Home Bibles ଦିତୀୟ ବିବରଣ 31:22 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 31:22 · ଓଡ଼ିଆ ବାଇବେଲ

ତେଣୁ ସହେି ଦିନ ରେ ମାଶାେ ସହେି ସଙ୍ଗୀତ ଲେଖିଲେ ଏବଂ ସେ ଇଶ୍ରାୟେଲକକ୍ସ୍ଟ ସହେି ସଙ୍ଗୀତ ଶିକ୍ଷା ଦେଲେ।

Cross references

ଦିତୀୟ ବିବରଣ 31:9

ଏହାପରେ ମାଶାେ ବ୍ଯବସ୍ଥା ଲେଖି ଲବେୀ ବଂଶୀଯ ଯାଜକମାନଙ୍କୁ ଦେଲେ। ଯେଉଁମାନେ ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ବାହକ ଥିଲେ। ମାଶାେ ଇଶ୍ରାୟେଲ ପ୍ରାଚୀନବର୍ଗମାନଙ୍କୁ ମଧ୍ଯ ଏହି ବ୍ଯବସ୍ଥା ଦେଲେ।

ଦିତୀୟ ବିବରଣ 31:19

ତେଣୁ ଏହି ସଙ୍ଗୀତ ଲେଖ, ଏବଂ ଇଶ୍ରାୟେଲ ଲୋକମାନଙ୍କୁ ଶିକ୍ଷା ଦିଅ। ତବେେ ଏହି ସଂଗୀତ ମାେ ପାଇଁ ଇଶ୍ରାୟେଲ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ସାକ୍ଷୀ ହବେ।

ଦିତୀୟ ବିବରଣ 32:44

ମାଶାେ ଏବଂ ନୂନର ପକ୍ସ୍ଟତ୍ର ଯିହାଶୂେୟ ଇଶ୍ରାୟେଲ ଲୋକମାନଙ୍କ ଉଦ୍ଦେଶ୍ଯ ରେ ଏହି ଗୀତ ଗାନ କଲେ।

Interlinear

Choose Theme