ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କର ତକ୍ସ୍ଟମ୍ଭପ୍ରତି ଆବିଷ୍ଟ ସମସ୍ତ ଆଜ୍ଞା ଓ ତାହାଙ୍କ ଶିକ୍ଷା ଓ ତାହାଙ୍କ ବିଧି ଯତ୍ନପୂର୍ବକ ପାଳନ କରିବ।
Cross references
ତା'ପରେ ସେ କହିଲେ, ତୁମ୍ଭେ ଯବେେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ବାକ୍ଯ ରେ ମନୋୟୋଗ କର ଏବଂ ତାଙ୍କ ଦୃଷ୍ଟି ରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ଯବସ୍ଥାସବୁ ପାଳନ କର, ତବେେ ମିଶରୀଯମାନେ ଯେଉଁ ସବୁ ରୋଗ ରେ ପିଡୀତ ହେଲେ, ତୁମ୍ଭମାନେେ ସହେି ରୋଗ ରେ ପିଡୀତ ହବେ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।
ମାଶାେ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ଡାକି ଏକତ୍ରିତ କଲେ ଏବଂ ସମାନଙ୍କେୁ କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ ଶକ୍ସ୍ଟଣ ମୁ ତୁମ୍ଭକୁ ସଦାପ୍ରଭୁଙ୍କର ବ୍ଯବସ୍ଥା ଓ ବିଧି ସବୁ କହକ୍ସ୍ଟଅଛି। ଏହି ବିଧିସବୁ ଗ୍ରହଣ କର ଓ ପାଳନ କର।
ଆମ୍ଭେ ଚାହକ୍ସ୍ଟଁ ତାଙ୍କର ଭାବନାର ପରିବର୍ତ୍ତନ ଘଟକ୍ସ୍ଟ। ଆମ୍ଭେ ଚାହକ୍ସ୍ଟଁ ସମାନେେ ହୃଦଯତାର ସହକା ରେ ଆମ୍ଭକକ୍ସ୍ଟ ସମ୍ମାନ କରି ଆମ୍ଭର ବାକ୍ଯ ପାଳନ କରନ୍ତକ୍ସ୍ଟ। ଏହାପରେ ସମାନଙ୍କେର ଓ ତାଙ୍କ ସନ୍ତାନମାନଙ୍କର ଅନନ୍ତକାଳିନ ମଙ୍ଗଳ ହବେ।
ଏଥିପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଯେପରି ଆଜ୍ଞା ଦଇେଛନ୍ତି, ସହେିପରି ଭାବରେ ପାଳନ କରିବାପାଇଁ ମନୋୟୋଗ କରିବେ। ତୁମ୍ଭମାନେେ ତହିଁର ଦକ୍ଷିଣା ରେ କି ବାମ ରେ ଫରେିବ ନାହିଁ।
ଏହିସବୁ ଆଜ୍ଞା, ବ୍ଯବସ୍ଥା ଓ ବିଧି ତୁମ୍ଭମାନଙ୍କୁ ଶିକ୍ଷା ଦବୋପାଇଁ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ମାେତେ କହିଲେ। ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ପାର ହାଇେ ଯାଉଅଛ, ସଦେି ଦେଶ ରେ ତୁମ୍ଭମାନେେ ଏହି ବ୍ଯବସ୍ଥା ପାଳନ କରିବା ଉଚିତ୍।
ସଦାପ୍ରଭୁ କହିଲେ, 'ତୁମ୍ଭମାନେେ ଯତ୍ନ ସହକା ରେ ଆଜି ମୁ ତୁମ୍ଭମାନଙ୍କୁ ଯାହା କହକ୍ସ୍ଟଛି ଶକ୍ସ୍ଟଣ। ତୁମ୍ଭମାନେେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ପ୍ ରମେ କର। ତୁମ୍ଭମାନେେ ଅନ୍ତଃକରଣ ଓ ପ୍ରାଣ ସହିତ ସବୋ କର। ଯଦି ତୁମ୍ଭେ ଏପରି କର ତବେେ,
କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶଓରଙ୍କୁ ପ୍ ରମେ କରିବାକୁ ତାହାଙ୍କ ସମସ୍ତ ପଥରେ ଗ୍ଭଲିବାକକ୍ସ୍ଟ ଓ ତାହାଙ୍କଠା ରେ ଦୃଢରୂପେ ଆସକ୍ତ ହବୋକକ୍ସ୍ଟ ଏହି ଯେଉଁ ସମସ୍ତ ଆଜ୍ଞା ମୁ ତୁମ୍ଭମାନଙ୍କୁ ପାଳନ କରିବାକୁ ଦେଉଅଛି, ତାହା ଯଦି ତୁମ୍ଭେ ଯତ୍ନପୂର୍ବକ ପାଳନ କରିବ,
ମାଶାେ ଏବଂ ପ୍ରାଚୀନବର୍ଗ ଲୋକମାନଙ୍କୁ ଆଜ୍ଞା ଦେଲେ, ମୁ ଆଜି ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦଇେଛି, ସଗେକ୍ସ୍ଟଡିକ ପାଳନ କର।
ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି, ଓ ଯେଉଁମାନେ ହୃଦଯରେ ସଦାପ୍ରଭୁଙ୍କୁ ଖାଜେନ୍ତି, ସମାନେେ ଧନ୍ଯ !
ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦଇେଅଛ।
ଏହା ଜାଣି ପ୍ରଭୁଙ୍କ କାର୍ୟ୍ଯ ରେ ସର୍ବଦା ନିଜକୁ ନିଯୋଜିତ କର।
ତାହାହିଁ ଆମ୍ଭର ଭରସା। ଏହି ଶିକ୍ଷା ବିଶ୍ବାସ ଯୋଗ୍ଯ ଅଟେ।
ଆମ୍ଭେ ଚାହୁଁ ଯେ ତୁମ୍ଭମାନଙ୍କ ଭିତରୁ ପ୍ରେତ୍ୟକକ ଜୀବନସାରା ସହେି ଭଳି କଠାେର ପରିଶ୍ରମ କରୁଥାଅ। ତବେେ ତୁମ୍ଭମାନେେ ତୁମ୍ଭର ପ୍ରତ୍ଯାଶିତ ମହତ୍ ବିଷୟ ଲାଭ କରିବ।
ଯେ ହତେୁ ଏହି ଆଶୀର୍ବାଦଗୁଡ଼ିକ ତୁମ୍ଭଠା ରେ ଅଛି, ତେଣୁ ତୁମ୍ଭେ ନିଜ ଜୀବନ ରେ ଏଗୁଡ଼ିକ ଅଧିକ ପାଇବା ପାଇଁ ପାରୁପର୍ୟ୍ଯନ୍ତ ପରିଶ୍ରମ କରିବା ଉଚିତ। ନିଜ ବିଶ୍ବାସ ରେ ଉତ୍ତମ ଗୁଣ, ନିଜ ଉତ୍ତମଗୁଣ ରେ ଜ୍ଞାନ,
ପ୍ରିୟ ମିତ୍ରଗଣ, ଏହି ଘଟଣା ଘଟିବା ପାଇଁ ଆମ୍ଭେ ଅପେକ୍ଷା ରେ ଅଛୁ। ଅତଏବ ପାପ ଓ ଦୋଷ ନ କରିବା ପାଇଁ କଠାେର ପରିଶ୍ରମ କର। ପରମେଶ୍ବରଙ୍କ ସହିତ ଶାନ୍ତି ରେ ରହିବାକୁ ଚେଷ୍ଟା କର।