍ରଥମ ପତ୍ 5:5

ୟୁବକଗଣ, ତୁମ୍ଭମାନଙ୍କୁ ମାରେ କିଛି କଥା ମଧ୍ଯ କହିବାକୁ ଅଛି। ତୁମ୍ଭେ ବଯୋଜେଷ୍ଠମାନଙ୍କ କଥା ମାନିବା ଉଚିତ। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ।

Interlinear

Choose Theme