Home Bibles ଦିତୀୟ ବିବରଣ 33:15 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 33:15 · ଓଡ଼ିଆ ବାଇବେଲ

ପକ୍ସ୍ଟରାତନ ପର୍ବତମାନ ଉତ୍ତମ ଦ୍ରବ୍ଯମାନ ରେ ପରିପୂର୍ଣ୍ଣ ହେଉ।

Cross references

ଆଦି ପୁସ୍ତକ 49:26

ତୁମ୍ଭର ପିତାଙ୍କ ଆଶିର୍ବାଦ ଅଧିକ ପ୍ରାଚୀନ ପର୍ବତଠାରୁ ଏବଂ ଭଲ ବିଷଯ ଚିରସ୍ଥାଯୀ ପର୍ବତର ସୀମା ପର୍ୟ୍ଯନ୍ତ ହବେ। ଯୋଷଫେ ୟିଏକି ତାଙ୍କ ଭାଇମାନଙ୍କଠାରୁ ଭିନ୍ନ ସହେି ଆଶୀର୍ବାଦ ସମସ୍ତ ଭୋଗକରୁ।

ହବକକୂକ 3:6

ସଦାପ୍ରଭୁ ଦଣ୍ତାଯମାନ ହେଲେ ଓ ପୃଥିବୀର ବିଗ୍ଭର କଲେ। ସେ ଦୃଷ୍ଟିଜାତ କରି ଗୋଷ୍ଠୀଗଣଙ୍କୁ ଭିନ୍ନଭିନ୍ନ କରି ତଡି ଦେଲେ। ଯେଉଁ ପର୍ବତଗୁଡିକ ବହୁବର୍ଷ ପର୍ୟ୍ଯନ୍ତ ଛିଡା ହାଇେଥିଲେ ସଗେୁଡିକ ଧ୍ବଂସ ହେଲେ। ପୁରାତନ ପାହାଡଗୁଡିକର ମଧ୍ଯ ପତନ ହେଲା। କିନ୍ତୁ ପରମେଶ୍ବର ଅନନ୍ତକାଳସ୍ଥାଯୀ।

ଯାକୁବଙ୍କ ପତ୍ 5:7

ଭାଇ ଓ ଭଉଣୀମାନେ, ର୍ଧୈୟ୍ଯ ରଖ, ପ୍ରଭୁ ଯୀଶୁ ଆସିବେ। ସହେି ସମୟ ପର୍ୟ୍ଯନ୍ତ ର୍ଧୈୟ୍ଯ ଧରି ରୁହ।

Interlinear

Choose Theme