Home Bibles ଦିତୀୟ ବିବରଣ 3:29 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 3:29 · ଓଡ଼ିଆ ବାଇବେଲ

ଏହିରୂପେ ଆମ୍ଭମାନେେ ବୈତ୍ପିୟୋର ସମ୍ମକ୍ସ୍ଟଖସ୍ଥିତ ଉପତ୍ୟକା ରେ ବାସକଲକ୍ସ୍ଟ।

Cross references

ଗଣନା ପୁସ୍ତକ 25:3

ଇଶ୍ରାୟେଲ ନିଜକୁ ବାଲପଯୋରଙ୍କ ସହିତ ଯୋଗ ଦଇେଥିଲେ। ଏଣୁ ସଦାପ୍ରଭୁ ଇଶ୍ରାୟେଲ ସହିତ ବହୁତ କୋରଧ କଲେ।

ଗଣନା ପୁସ୍ତକ 33:48

ପୁଣି ସମାନେେ ଅବାରୀମ ପର୍ବତରୁ ବାହାରି ଯିରୀହାେ ସପୋରି ରେ ୟର୍ଦ୍ଦନ ନିକଟବର୍ତ୍ତୀ ମାୟୋବ ପଦା ରେ ଛାଉଣୀ ସ୍ଥାପନ କଲେ।

ଦିତୀୟ ବିବରଣ 4:3

ତୁମ୍ଭମାନେେ ସଦାପ୍ରଭୁଙ୍କର କର୍ମ ବାଲପିଯୋର ରେ ଦେଖିଅଛ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ବାଲପିୟୋରର ପଶ୍ଚାଦଗାମୀ ସମସ୍ତ ଲୋକଙ୍କକ୍ସ୍ଟ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ହତ୍ଯା କରିଛନ୍ତି।

ଦିତୀୟ ବିବରଣ 4:46

ସିୟୋନ ଦେଶ ରେ ଇ ମାରେୀଯମାନଙ୍କର ରାଜା ୟିଏକି ୟର୍ଦ୍ଦନ ନଦୀର ବିପରିତ ପାଶର୍‌ବ ରେ ଥିବା ବୈତପିୟୋର ସମ୍ମକ୍ସ୍ଟଖ ରେ ହିଷ୍ବୋନ୍ ଇପତ୍ଯକା ରେ ଶାସନ କରୁଥିଲେ। କାରଣ ମିଶରରକ୍ସ୍ଟ ବାହାରି ଆସିବା ବେଳେ ମାଶାେ ଓ ଇଶ୍ରାୟେଲର ଲୋକମାନେ ତାଙ୍କୁ ପରାସ୍ତ କଲେ।

ଦିତୀୟ ବିବରଣ 34:6

ସଦାପ୍ରଭୁ ମାୟୋବ ଦେଶ ରେ ବୈତ୍ପିଯୋର ସମ୍ମକ୍ସ୍ଟଖସ୍ଥ ଉପତ୍ୟକା ରେ ତାହାଙ୍କକ୍ସ୍ଟ କରବ ଦେଲେ। ମାତ୍ର ତାଙ୍କର କବର ସ୍ଥାନ ଆଜି ପର୍ୟ୍ଯନ୍ତ କହେି ଜାଣି ନାହାଁନ୍ତି।

Interlinear

Choose Theme