Home Bibles ଦିତୀୟ ବିବରଣ 6:14 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 6:14 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ଅନ୍ୟ ଦବଗେଣର, ତୁମ୍ଭମାନଙ୍କ ଚତକ୍ସ୍ଟର୍ଦ୍ଦିଗସ୍ଥ ଅନ୍ୟ ଦେଶୀଯ ଲୋକଙ୍କ ଦବଗେଣର ପଶ୍ଚାଦଗାମୀ ହବେ ନାହିଁ।

Cross references

ଯାତ୍ରା ପୁସ୍ତକ 20:3

ତୁମ୍ଭମାନେେ ମାେ ବ୍ଯତୀତ ଆଉ କୌଣସି ଦବେତାଗଣକୁ ଉପାସନା କରିବ ନାହିଁ।

ଯାତ୍ରା ପୁସ୍ତକ 34:14

ଅନ୍ୟ କୌଣସି ଦବେତାଙ୍କର ଉପାସନା କର ନାହିଁ, କାରଣ ମାରେ ନାମ ୟିହୋବା, ସ୍ବଗୌରବ ରକ୍ଷଣ ରେ ଉଦ୍ ଯୋଗୀ, ମୁଁ ସ୍ବ ଗୌରବ ରକ୍ଷଣ ରେ ଉଦ୍ୟୋଗୀ ପରମେଶ୍ବର।

ଦିତୀୟ ବିବରଣ 5:7

ଆମ୍ଭ ଛଡା ତକ୍ସ୍ଟମ୍ଭମାନେ ଅନ୍ୟ କୌଣସି ଦବେତା ପୂଜା କର ନାହିଁ।

ଦିତୀୟ ବିବରଣ 8:19

କବେେ ବି ତୁମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶଓରଙ୍କୁ ଭକ୍ସ୍ଟଲିବ ନାହିଁ। ଅନ୍ୟ ଦବେତାଗଣଙ୍କକ୍ସ୍ଟ ମାନିବ ନାହିଁ କି ତାଙ୍କର ସବୋ କରିବ ନାହିଁ। ଯଦି ତୁମ୍ଭମାନେେ ଏପରି କର, ତବେେ ମୁ ତୁମ୍ଭମାନଙ୍କୁ ସତର୍କ କରାଇଦେଉଛି ତୁମ୍ଭମାନେେ ନିଶ୍ଚିତ ରେ ବିନଷ୍ଟ ହବେ।

ଦିତୀୟ ବିବରଣ 11:28

ଯଦି ତୁମ୍ଭମାନେେ ତାହାସବୁ ପାଳନ ନକର ତବେେ ତୁମ୍ଭମାନେେ ଅଭିଶାପ ପାଇବ। ଯଦି ତୁମ୍ଭମାନେେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ଆଜ୍ଞା ପାଳନ ନକର ଓ ଅନ୍ୟଦେଶୀଯ ଦବଗେଣଙ୍କର ପଶ୍ଚାତ ଗମନକର, ତବେେ ଅଭିଶାପ ପାଇବ।

ଦିତୀୟ ବିବରଣ 13:7

ତୁମ୍ଭମାନଙ୍କର ଚତକ୍ସ୍ଟର୍ଦ୍ଦିଗସ୍ଥ ନିକଟବର୍ତ୍ତୀ ବା ତକ୍ସ୍ଟମ୍ଭଠାରକ୍ସ୍ଟ ଦୂରବର୍ତ୍ତୀ ପୃଥିବୀର ଏକ ପ୍ରାନ୍ତରକ୍ସ୍ଟ ଅନ୍ୟପ୍ରାନ୍ତ ପର୍ୟ୍ଯନ୍ତ।

ଯିହୋଶୂୟ 23:7

ଏପରି ମଧ୍ଯ ବହକ୍ସ୍ଟତ ଲୋକ ଆମ୍ଭ ସହିତ ବାସ କରୁଛନ୍ତି। ସମାନେେ ଇଶ୍ରାୟେଲୀୟ ନକ୍ସ୍ଟହଁନ୍ତି। ସମାନେେ, ସମାନଙ୍କେର ନିଜର ପ୍ରଭକ୍ସ୍ଟଙ୍କକ୍ସ୍ଟ ମାନକ୍ସ୍ଟଛନ୍ତି। ସମାନଙ୍କେ ସହିତ ବନ୍ଧକ୍ସ୍ଟତା ରଖ ନାହିଁ। ସମାନଙ୍କେ ପ୍ରଭକ୍ସ୍ଟଙ୍କର ପୂଜା କର ନାହିଁ। କି ସମାନଙ୍କେର ସବୋ କର ନାହିଁ।

ଦିତୀୟ ରାଜାବଳୀ 17:35

ଇଶ୍ରାୟେଲର ସନ୍ତାନମାନଙ୍କ ସହିତ ସଦାପ୍ରଭୁ ଚୁକ୍ତି କଲେ ଏବଂ ସମାନଙ୍କେୁ ଆଜ୍ଞା ଦେଲେ, ତୁମ୍ଭମାନେେ ଅନ୍ୟ ଦବେତାମାନଙ୍କୁ ନିଶ୍ଚଯ ପୂଜା କରିବ ନାହିଁ କିମ୍ବା ସମାନଙ୍କେର ସବୋ କରିବ ନାହିଁ। ତୁମ୍ଭେ ସମାନଙ୍କେୁ ନିଶ୍ଚଯ ଭୟ କରିବ ନାହିଁ କିମ୍ବା ସମାନଙ୍କେର ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବ ନାହିଁ।

ଯିରିମିୟ 7:6

ତୁମ୍ଭମାନେେ ଯଦି ବିଦେଶୀ, ଅନାଥ ଓ ବିଧବା ପ୍ରତି ଉଚିତ୍ ବ୍ଯବହାର କରିବ, ଯଦି ତୁମ୍ଭମାନେେ ଏ ସ୍ଥାନ ରେ ନିର୍ଦ୍ ଦୋଷ ମାନଙ୍କୁ ହତ୍ଯା ନ କରିବ, ଯଦି ତୁମ୍ଭମାନେେ ଆପଣାର କ୍ଷତି ନିମନ୍ତେ ଅନ୍ୟ ଦବେତାମାନଙ୍କୁ ଅନୁସରଣ ନ କର,

ଯିରିମିୟ 25:6

ଆଉ ଅନ୍ୟ ଦବଗେଣର ପଶ୍ଚାତଧାବନ କର ନାହିଁ କିଅବା ସମାନଙ୍କେୁ ସବୋ ଓ ପ୍ରଣାମ କର ନାହିଁ। ପୁଣି ଆପଣା ହସ୍ତକୃତ ପ୍ରତିମାଗଣକୁ ପୂଜା କରି ଆମ୍ଭକୁ ବିରକ୍ତ କର ନାହିଁ। ତାହା ହେଲେ ଆମ୍ଭେ ତୁମ୍ଭମାନଙ୍କର କୌଣସି ଅମଙ୍ଗଳ କରିବା ନାହିଁ।

ଯୋହନଙ୍କ ପ୍ରଥମ ପତ୍ର 5:21

ତେଣୁ ପ୍ରିୟ ପିଲାମାନେ, ତୁମ୍ଭମାନେେ ସବୁ ନିଜ ନିଜକୁ ଭଣ୍ଡ ଦବେତାମାନଙ୍କଠାରୁ ଦୂର ରେ ରଖ।

Interlinear

Choose Theme