Home Bibles ଦିତୀୟ ବିବରଣ 32:19 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 32:19 · ଓଡ଼ିଆ ବାଇବେଲ

ସଦାପ୍ରଭୁ ତାହା ଦେଖିଲେ, ଏବଂ ସେ ସମାନଙ୍କେୁ ପ୍ରତ୍ଯାଖାନ କଲେ, କାରଣ ତା'ର ପକ୍ସ୍ଟତ୍ର କନ୍ଯାଗଣ ତାଙ୍କୁ ବିରକ୍ତି କଲେ।

Cross references

ଲେବୀୟ ପୁସ୍ତକ 26:11

ଆମ୍ଭେ ଆମ୍ଭର ପବିତ୍ର ତମ୍ବୁ ତମ୍ଭମାନଙ୍କ ମଧିଅରେ ସ୍ଥାପନ କରିବା। ଆମ୍ଭେ ତୁମ୍ଭମାନଙ୍କୁ ଘୃଣା କରିବା ନାହିଁ।

ବିଚାରକର୍ତାମାନଙ୍କ ବିବରଣ 2:14

ସଦାପ୍ରଭୁ ଇଶ୍ରାୟେଲ ଉପରେ କୋପଦୃଷ୍ଟି ପକାଇଲେ। ପରମେଶ୍ବର ଲକ୍ସ୍ଟସ୍ଖନକାରୀମାନଙ୍କୁ ସମାନଙ୍କେ ଆକ୍ରମଣ ପାଇଁ ଆଦେଶ ଦେଲେ। ତେଣୁ ସମାନେେ ଇଶ୍ରାୟେଲର ଲୋକମାନଙ୍କୁ ଲକ୍ସ୍ଟସ୍ଖନ କଲେ। ସଦାପ୍ରଭୁ ସମାନଙ୍କେର ଚତକ୍ସ୍ଟଃପାଶର୍‌ବ ରେ ଥିବା ଶତୃମାନଙ୍କୁ ସାହାୟ୍ଯ କଲେ, ସମାନଙ୍କେୁ ହରାଇବାକକ୍ସ୍ଟ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଶତୃମାନଙ୍କ ବିରକ୍ସ୍ଟଦ୍ଧରକ୍ସ୍ଟ ନିଜକକ୍ସ୍ଟ ରକ୍ଷା କରିପାରିଲେ ନାହିଁ।

ଗୀତସଂହିତା 5:4

ହେ ପରମେଶ୍ବର, ତୁମ୍ଭେ କବେେ ମନ୍ଦ କାର୍ୟ୍ଯ ପସନ୍ଦ କର ନାହିଁ। କାରଣ ମନ୍ଦ କାର୍ୟ୍ଯ ସହ ତୁମ୍ଭର କୌଣସି ସମ୍ପର୍କ ନାହିଁ।

ଗୀତସଂହିତା 10:3

ଦୁଷ୍ଟ ଲୋକମାନେ ଆପଣା ମନସ୍କାମନା ବିଷଯରେ ଗର୍ବ ଅନୁଭବ କରନ୍ତି ଓ ସହେି ଲୋଭୀ ଲୋକମାନେ ପରମେଶ୍ବରଙ୍କୁ ଅଭିଶାପ ଦିଅନ୍ତି। ଏହି ଉପାଯରେ ସହେି ମନ୍ଦ ଲୋକମାନେ ଦଖାଇେ ଦବୋକୁ ଚାହାଁନ୍ତି ସମାନେେ ସଦାପ୍ରଭୁଙ୍କୁ ଘୃଣା କରନ୍ତି।

ଗୀତସଂହିତା 78:59

ପରମେଶ୍ବର ଏହା ଶୁଣିଲେ ଓ କୋର୍ଧ ହେଲେ। ଏବଂ ସେ ସଂପୂର୍ଣ୍ଣଭାବେ ଇଶ୍ରାୟେଲବାସୀଙ୍କୁ ପ୍ରତ୍ଯାଖ୍ଯାନ କଲେ।

ଗୀତସଂହିତା 82:6

ମୁଁ (ପରମେଶ୍ବର) କହିଲି, ତୁମ୍ଭମାନେେ ଈଶ୍ବରଗଣ ଓ ସର୍ବୋପରିସ୍ଥ ପରମେଶ୍ବରଙ୍କର ସନ୍ତାନ।

ଗୀତସଂହିତା 106:40

ଏହି ହତେୁ, ସଦାପ୍ରଭୁ ତାଙ୍କର ଲୋକମାନଙ୍କ ସହିତ ବହୁତ କୋର୍ଧ କଲେ। ପରମେଶ୍ବର ସମାନଙ୍କେ ପ୍ରତି ବିରକ୍ତ ହେଲେ।

ଯିଶାଇୟ 1:2

ହେ ସ୍ବର୍ଗ, ହେ ପୃଥିବୀ, ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। ସଦାପ୍ରଭୁ କହିଛନ୍ତି, ଆମ୍ଭେ ସନ୍ତାନଗଣଙ୍କୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସମାନେେ ଆମ୍ଭର ବିରୁଦ୍ଧାଚରଣ କରିଛନ୍ତି।

ଯିରିମିୟ 11:15

ଆମ୍ଭେ ଗୃହ ରେ ଆମ୍ଭ ପ୍ରିଯ ଯିହୁଦାର କି କାର୍ୟ୍ଯ ? କାରଣ ସେ ଅନ୍ୟମାନଙ୍କ ସହିତ ନାନା ବ୍ଯଭିଚାର କରିଅଛି। ହେ ଯିହୁଦା, ତୁମ୍ଭେ କ'ଣ ଭାବିଛ ତୁମ୍ଭର ସ୍ବତନ୍ତ୍ର ଶପଥ ଓ ପ୍ରାଣୀବଳି, ତୁମ୍ଭକୁ ଧ୍ବଂସରୁ ରକ୍ଷା କରିବ ? ତୁମ୍ଭେ କ'ଣ ଚିନ୍ତା କରିଛ ହାମବେଳି ଦ୍ବାରା ତୁମ୍ଭ ମନ୍ଦକର୍ମର ଶାସ୍ତିକୁ ଉଦ୍ଧାର ପାଇବ ?

ଯିରିମିୟ 44:21

ଯିହୁଦାର ନଗର ସମୂହ ରେ ଓ ୟିରୁଶାଲମର ସକଳ ପଥରେ ତୁମ୍ଭମାନେେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ରାଜାଗଣ, ଅଧିପତିଗଣ ଓ ଦେଶସ୍ଥ ଲୋକ ସମସ୍ତେ ଯେଉଁ ଧୂପ ଜଳାଇଲେ, ସଦାପ୍ରଭୁ କ'ଣ ତାହା ସ୍ମରଣ କଲେ ନାହିଁ ଓ ତାହା କ'ଣ ତାଙ୍କ ମନେ ପଡ଼ିଲା ନାହିଁ ?

ଯିରିମିୟଙ୍କ ବିଳାପ 2:6

ସଦାପ୍ରଭୁ ଉଦ୍ୟାନସ୍ଥ ତମ୍ବୁ ପରି ସମାନଙ୍କେର ଆବାସ କୁଡ଼ିଆକୁ ନଷ୍ଟ କରି ଦଇେଛନ୍ତି। ସେ ଆପଣା ସାମାଜିକ ଉପାସନା ସ୍ଥାନକୁ ନଷ୍ଟ କରିଦଇେଅଛନ୍ତି। ସଦାପ୍ରଭୁ ସିୟୋନ ରେ ମହାସଭା ଓ ବିଶ୍ରାମଦିନ ବିସ୍ତୃତ କରାଇ ଅଛନ୍ତି। ଆଉ ଆପଣା ପ୍ରଚଣ୍ଡ କୋରଧ ରେ ରାଜା ଓ ଯାଜକମାନଙ୍କୁ ତୁଚ୍ଛ କରିଛନ୍ତି।

ଆମୋଷ 3:2

ଏହି ପୃଥିବୀ ରେ ବହୁ ପରିବାର ଅଛନ୍ତି। କିନ୍ତୁ ତୁମ୍ଭମାନେେ ଏପରି ଏକ ଗୋଷ୍ଠୀ ସ୍ବତନ୍ତ୍ର ଭାବରେ ଜାଣିବାକୁ ତୁମ୍ଭମାନଙ୍କୁ ବାଛିଥିଲୁ। ମାତ୍ର ତୁମ୍ଭମାନେେ ଆମ୍ଭ ବିରୁଦ୍ଧ ରେ ଗଲ। ତେଣୁ ତୁମ୍ଭମାନଙ୍କର ପାପ ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦବୋ।

ଯିଖରିୟ 11:8

ଆମ୍ଭେ ଏକମାସ ମଧିଅରେ ତିନିଜଣ ମଷେପାଳକଙ୍କୁ ଧ୍ବଂସ କଲୁ। ଆମ୍ଭେ ସମାନଙ୍କେ ଉପ ରେ ଅର୍ଧୈୟ୍ଯ ଥିଲୁ ଏବଂ ସମାନେେ ଆମ୍ଭକୁ ଘୃଣା କଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:16

କିନ୍ତୁ ତୁମ୍ଭେ ଉତ୍ତପ୍ତ କିମ୍ବା ଶୀତଳ ନ ହାଇେ ନାତିଶୀତଷ୍ଣୋ ହବୋରୁ ମୁଁ ତୁମକୁ ମୁଖରୁ ଉଦ୍ଗାର କରି ବାହାର କରି ଦବେି।

Interlinear

Choose Theme