ଲବେୀୟମାନେ କହିବେ, ' ଯେଉଁ ଲୋକ ନିର୍ଦ୍ଧୋଷ ପ୍ରାଣୀକକ୍ସ୍ଟ ହତ୍ଯା କରିବାକୁ ଅର୍ଥନିଏ ସେ ଅଭିଶଲ୍ଗ ହେଉ?'
Cross references
କୌଣସି ଲୋକକୁ ଅଯଥା ବଦ୍ନାମ କର ନାହିଁ। ତା ନାମ ରେ ମିଥ୍ଯା ଦାବି କର ନାହିଁ। କୌଣସି ନିରୀହ ଲୋକକୁ ଅନ୍ଯାଯ ରେ ସେ ନ କରିଥିବା କର୍ମ ପାଇଁ ଦଣ୍ଡ ଦିଅ ନାହିଁ। ଯଦି କୌଣସି ଲୋକ ଏକ ନିରୀହ ଲୋକକୁ ହତ୍ଯା କରିଥାଏ ତବେେ ମୁଁ ତାକୁ କ୍ଷମା ଦବେି ନାହିଁ।
କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର, ସେ ଦବଗେଣର ଦବେ ଓ ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ବର, ସେ ମନକ୍ସ୍ଟଷ୍ଯର ମକ୍ସ୍ଟଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ।
ତୁମ୍ଭେ ସର୍ବଦା ନ୍ଯାଯବାନ ହବେ। ନ୍ଯାଯ ରେ ତୁମ୍ଭେ କାହାର ପକ୍ଷପାତ କରିବ ନାହିଁ। ତୁମ୍ଭମାନେେ ଉତ୍କୋଚ ନଇେ ଅନ୍ଯାଯ ବିଗ୍ଭର କରିବ ନାହିଁ। ଟଙ୍କା ଜ୍ଞାନି ଲୋକମାନଙ୍କୁ ଅନ୍ଧ କରିଦିଏ ଓ ଧାର୍ମୀକମାନଙ୍କର ବାକ୍ଯ ଅନ୍ୟଥା କରେ।
ୟଦି ଜଣେ ବ୍ଯକ୍ତି କିଛି ଧନ କରଜ ଦିଏ ଓ ସେ ସହେି ଜନଠାରୁ କୌଣସି ସୁଧ ଆଦାଯ କରେ ନାହିଁ କିଅବା ସହେି ବ୍ଯକ୍ତି ନିରୀହ ଲୋକମାନଙ୍କୁ ଆଘାତ କରି ମୁଦ୍ରା ନିଏ ନାହିଁ। ଏହିପରି ଯେଉଁ ବ୍ଯକ୍ତି କରେ, ତବେେ ସହେି ଧାର୍ମିକ ସର୍ବଦା ପରମେଶ୍ବରଙ୍କ ନିକଟରେ ଅବସ୍ଥାନ କରିବ।
ସହେି ଲୋକମାନେ ତୁମ୍ଭକୁ କହିପାରନ୍ତି, ଆମ୍ଭମାନଙ୍କ ସହିତ ଆସ, ଆମ୍ଭମାନେେ ରକ୍ତପାଦ କରିବାକୁ ଚାହିଁ ବସୁ। ନିର୍ଦ୍ଦୋଶମାନଙ୍କୁ ବିନା କାରଣ ରେ ଧରିବାକୁ ଗୁପ୍ତ ରେ ଲୁଚି ରହୁ।
'ତୁମ୍ଭମାନଙ୍କ ମଧିଅରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନଇେଛନ୍ତି। ତୁମ୍ଭେ ସୁଧ ନଇେ ଋଣ ଦଇେଅଛ ଏବଂ ତୁମ୍ଭେ ଲୋଭ ରେ ଉପଦ୍ରବ କରି ଆପଣା ପ୍ରତିବେଶୀଠାରୁ ଲାଭ ନଇେଅଛ। ତୁମ୍ଭେ ମାେତେ ପାଶୋରି ୟାଇଅଛ।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
ଲୋକମାନଙ୍କ ରକ୍ତ ରେ ସିଯୋନକୁ ତୁମ୍ଭେ ଗଢିଛ ଓ ଅଧର୍ମ ଦ୍ବାରା ୟିରୁଶାଲମକୁ ନିର୍ମାଣ କରିଛ।
ମୁଁ ବୁଝୁଛି, ଦେଶରୁ ସମସ୍ତ ବିଶ୍ବସ୍ତ ଓ ଉତ୍ତମ ଲୋକ ଗ୍ଭଲି ୟାଇଛନ୍ତି। ପ୍ରେତ୍ୟକକ ଅନ୍ୟକୁ ମାରିବାକୁ ଅପେକ୍ଷା କରି ରହିଛନ୍ତି। ପ୍ରେତ୍ୟକକ ନିଜର ଭାଇକୁ ମଧ୍ଯ ଜାଲ ରେ ପକାଇବାକୁ ଚେଷ୍ଟା କରୁଛନ୍ତି।
ସେ କହିଲା, ମୁଁ ତୁମ୍ଭମାନଙ୍କ ହାତ ରେ ଯୀଶୁଙ୍କୁ ଧ ରଇେ ଦବେି। ଏହା କରିବା ପାଇଁ ତୁମ୍ଭମାନେେ ମାେତେ କ'ଣ ଦବେ? ଯାଜକମାନେ ୟିହୂଦାଙ୍କୁ ତିରିଶଟି ରୂପା ଟଙ୍କା ଦେଲେ।
ୟିହୂଦା ଦେଖିଲା ଯେ, ସମାନେେ ଯୀଶୁଙ୍କୁ ବଧ କରିବା ପାଇଁ ସ୍ଥିର କରିଛନ୍ତି। ୟିହୂଦାହିଁ ଯୀଶୁଙ୍କୁ ତାହାଙ୍କର ଶତୃମାନଙ୍କ ହାତ ରେ ଦଇେ ଦଇେଥିଲା। ତେଣୁ ସେ ଏସବୁ ଘଟଣା ଦେଖି ନିଜର କର୍ମ ପାଇଁ ବହୁତ ଦୁଃଖ କଲା। ସେ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନଙ୍କୁ ସହେି ତିରିଶଟି ରେ ୗପ୍ୟମୁଦ୍ରା ଫରୋଇ ଦଲୋ।
ୟିହୂଦାକୁ ଏହି ଘୃଣ୍ଯ କାମ କରିବା ପାଇଁ ଟଙ୍କା ଦିଆଯାଇଥିଲା। ସେଥି ରେ ସେ ଗୋଟିଏ ଜମି କିମି ଦଲୋ। କିନ୍ତୁ ସେ ନିଜେ ମୁଣ୍ଡ ମାଡ଼ି ହାଇେ ପଡ଼ିଲା। ପରେ ତା'ର ପଟେ ଫାଟିଗଲା ଓ ଅନ୍ତବୁଜୁଳା ବାହାରି ପଡ଼ିଲା।