Home Bibles ଦିତୀୟ ବିବରଣ 28:55 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 28:55 · ଓଡ଼ିଆ ବାଇବେଲ

ସେ ତା'ର ପିଲାମାନଙ୍କର ମାଂସ ଖାଇୟିବ ଏବଂ ଆଉ କାହାକକ୍ସ୍ଟ ତାହା ଖାଇବାକକ୍ସ୍ଟ ଦବେ ନାହିଁ। ଏପରିକି ସେ ତା'ର ପରିବାର ରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ଯ ଦବେ ନାହିଁ। ଏହା ସେ କରିବ, ଯେତବେେଳେ ତୁମ୍ଭମାନଙ୍କର ଶତୃଗଣ ତୁମ୍ଭମାନଙ୍କର ନଗରଗୁଡିକୁ କରାଯତ୍ତ କରିବେ ଏବଂ ତୁମ୍ଭମାନଙ୍କୁ ବିନା ଖାଦ୍ୟ ରେ ୟନ୍ତ୍ରଣା ଦବେେ।

Cross references

ଯିରିମିୟ 5:10

ତୁମ୍ଭମାନେେ ପ୍ରାଚୀର ଉପରକୁ ୟାଇ ଦ୍ରାକ୍ଷାଲତାର ଶାଖାସବୁ କାଟି ପକାଅ। ମାତ୍ର ସଗେୁଡ଼ିକୁ ସମ୍ପୂୂର୍ଣ୍ଣ ବିନାଶ କର ନାହିଁ, କାରଣ ସେ ସବୁ ସଦାପ୍ରଭୁଙ୍କର ନୁହେଁ।

ଯିରିମିୟ 34:2

ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହନ୍ତି, ହେ ଯିରିମିୟ, ତୁମ୍ଭେ ୟାଇ ଯିହୁଦାର ରାଜା ସିଦିକିଯଙ୍କୁ କୁହ, 'ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ବାବିଲର ରାଜା ହସ୍ତ ରେ ୟିରୁଶାଲମକୁ ସମର୍ପଣ କରିବା, ତାହାକୁ ସେ ଅଗ୍ନି ରେ ଦଗ୍ଧ କରିବ।

ଯିରିମିୟ 52:6

ସହେି ବର୍ଷ ଚତୁର୍ଥ ମାସର ନବମ ଦିନ ରେ ନଗର ରେ ମହା ଦୁର୍ଭିକ୍ଷ ଦଖାେ ଦଲୋ। ତହିଁରେ ଦେଶୀଯ ଲୋକମାନଙ୍କ ପାଇଁ କିଛି ଖାଦ୍ୟ ମିଳିଲା ନାହିଁ।

Interlinear

Choose Theme