Home Bibles ଉପଦେଶକ 7:4 · ଓଡ଼ିଆ ବାଇବେଲ
ଉପଦେଶକ 7:4 · ଓଡ଼ିଆ ବାଇବେଲ

ଜ୍ଞାନୀମାନଙ୍କ ହୃଦଯ ଚିତାଗ୍ନି ରେ। ମାତ୍ର ମୂର୍ଖମାନଙ୍କ ହୃଦଯ ଭୋଜି ରେ ଥାଏ।

Cross references

ପ୍ରଥମ ଶାମୁୟେଲ 25:36

ଯେତବେେଳେ ଅବୀଗଲ ନାବଲ ନିକଟକକ୍ସ୍ଟ ଆସିଲା। ସେତବେେଳେ ସେ ଦେଖିଲା ସେ ନିଜ ଘ ରେ ରାଜ ଭୋଜନ ପରି ଭୋଜନ କରୁଥିଲା, ନାବଲ୍ ଅତିଶଯ ମଦ୍ଯପାନ କରିଥିଲା ଓ ତା'ର ମନ ଅତ୍ଯନ୍ତ ଖକ୍ସ୍ଟସିଥିଲା। ଏହି ହତେକ୍ସ୍ଟ ସେ ସକାଳ ପର୍ୟ୍ଯନ୍ତ କୌଣସି କଥା ଜଣାଇଲା ନାହିଁ।

ପ୍ରଥମ ଶାମୁୟେଲ 30:16

ସହେି ମିଶରୀଯ ଜଣକ ଦାଉଦଙ୍କକ୍ସ୍ଟ ସମାନଙ୍କେ ନିକଟକକ୍ସ୍ଟ ନଇଗେଲେ। ଯେଉଁଠା ରେ ସମାନେେ ଗୋଟିଏ ଜାଗା ରେ ଏକତ୍ରୀତ ଭାବରେ ବସି ଖିଆପିଆ କରୁଥିଲେ। ସମାନେେ ପଲେଷ୍ଟୀୟମାନଙ୍କର ଓ ୟିହକ୍ସ୍ଟଦାରକ୍ସ୍ଟ ଲକ୍ସ୍ଟସ୍ଖନ କରିଥିବା ବହକ୍ସ୍ଟତ ସାମଗ୍ରିମାନ ଉପ ଭୋଗ କଲେ ଓ ସଠାେରେ ଉତ୍ସବ କରୁଥିଲେ।

ଦିତୀୟ ଶାମୁୟେଲ 13:28

ଏହାପରେ ଅବଶା ଲୋମ ନିଜର ସବେକମାନଙ୍କୁ ଆଜ୍ଞା ଦେଲେ ଓ କହିଲେ, ଅମ୍ ନୋନକକ୍ସ୍ଟ ଜଗିଥାଅ, ଯେତବେେଳେ ସେ ଟିକେ ମାତାଲ ହବେ, ଦ୍ରାକ୍ଷାରସରକ୍ସ୍ଟ ଉତ୍ତମ ଅନକ୍ସ୍ଟଭବ କରିବ, ମାେ ଆଦେଶ ଅନକ୍ସ୍ଟକରଣ କରି ତାକକ୍ସ୍ଟ ହତ୍ଯା କର। ଭୟ କର ନାହିଁ, ମୁ କ'ଣ ତୁମ୍ଭମାନଙ୍କୁ ଆଜ୍ଞା ଦଇନୋହିଁ, ବଳବାନ୍ ଏବଂ ସାହସି ହକ୍ସ୍ଟଅ।

ପ୍ରଥମ ରାଜାବଳୀ 20:16

ମଧ୍ଯାହ୍ନ ରେ ଯେତବେେଳେ ରାଜା ବିନ୍ହଦଦ୍ ଓ ବତିଶ ଜଣ ଅନ୍ୟ ରାଜା ନିଜ ଶିବିର ରେ ପାନ କରୁଥିଲେ ଓ ମତ୍ତ ହାଇେଥିଲେ, ସହେି ସମୟରେ ଆହାବ୍ ଆକ୍ରମଣ ଆରମ୍ଭ କରି ଦେଲେ।

ନିହିମିୟା 2:2

ଏଥି ରେ ରାଜା ମାେତେ ପଚାରିଲେ, ତୁମ୍ଭେ କ'ଣ ପୀଡିତ? ତୁମ୍ଭେ କାହିଁକି ଦୁଃଖିତ ଜଣା ପଡୁଛ? ମୁଁ ଭାବୁଛି ତୁମ୍ଭର ହୃଦଯ ଦୁଃଖପୂର୍ଣ୍ଣ ଅଛି।

ଯିଶାଇୟ 21:4

ମାରେ ହୃଦଯ ଧକାଉଛି। ମହା ଭୟ ରେ ମୁଁ ଥରହର ହାଇେଅଛି। ମାରେ ଆନନ୍ଦ ରୂପକ ସାଯଂକାଳ ମହାରାତ୍ରିର ଭୟର କାରଣ ହାଇେଛି।

ଯିଶାଇୟ 53:3

ଲୋକମାନେ ତାଙ୍କୁ ଘୃଣା କଲେ ଓ ବନ୍ଧୁମାନେ ତାଙ୍କୁ ପରିତ୍ଯାଗ କଲେ। ସେ ଦୁଃଖ ଓ ଶାେକ ସହିତ ପରିଚିତ ହେଲେ। ସେ ଲୋକମାନଙ୍କଠାରୁ ନିଜ ମୁଖ ଲୁଚାଇ ରଖିଲେ। ସେ ଘୃଣିତ ହେଲେ ଏବଂ ଆମ୍ଭମାନେେ ତାଙ୍କୁ ସମ୍ମାନ ଦଲେୁ ନାହିଁ।

ଯିରିମିୟ 51:39

ସଦାପ୍ରଭୁ କହନ୍ତି, ସମାନେେ ଉତ୍ତ୍ଯକ୍ତ ହେଲାପ ରେ ଆମ୍ଭେ ସମାନଙ୍କେ ପାଇଁ ଭୋଜି ପ୍ରସ୍ତୁତ କରିବା, ଆଉ ସମାନଙ୍କେୁ ଆହ୍ଲାଦିତ କରିବା ପାଇଁ ସମାନଙ୍କେୁ ମତ୍ତ କରିବା। ତହିଁରେ ସମାନେେ ଚିର ନିଦ୍ରା ରେ ନିଦ୍ରିତ ହବେେ, ଆଉ ଉଠିବେ ନାହିଁ।

ଯିରିମିୟ 51:57

ପୁଣି ଆମ୍ଭେ ତାହାର ଅଧିପତିଗଣକୁ, ତାହାର ଜ୍ଞାନୀ ଲୋକମାନଙ୍କୁ, ତାହାର ଦଶାେଧ୍ଯକ୍ଷ, ତାହାର ଅଧିପତିଗଣକୁ ଓ ତାହାର ବୀର ବୁରୁଷମାନଙ୍କୁ ମତ୍ତ କରାଇବା। ତହିଁରେ ସମାନେେ ଚିର ନିଦ୍ରା ରେ ନିଦ୍ରିତ ହବେେ ଓ କବେେ ଜାଗ୍ରତ ହବେେ ନାହିଁ। ଏହା ରାଜା କହନ୍ତି, ତାଙ୍କର ନାମ ସୈନ୍ଯାଧିପତି ସଦାପ୍ରଭୁ।

ଦାନିଏଲ 5:1

ରାଜା ବେଲ୍ଶତ୍ସର ନିଜର ସହସ୍ର ଅମାତ୍ଯବର୍ଗଙ୍କ ନିମନ୍ତେ ଏକ ମହା ଭୋଜି ପ୍ରସ୍ତୁତ କଲେ। ଆଉ ସେ ସହସ୍ରଙ୍କ ମଧିଅରେ ରାଜା ଦ୍ରାକ୍ଷାରସ ପାନ କଲେ।

ଦାନିଏଲ 5:30

ସହେି ରାତ୍ରି ରେ କଲଦୀଯମାନଙ୍କର ରାଜା ବଲେଶତ୍ସରଙ୍କୁ ବଧ କରାଗଲା।

ହୋଶେୟ 7:5

ଆମ୍ଭ ରାଜାଙ୍କ ରାଜତ୍ବକାଳ ରେ ସମାନେେ ନିଆଁକୁ ଉତ୍ତପ୍ତ କରି ଗ୍ଭଲନ୍ତି। ସମାନେେ ଭୋଜି ରେ ପାନୀଯ ଦିଅନ୍ତି। ଦ୍ରାକ୍ଷାରସର ଉତ୍ତାପ ରେ ନତେୃମଣ୍ତଳୀ ଅସୁସ୍ଥ ହାଇପଡେନ୍ତି। ତେଣୁ ରାଜା ପରମେଶ୍ବରଙ୍କୁ ଉପହାସ କରୁଥିବା ଲୋକମାନଙ୍କ ସହିତ ହାତ ମିଳାନ୍ତି।

ନାହୂମ 1:10

ତୁମ୍ଭମାନେେ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହାଇଯେିବ, ଏକ ଛନ୍ଦାଛନ୍ଦି ହାଇେଥିବା କଣ୍ଟାବୁଦା ପରି ଯାହା ଶୀଘ୍ର ପୋଡି଼ୟାଏ। ତୁମ୍ଭମାନେେ ମଦ୍ଯପମାନଙ୍କ ପରି ହବେ। ତୁମ୍ଭମାନେେ ଶୁଖିଲା କଟା ଘାସର ଖୁଣ୍ଟା ତୁଲ୍ଯ ଗ୍ରାସିତ ହବେ।

ମାଥିଉଲିଖିତ ସୁସମାଚାର 8:14

ଯୀଶୁ ପିତରଙ୍କ ଘ ରେ ପହନ୍ଚିଲେ। ସେ ଦେଖିଲେ ଯେ ପିତରଙ୍କ ଶାଶୁ ଭୀଷଣ ଜ୍ବର ରେ ପୀଡିତ ହାଇେ ବିଛଣା ରେ ପଡିଛନ୍ତି।

ମାର୍କଲିଖିତ ସୁସମାଚାର 5:38

ସମାନେେ ଯିହୂଦୀ ସମାଜ ଗୃହର ଅଧିକାରୀଙ୍କ ଘରକୁ ଗଲେ। ସେ ସଠାେରେ ଲୋକମାନଙ୍କୁ ଉଚ୍ଚ ସ୍ବର ରେ ବିଳାପ କରୁଥିବାର ଦେଖିଲେ। ସଠାେରେ ବହୁତ କୋଳାହଳ ହେଉଥିଲା।

ମାର୍କଲିଖିତ ସୁସମାଚାର 6:21

କିଛି ଦିନ ପରେ େ ହରୋଦଙ୍କ ଜନ୍ମ ଦିନ ରେ ଯୋହନଙ୍କ ମୃତ୍ଯୁ ଘଟାଇବା ପାଇଁ ହରେୋଦିଆକୁ ଗୋଟିଏ ସୁଯୋଗ ମିଳିଗଲା। ତାହାଙ୍କର ଉଚ୍ଚ ଅଧିକାରୀ, ସନୋପତିଗଣ ଏବଂ ଗାଲିଲୀର ବିଶିଷ୍ଟ ବ୍ଯକ୍ତିମାନଙ୍କୁ େ ହରୋଦ ରାତ୍ରି ସମୟରେ ଭୋଜି ଦେଉଥାନ୍ତି।

ଲୂକଲିଖିତ ସୁସମାଚାର 7:12

ଯୀଶୁ ଯେତବେେଳେ ନଗରଦ୍ବାର ନିକଟରେ ପହନ୍ଚିଲେ ସେତବେେଳେ ଗୋଟିଏ ଶବ ନିଆ ଯାଉଥିବାର ସେ ଦେଖିଲେ। ସେ ତା' ବିଧବା ମାଆର ଏକମାତ୍ର ସନ୍ତାନ ଥିଲା। ପୁଅକୁ ନିଆ ଯାଉଥିବା ସମୟରେ ସଠାେରେ ତା ମାଆ ସହିତ ମଧ୍ଯ ନଗରର ବହୁ ସଂଖ୍ଯକ ଲୋକ ଥିଲେ।

ଯୋହନଲିଖିତ ସୁସମାଚାର 11:31

ଯିହୂଦୀମାନେ ମରିୟମଙ୍କ ସହିତ ଘ ରେ ଥିଲେ। ସମାନେେ ତାହାଙ୍କୁ ସାନ୍ତ୍ବନା ଦେଉଥିଲେ। ସମାନେେ ମରିୟମଙ୍କୁ ହଠାତ୍ ଠିଆ ହାଇେ ତରବର ରେ ବାହାରକୁ ୟିବା ଦେଖିଲେ। ସମାନେେ ଭାବିଲେ ବୋଧେ ସେ ଲାଜାରଙ୍କ କବର ପାଖକୁ କାନ୍ଦିବାକୁ ଯାଉଛନ୍ତି। ତେଣୁ ସମାନେେ ତାହାଙ୍କ ପେଛ ପେଛ ଗଲେ।

Interlinear

Choose Theme