Cross references
ଯାତ୍ରା ପୁସ୍ତକ 20:15
ତୁମ୍ଭେ ଚୋରୀ କରିବ ନାହିଁ।
ରୋମୀୟଙ୍କ ପ୍ରତି ପତ୍ର 13:9
ମୁଁ ଏପରି କହୁଛି, କାରଣ ବ୍ଯବସ୍ଥା କୁ ହେ: ବ୍ଯଭିଗ୍ଭର କର ନାହିଁ, କାହାକୁ ବଧ କର ନାହିଁ, କୌଣସି ଜିନିଷ ଗ୍ଭରେି କର ନାହିଁ, ଅନ୍ୟ ଲୋକର ଜିନିଷ ପ୍ରତି ଲୋଭ ରଖ ନାହିଁ। ଏହି ସମସ୍ତ ଆଦେଶ ଗୁଡିକ ଓ ଅନ୍ୟ ସମସ୍ତ ଆଦେଶ ଗୁଡିକ ସାରାଂଶ ଭାବେ ଏହି ବ୍ଯବସ୍ଥାର ଅନ୍ତର୍ଗତ ଅଟେ, ଯଥା: ନିଜକୁ ପ୍ ରମେ କଲା ଭଳି ଅନ୍ୟ ପ୍ରତିବାଶୀକୁ ପ୍ ରମେ କର।
ଏଫିସୀୟଙ୍କ ପ୍ରତି ପତ୍ର 4:28
ଚୋର ଚୋରୀ କରିବା ବନ୍ଦ କରୁ। ସେ କାମ କରିବା ଆରମ୍ଭ କରୁ ଓ ନିଜ ହାତକୁ ଭଲ କାମ ରେ ଲଗାଉ। ତା ହେଲେ ସେ ଗରୀବ ଲୋକମାନଙ୍କୁ କିଛି ସାହାୟ୍ଯ କରିପାରିବ।