ସଦାପ୍ରଭୁ ତୁମ୍ଭମାନଙ୍କୁ ଆପଣା ପୂର୍ବପୁରୁଷମାନଙ୍କ ଦେଶକକ୍ସ୍ଟ ଫରୋଇ ଆଣି ସହେି ଦେଶସବୁ ତୁମ୍ଭମାନଙ୍କୁ ଦବେେ। ସଦାପ୍ରଭୁ ତୁମ୍ଭର ମଙ୍ଗଳ କରି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ଅପେକ୍ଷା ତୁମ୍ଭମାନଙ୍କର ଏତେ ଲୋକ ବୃଦ୍ଧି ହବେେ ଯେ, କବେବେି ଏତେ ନଥିଲା।
Cross references
ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ଯ ପାଇବାକୁ ଦବୋ। ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀ ଅବସ୍ଥା ପରିବର୍ତ୍ତନ କରିଥିଲୁ, କିନ୍ତୁ ଆମ୍ଭେ ସଠାରୁେ ତୁମ୍ଭମାନଙ୍କୁ ପୁନଃ ଏକତ୍ରୀତ କରିବା। ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ପୁନର୍ବାର ତୁମ୍ଭମାନଙ୍କୁ ନିର୍ବାସନ ସ୍ଥାନରୁ ଫରୋଇ ଆଣିବା।
ତା'ପ ରେ ୟିରୁଶାଲମ ପୃଥିବୀସ୍ଥ ଦେଶମାନଙ୍କ ମଧିଅରେ ଏକ ଶ୍ ରେଷ୍ଠ ସ୍ଥାନ ହବେ। ଲୋକମାନେ ଏପରି ସୁଖ ରେ ରହିବେ ଯେ ଅନ୍ୟ ଗୋଷ୍ଠୀଗଣ ତା'ର ପ୍ରଶଂସା ଓ ଗୌରବ ଗାନ କରିବେ। ଆମ୍ଭେ ତାହା ପାଇଁ ମଙ୍ଗଳ ଓ ଶାନ୍ତି ଆଯୋଜନ କରିବା, ତାହା ସମାନେେ ଶ୍ରବଣ କରିବେ। ଅନ୍ୟ ଲୋକେ ଭୀତ ଓ ଆଶ୍ଚର୍ୟ୍ଯ ହବେେ।
ପୁଣି ମୁଁ ତୁମ୍ଭମାନଙ୍କ ମଧିଅରେ ମନୁଷ୍ଯ ଓ ପଶୁକୁ ଦ୍ବିଗୁଣିତ କରିବି। ସମାନଙ୍କେର ହୁଏତ ଉତ୍ସର୍ଗିତ ଥିବ। ମୁଁ ଅତୀତ ପରି ତୁମ୍ଭମାନଙ୍କ ମଧିଅରେ ରହିବାକୁ ଲୋକମାନଙ୍କୁ ଆଣିବି। ତୁମ୍ଭମାନଙ୍କ ପ୍ରତି ଆଦ୍ଯକାଳ ଅପେକ୍ଷା ଅଧିକ ମଙ୍ଗଳ କରିବ। ତାହାଲେ ତୁମ୍ଭେ କଳ୍ପନା କରିବ ଯେ, ମୁଁ ସଦାପ୍ରଭୁ ଅଟେ।
ସଦାପ୍ରଭୁ, ମାରେ ପ୍ରଭୁ ଏ କଥା କହନ୍ତି, ପୁଣି ଥରେ ମୁଁ ଇଶ୍ରାୟେଲ ବଂଶର ପ୍ରାର୍ଥନା ଶୁଣିବି। ମୁଁ ସମାନଙ୍କେୁ ଦ୍ବିଗୁଣିତ କରିବି, ଯାହା ଫଳ ରେ ସମାନେେ ପଲ ରେ ଥିବା ମଷେ ସଂଖ୍ଯକ ହବେେ।