Home Bibles ☰ Books ଦିତୀୟ ବିବରଣ 28:24 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 28:24 · ଓଡ଼ିଆ ବାଇବେଲ

ସଦାପ୍ରଭୁ ତୁମ୍ଭକୁ ବର୍ଷା ଦବେେ ନାହିଁ। ଆକାଶରକ୍ସ୍ଟ କବଳେ ଧୂଳି ଓ ବାଲି ବର୍ଷା କରିବେ। ତୁମ୍ଭମାନଙ୍କର ଧ୍ବଂସ ହବୋ ପର୍ୟ୍ଯନ୍ତ ଏହିପରି ଲାଗି ରହିବ।

Cross references

ଆଦି ପୁସ୍ତକ 19:24

ଠିକ୍ ସହେି ସମୟରେ, ସଦାପ୍ରଭୁ ସଦୋମ ଏବଂ ହ ମାରେକୁ ଧ୍ବଂସ କଲେ। ସଦାପ୍ରଭୁ ଆକାଶରୁ ସଦୋମ ଓ ହ ମାରୋ ଉପରେ ଗନ୍ଧକ ଓ ଅଗ୍ନି ବୃଷ୍ଟି କଲେ।

ଦିତୀୟ ବିବରଣ 28:12

ଠିକ୍ ସମୟରେ ଉତ୍ତମ ବର୍ଷା ପ୍ରଦାନ କରିବାକୁ ସଦାପ୍ରଭୁ ତାଙ୍କର ଆକାଶର ଗନ୍ତାଘର ଖାଲିବେେ। ସଦାପ୍ରଭୁ ତୁମ୍ଭର ସମସ୍ତ କର୍ମ ରେ ଆଶୀର୍ବାଦ କରିବେ। ତୁମ୍ଭେ ଅନ୍ୟ ଗୋ୍ଟୀଯ ଲୋକମାନଙ୍କୁ ଋଣ ଦବେ। କିନ୍ତୁ ତୁମ୍ଭେ ସମାନଙ୍କେ ଠାରକ୍ସ୍ଟ କିଛି ଉଧାର ଆଣିବ ନାହିଁ।

ଆୟୁବ ପୁସ୍ତକ 18:15

ତା'ର ବାସଗୃହ ଶୂନ୍ଯ ହାଇଯେିବ। କାହିଁକି ? ତା'ର ଘର ଚାରିପାଖ ରେ ଜଳନ୍ତା ଗନ୍ଧକ ବିଞ୍ଚାୟିବ।

ଯିଶାଇୟ 5:24

ସସହିସଲାକମାନଙ୍କ ପାଇଁ ମନ୍ଦଫଳ ଗଚ୍ଛିତ ରହିବ।ସସମାନଙ୍କର ପରବର୍ତ୍ତୀ ବଂଶଧର ସମ୍ପୂର୍ଣ୍ଣ ଭାବଲରସପାଛିସହାଇଯିଲବ,ସଯପରି ନଡ଼ା ଓ ଶୁଷ୍କପତ୍ର ଅଗ୍ନିସରସପାଡ଼ି ଭସ୍ମସହାଇୟାଏ।ସଯପରି ବୃକ୍ଷର ମୂଳ ସଢିୟାଇ ଧୂଳିସହାଇୟାଏଓ ପୁଷ୍ପ ଅଗ୍ନିସର ଭସ୍ମୀଭୂତସହାଇ ତା'ର ପାଉଁଶ ପବନସର ଉଡ଼ିୟାଏସସହିପରିସସମାନଙ୍କର ବଂଶଧର ଧ୍ବଂସ ପାଇଯିଲବ।

ଆମୋଷ 4:11

ସଦୋମ ଓ ହ ମାରୋ ସହରଗୁଡିକ ଧ୍ବଂସ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ଧ୍ବଂସ କଲୁ। ସହେି ନଗରଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହାଇେଥିଲା। ତୁମ୍ଭମାନେେ ଗୋଟିଏ ପୋଡା ବାଡି ଅଗ୍ନିରୁ ଟଣା ହେଲା ସଦୃଶ ଥିଲ। ତଥାପି ତୁମ୍ଭମାନେେ ଆମ୍ଭ ପାଖକୁ ଫରେି ଆସିଲ ନାହିଁ। ସଦାପ୍ରଭୁ ଏହିସବୁ କହିଥିଲେ।

Interlinear

Choose Theme