କିଛି ଲୋକ କହନ୍ତି, ମୂର୍ଖମାନେ ହସ୍ତ ବାନ୍ଧି ବସନ୍ତି। ଯଦି ତୁମ୍ଭେ ପରିଶ୍ରମ ନ କର, ତବେେ ତୁମ୍କେ ଉପବାସ ରେ ମୃତ୍ଯୁ ଭୋଗ କରିବ।
Cross references
ମୁଁ ନିଜକୁ ବିପଦ ରେ ପକାଇବି ଏବଂ ମାେ ଜୀବନ ନିଜ ହାତ ରେ ଦବେି।
ହେ ଅଳସୁଆ ଲୋକମାନେ, କେତକୋଳ ପର୍ୟ୍ଯନ୍ତ ତୁମ୍ଭମାନେେ ସଠାେ ରେ ପଡ଼ି ରହିବ ? ତୁମ୍ଭେ କେତକୋଳ ପର୍ୟ୍ଯନ୍ତ ତୁମ୍ଭର ନିଦ୍ରା ଭାଙ୍ଗି ଉଠିବ ?
ଅଳସୁଆମାନେ କହନ୍ତି, ଆଉ ଟିକିଏ ଶାଇେବି, ଆଉ ଟିକିଏ ଢୁଳାଏ। ଆଉ ଟିକିଏ ନିଦ୍ରା ୟିବା ପାଇଁ ଭିଡ଼ିମାେଡ଼ି ହୁଏ।
କିନ୍ତୁ ସେ ଶାଇେ ରହେ ଓ ଆଉ ଶୋଇ ରହେ। ସେ ଦରିଦ୍ରରୁ ଦରିଦ୍ରତର ହାଇୟୋଏ। ଖୁବ୍ଶୀଘ୍ର ତା'ର ଆଉ କିଛି ନ ଥାଏ। ଅଳସୁଆମୀ ଖଣ୍ଟ ପରି ତୁମ୍ଭର ସମସ୍ତ ଧନ ଏକାଥରେ ଛଡ଼ାଇ ନବେ।
ଦୟାଳୁ ଲୋକ ଆପଣା ପ୍ରାଣର ହିତ କରେ। ମାତ୍ର ଯେ ନିର୍ଦ୍ଦଯ ସେ ଆପଣା ଶରୀରକୁ ଦୁଃଖ ଦିଏ।
ଅଳସୁଆ ମୃଗଯା ରେ ଧରିଲା ପଶୁକୁ ପାକ କରେ ନାହିଁ। ମାତ୍ର ମନୁଷ୍ଯମାନଙ୍କର ବହୁମୂଲ୍ଯ ସମ୍ପତ୍ତି ପରିଶ୍ରମର ପକ୍ଷ ରେ ରହେ।
ଅଳସୁଆ ଯାହା ଇଚ୍ଛା କରେ, ତାହା ପାଏ ନାହିଁ। ମାତ୍ର କର୍ମଶୀଳ ଲୋକ ବା ପରିଶ୍ରମୀ ଲୋକ ତା'ର ଇଚ୍ଛାନୁସା ରେ ଫଳ ଭୋଗ କରେ।
ଜଣେ ଅଳସୁଆ ତା'ର ଅଳସୁଆପଣ ଯୋଗୁଁ ଶସ୍ଯ ବୁଣେ ନାହିଁ। କିନ୍ତୁ ଫସଲ କଟା ସମୟରେ ସେ ଫସଲ ଖାଜେିଲେ ପାଏ ନାହିଁ।
ଦିନ ବେଳେ ଗଡିପଡ଼ି ତୁମ୍ଭର ହାତକୁ ବିଶ୍ରାମ ଦଇେ ତୁମ୍ଭେ ଯଦି ଶାଇେ ରୁହ,
ଲୋକମାନେ ଦକ୍ଷିଣ ହସ୍ତ ରେ ଚଞ୍ଚଳ ଚଞ୍ଚଳ ଗିଳି ପକାଇବେ, ମାତ୍ର କ୍ଷୁଧିତ ହବେେ। ବାମ ହସ୍ତ ରେ ଯାହା ଭୋଜନ କରିବେ ସେଥି ରେ ତୃପ୍ତ ହବେେ ନାହିଁ। ତା'ପ ରେ ସମାନେେ ନିଜ ପିଲାମାନଙ୍କ ମାଂସ ଭକ୍ଷଣ କରିବେ।