Home Bibles ☰ Books ଏଫିସୀୟଙ୍କ ପ୍ରତି ପତ୍ର 1:8 · ଓଡ଼ିଆ ବାଇବେଲ
ଏଫିସୀୟଙ୍କ ପ୍ରତି ପତ୍ର 1:8 · ଓଡ଼ିଆ ବାଇବେଲ

ପରମେଶ୍ବର ଏହି ଅନୁଗ୍ରହ ପୂର୍ଣ୍ଣ ଭାବରେ ଓ ମୁକ୍ତ ଭାବରେ ଦଇେଛନ୍ତି।

Cross references

ଗୀତସଂହିତା 104:24

ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ। ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି। ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।

ହିତୋପଦେଶ 8:12

ମୁଁ ହେଉଛି ଜ୍ଞାନ, ମୁଁ ସାବଧାନତାର ସହିତ ବାସ କରିଛି। ମୁଁ ଜ୍ଞାନ ଓ ଉତ୍ତମ ପରିଣାମ ସହିତ ପାଇଥାଏ।

ଯିଶାଇୟ 52:13

ଆମ୍ଭର ଦାସକୁ ଦେଖ, ସେ ସୁବିବଚେନା ପୂର୍ବକ ବ୍ଯବହାର କରିବେ। ସେ ଉନ୍ନତ, ଉଚ୍ଚପଦ ପ୍ରାପ୍ତ ଓ ମହିମାନ୍ବିତ ହବେେ।

ଦାନିଏଲ 2:20

ଦାନିୟେଲ ପ୍ରଶଂସା କରି କହିଲେ,

ମାଥିଉଲିଖିତ ସୁସମାଚାର 11:19

ତା'ପରେ ମନୁଷ୍ଯପୁତ୍ର ଆସିଲେ। ସେ ଅନ୍ୟମାନଙ୍କ ଭଳି ଖିଆପିଆ କଲେ। ଲୋକେ କହିଲେ, ' ଦେଖ, ଏ ଲୋକ ପଟେୁଆ ଓ ମଦୁଆ। ସେ ପାପୀ ଓ କର ଆଦାୟକାରୀ ଓ ମନ୍ଦ ଲୋକମାନଙ୍କ ବନ୍ଧୁ।' କିନ୍ତୁ କାର୍ୟ୍ଯ ଦ୍ବାରା ଜ୍ଞାନ ସତ୍ଯ ବୋଲି ପ୍ରମାଣିତ ହାଇେଥାଏ।

ରୋମୀୟଙ୍କ ପ୍ରତି ପତ୍ର 5:15

କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହଦାନ ଆଦମର ପାପ ପରି ନୁହେଁ। ଜଣେ ଲୋକର ପାପ କାରଣରୁ ଅନକେ ଲୋକ ମୃତ୍ଯୁ ବରଣ କଲେ। କିନ୍ତୁ ପରମେଶ୍ବରଙ୍କଠାରୁ ଲୋକେ ଯେଉଁ ଅନୁଗ୍ରହ ପାଇଲେ, ତାହା ବହୁତ ଅଧିକ ଥିଲା। ଅନକେ ଲୋକ ଜଣେ ଲୋକର ଅନୁଗ୍ରହ ହତେୁ ଜୀବନରୂପେ ଅନୁଗ୍ରହଦାନ ପାଇଲେ।

ରୋମୀୟଙ୍କ ପ୍ରତି ପତ୍ର 5:20

ଲୋକମାନେ ଅଧିକ ପାପ କରିବା ପାଇଁ ବ୍ଯବସ୍ଥା ଆସିଲା, କିନ୍ତୁ ଯେତବେେଳେ ଲୋକେ ଅଧିକ ପାପ କଲେ, ପରମେଶ୍ବର ସମାନଙ୍କେୁ ପ୍ରଚୁର ମାତ୍ରା ରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ।

ରୋମୀୟଙ୍କ ପ୍ରତି ପତ୍ର 11:33

ପରମେଶ୍ବରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତିକିପରି ନିଅନ୍ତି କହେି ବୁଝାଇ ପାରିବ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 2:7

କିନ୍ତୁ ଆମ୍ଭମାନେେ ପରମେଶ୍ବରଙ୍କ ଗୂଢ଼ ଜ୍ଞାନର କଥା କହୁଛୁ। ଜଗତର ସୃଷ୍ଟି ହବୋ ପୂର୍ବରୁ ଆମ୍ଭର ମହିମା ପାଇଁ ପରମେଶ୍ବର ଏହି ଜ୍ଞାନର ଯୋଜନା କରିଥିଲେ।

ଏଫିସୀୟଙ୍କ ପ୍ରତି ପତ୍ର 1:11

ପରମେଶ୍ବର ନିଜ ଯୋଜନା ଓ ଇଚ୍ଛା ଅନୁସାରେ ସମସ୍ତ ଘଟଣା ଘଟାନ୍ତି। ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରୁଥିବା ହତେୁ ପରମେଶ୍ବର ଆମ୍ଭକୁ ତାହାଙ୍କର ଲୋକ ହବୋ ପାଇଁ ବାଛିଲେ। ଏକଥା ସେ ନିଜ ଇଚ୍ଛାନୁସା ରେ ଅନାଦି କାଳରୁ ଠିକ୍ କରି ରଖିଥିଲେ।

ଏଫିସୀୟଙ୍କ ପ୍ରତି ପତ୍ର 3:10

ମଣ୍ଡଳୀ ଦ୍ବାରା ପରମେଶ୍ବରଙ୍କ ବହୁବିଧ ଜ୍ଞାନ, ସ୍ବର୍ଗର କର୍ତ୍ତାପଣ ଓ ଅଧିକାର ପ୍ରାପ୍ତ ବ୍ଯକ୍ତିମାନଙ୍କୁ ବର୍ତ୍ତମାନ ଜଣାଇବା ପରମେଶ୍ବରଙ୍କର ଉଦ୍ଦେଶ୍ଯ ଥିଲା। ସମାନେେ ମଣ୍ଡଳୀ ୟୋଗୁ ଏହା ଜାଣି ପାରିବେ।

କଲସୀୟଙ୍କ ପ୍ରତି ପତ୍ର 2:3

ଖ୍ରୀଷ୍ଟଙ୍କଠା ରେ ଜ୍ଞାନ ଓ ବିଜ୍ଞତାର ଭଣ୍ଡାର ସୁରକ୍ଷିତ ରଖା ହାଇେଛି।

Interlinear

Choose Theme