Home Bibles ଦିତୀୟ ବିବରଣ 25:18 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 25:18 · ଓଡ଼ିଆ ବାଇବେଲ

ତୁମ୍ଭେ ଶାନ୍ତ ଓ କ୍ଲାନ୍ତ ହବୋ ସମୟରେ ସେ ପଥରେ ତୁମ୍ଭକୁ ଭଟେି ତକ୍ସ୍ଟମ୍ଭ ପଶ୍ଚାଦବର୍ତ୍ତୀ ଦୁର୍ବଳ ଲୋକମାନଙ୍କୁ ତକ୍ସ୍ଟମ୍ଭ ପଛ ରେ କିପରି ଆକ୍ରମଣ କରିଥିଲା ଓ ସେ ପରମେଶଓରଙ୍କୁ ଭୟ କଲାନାହିଁ। ଏହା ସ୍ମରଣ କର।

Cross references

ଯାତ୍ରା ପୁସ୍ତକ 17:8

ରଫୀଦୀମ ରେ ଅମାଲକେୀଯମାନେ ଆସିଲେ ଓ ଇଶ୍ରାୟେଲୀୟମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ।

ନିହିମିୟା 5:9

ମୁଁ ତାଙ୍କୁ ଆହୁରି ମଧ୍ଯ କହିଲି, ତୁମ୍ଭମାନେେ କିଛି ଭଲ କରୁ ନାହଁ। ତୁମ୍ଭେ ଏହା ଜାଣ ତୁମ୍ଭର ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ତୁମ୍ଭମାନେେ ଆମ୍ଭମାନଙ୍କର ଶତୃଗଣ ଆମ୍ଭମାନଙ୍କୁ ପରିହାସ କରିବାର ସୁଯୋଗ ଦବୋ ଉଚିତ୍ ନୁହେଁ।

ନିହିମିୟା 5:15

ମାତ୍ର ମାରେ ପୂର୍ବାବର୍ତ୍ତୀ ଦଶାେଧ୍ଯକ୍ଷମାନଙ୍କ ବ୍ଯଯଭାର ଲୋକମାନଙ୍କୁ ବହିବାକୁ ପଡିଲା। ଆଉ ସମାନେେ ଗ୍ଭଳିଶ ଶକେଲ ରେ ୗପ୍ୟ ମୁଦ୍ରା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ, କବଳେ ତାହା ନୁହେଁ, ସମାନଙ୍କେ ଦାସମାନେ ଲୋକମାନଙ୍କ ଉପରେ କତ୍ତୁର୍ତ୍ବ କଲେ। ମାତ୍ର ପରମେଶ୍ବରଙ୍କ ପ୍ରତି ଭୟ ସକାଶୁ ମୁଁ ସପରେି କଲିନାହିଁ।

ଗୀତସଂହିତା 36:1

ଜଣେ ଦୁଷ୍ଟ ଲୋକ ସବୁବେଳେ ମନ୍ଦ କାର୍ୟ୍ଯ କରେ। ଯେତବେେଳେ ସେ ଆପଣା ହୃଦଯକୁ କ ହେ, ମୁଁ ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରେ ନାହିଁ।

ହିତୋପଦେଶ 16:6

ଦୟା ଓ ସତ୍ଯତା ରେ ପାପର ପ୍ରାଯଶ୍ଚିତ ହୁଏ। ସଦାପ୍ରଭୁ ବିଷଯକ ଭୟ ଦ୍ବାରା ମନୁଷ୍ଯମାନେ କୁକ୍ରିଯା ତ୍ଯାଗ କରନ୍ତି।

ରୋମୀୟଙ୍କ ପ୍ରତି ପତ୍ର 3:18

ସମାନଙ୍କେର ଆଖି ରେ ପରମେଶ୍ବରଙ୍କ ପ୍ରତି ଭୟ ବା ସମ୍ମାନ ଭାବ ନାହିଁ। ଗୀତସଂହିତା 36:1

Interlinear

Choose Theme