ସଦାପ୍ରଭୁ ତୁମ୍ଭମାନଙ୍କୁ ଆଗଇେ ନବେେ। ସେ ସ୍ବଯଂ ତୁମ୍ଭମାନଙ୍କ ସହିତ ରହିବେ। ସେ ତୁମ୍ଭକୁ ବିପଦ ରେ ପକାଇବେ ନାହିଁ କି ତ୍ଯାଗ କରିବେ ନାହିଁ। ହତାଶ ହକ୍ସ୍ଟଅ ନାହିଁ, ଭୟ କର ନାହିଁ।
Cross references
ମୁଁ ତୁମ୍ଭ ସହିତ ଅଛି। ମୁଁ ତୁମ୍ଭକୁ ସବୁଠା ରେ ସୁରକ୍ଷା ଦବେି। ପୁଣି ଆମ୍ଭେ ତୁମ୍ଭକୁ ଏହି ଭୂମିକୁ ଫରୋଇ ଆଣିବୁ। ଆମ୍ଭର ପ୍ରତିଜ୍ଞା ପୂର୍ଣ୍ଣ ନ ହବୋ ପର୍ୟ୍ଯନ୍ତ ଆମ୍ଭ ତୁମ୍ଭକୁ ଛାଡୁ ନାହୁଁ।
ସଦାପ୍ରଭୁ ସମାନଙ୍କେୁ ଆଗକୁ ପଥ କଢାଇ ନେଲେ, ଦିନ ବେଳେ ସଦାପ୍ରଭୁ ସମାନଙ୍କେୁ ମେଘସ୍ତମ୍ଭ ଦ୍ବାରା ରାସ୍ତା ଦଖାଇେଲେ ଏବଂ ରାତି ରେ ସେ ସମାନଙ୍କେୁ ଅଗ୍ନିସ୍ତମ୍ଭ ସାହାୟ୍ଯ ରେ ଆଗଇେ ନେଲେ।
ଲୋକମାନେ ଅନୁଭବ କଲେ ଯେ, ମାଶାେ ପର୍ବତ ଉପରୁ ଓହ୍ଲାଇ ଆସିବାକୁ ଡରେି କଲେ। ତେଣୁ ସମାନେେ ହାରୋଣଙ୍କ ନିକଟରେ ରୁଣ୍ଡ ହେଲେ। ସମାନେେ ତାଙ୍କୁ କହିଲେ, ଦେଖ, ମାଶାେ ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ କିନ୍ତୁ ଆମ୍ଭେ ଜାଣିପାରିଲୁ ନାହିଁ ତାଙ୍କର କ'ଣ ହାଇେଛି। ଆମ୍ଭମାନଙ୍କୁ ଆଗଇେ ନବୋ ପାଇଁ କେତକେ ଦବେତାଗଣ ନିର୍ମାଣ କର।
ସଦାପ୍ରଭୁ ଉତ୍ତର ଦେଲେ, ମାରେ ଉପସ୍ଥିତି ତୁମ୍ଭ ସହିତ ୟିବ ଏବଂ ତୁମ୍ଭକୁ ବିଶ୍ରାମ ଦବେ।
ବିଦ୍ଯାମୀନ ଗୋଷ୍ଠୀବର୍ଗ ମଧ୍ଯରୁ ରାଫୁର ପୁତ୍ର ପଲ୍ଟି।
ଏଣୁ ଆଜି ଏହା ଜ୍ଞାତ ହକ୍ସ୍ଟଅ, ଯେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ସ୍ବଯଂ ଗ୍ରାସକାରୀ ଅଗ୍ନିସକ୍ସ୍ଟରୂପ ହାଇେ ତକ୍ସ୍ଟମ୍ଭ ଆଗେ ଆଗେ ଗମନ କରୁଅଛନ୍ତି। ସମାନଙ୍କେୁ ସଂହାର କରିବେ ଓ ସମାନଙ୍କେୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ନତ କରିବେ। ତହିଁରେ ତକ୍ସ୍ଟମ୍ଭ ପ୍ରତି ସଦାପ୍ରଭୁଙ୍କ ବାକ୍ଯ ଅନକ୍ସ୍ଟସା ରେ ତୁମ୍ଭେ ସମାନଙ୍କେୁ ତଡି ଦବେ ଓ ସମାନଙ୍କେୁ ଶିଘ୍ର ବିନାଶ କରିବ।
କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କୁ ସହେି ଦେଶକକ୍ସ୍ଟ ଆଗଇେ ନବେେ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ସମାନଙ୍କେୁ ଧ୍ବଂସ କରିବେ। ତୁମ୍ଭମାନେେ ସମାନଙ୍କେଠାରକ୍ସ୍ଟ ତାଙ୍କର ଦେଶ ଛଡାଇ ଆଣିବ। କିନ୍ତୁ ସଦାପ୍ରଭୁ କହିଲେ, ଯିହାଶୂେୟ ତୁମ୍ଭମାନଙ୍କୁ ଆଗଇେ ନବେେ।
ତୁମ୍ଭେ ଶକ୍ତିଶାଳୀ ଓ ସାହାସୀ ହକ୍ସ୍ଟଅ। ତୁମ୍ଭମାନେେ ସହେି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କ ସହିତ ଅଛନ୍ତି। ସେ ତୁମ୍ଭକୁ ଅକୃତକାର୍ୟ୍ଯ କରିବେ ନାହିଁ କିଅବା ଛାଡିବେ ନାହିଁ।
ତା'ପରେ ସଦାପ୍ରଭୁ ନୂନର ପକ୍ସ୍ଟତ୍ର ୟିହୋଶୂଯଙ୍କକ୍ସ୍ଟ କହିଲେ, ଶକ୍ତିଶାଳୀ ଓ ସାହାସୀ ହକ୍ସ୍ଟଅ। ତୁମ୍ଭେ ଇଶ୍ରାୟେଲୀୟମାନଙ୍କୁ ଆମ୍ଭେ ଯେଉଁ ଦେଶ ପାଇଁ ପ୍ରତିଜ୍ଞା କରିଅଛକ୍ସ୍ଟ, ସହେି ଦେଶକକ୍ସ୍ଟ ନଇେ ୟିବ ଏବଂ ଆମ୍ଭେ ତକ୍ସ୍ଟମ୍ଭ ସହିତ ସର୍ବଦା ରହିବା।
ମୁ ତୁମ୍ଭମାନଙ୍କ ସହିତ ରହିବି ଯେପରି ମାଶାେ ସହିତ ଥିଲି। ତୁମ୍ଭେ ବଞ୍ଚିଥିବା ପର୍ୟ୍ଯନ୍ତ ତୁମ୍ଭକୁ ପ୍ରତିବାଦ କରିବାକୁ କହେି ସମର୍ଥ ହାଇେ ପାରିବେ ନାହିଁ। ମୁ ତୁମ୍ଭକୁ ଛାଡିବି ନାହିଁ। ମୁ ତୁମ୍ଭକୁ ପରିତ୍ଯାଗ କରିବି ନାହିଁ।
ମନରେଖ, ମୁ ତୁମ୍ଭକୁ ସାହାସୀ ଓ ଶକ୍ତିଶାଳୀ ହବୋ ପାଇଁ ନିର୍ଦ୍ଧେଶ ଦଇେଅଛି। ତେଣୁ ତୁମ୍ଭେ ଭୟଭୀତ କିଅବା ହତାଶ ହକ୍ସ୍ଟଅ ନାହିଁ, କାରଣ ତୁମ୍ଭେ ଯେଉଁ ଆଡେ ୟିବ, ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସଙ୍ଗି ହବେେ।
ସଦାପ୍ରଭୁ ଆପଣା ମହାନ ନାମ ସକାେଶ ଆପଣା ଲୋକମାନଙ୍କୁ ତ୍ଯାଗ କରିବେ ନାହିଁ। କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତକ୍ସ୍ଟଷ୍ଟ ହାଇେ ଅଛନ୍ତି।
ଇଶ୍ରାୟେଲର ସନ୍ତାନଗଣ ମଧିଅରେ ଆମ୍ଭେ ମନ୍ଦିର ରେ ବାସ କରିବା, ଯେଉଁଟାକି ତୁମ୍ଭେ ଆମ୍ଭ ପାଇଁ ନିର୍ମାଣ କରିଛ ଏବଂ ଆମ୍ଭେ ଆପଣ ଇଶ୍ରାୟେଲର ଲୋକମାନଙ୍କୁ ପରିତ୍ଯାଗ କରିବା ନାହିାଁ
ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କର ପିତୃ ଲୋକଙ୍କ ସଙ୍ଗେ ଯେପରି ଥିଲେ, ସହେିପରି ଆମ୍ଭମାନଙ୍କ ସହିତ ରୁହନ୍ତୁ ସେ ଆମ୍ଭମାନଙ୍କୁ ପରିତ୍ଯାଗ କରନ୍ତୁ ନାହିଁ କି ଆମ୍ଭଠାରୁ ଦୂ ରଇେ ୟାଆନ୍ତୁ ନାହିଁ।
ସଦାପ୍ରଭୁ ଇଶ୍ରାୟେଲ ନିମନ୍ତେ ମାଶାଙ୍କେୁ ଯେଉଁସବୁ ବ୍ଯବସ୍ଥା ପ୍ରଦାନ କରିଛନ୍ତି, ଯଦି ତୁମ୍ଭେ ତାହାର ବାଧ୍ଯ ହବୋ ନିମନ୍ତେ ଯତ୍ନ କରିବ, ତବେେ ତୁମ୍ଭେ ସଫଳତା ଲାଭ କରିବ। ବଳବାନ ଓ ସାହସୀ ହୁଅ, ଭୟ କର ନାହିଁ।