ଦିତୀୟ ବିବରଣ 25:11 · ଓଡ଼ିଆ ବାଇବେଲ
ଦୁଇଜଣଙ୍କ ମଧିଅରେ ଯଦି ବିବାଦ ସୃଷ୍ଟି ହକ୍ସ୍ଟଏ। ସମାନଙ୍କେ ମଧ୍ଯରକ୍ସ୍ଟ କାହାର ସ୍ତ୍ରୀ ଆସି ଯଦି ତା'ର ସ୍ବାମୀକକ୍ସ୍ଟ ସାହାୟ୍ଯ କରିବାକୁ ଆ ସେ ଓ ହାତ ବଢାଇ ପ୍ରହାର କରି ଗକ୍ସ୍ଟଲ୍ଗାଙ୍ଗକକ୍ସ୍ଟ ଧ ରେ।
Cross references
ରୋମୀୟଙ୍କ ପ୍ରତି ପତ୍ର 3:8
ଏହି ସମାନ କଥା କହିବା ହେଲା, ଆମ୍ଭେ ନିଶ୍ଚୟ ମନ୍ଦକାମ କରିବା, କାରଣ ତା' ଦ୍ବାରା ଭଲ ଆସିବ। ଅନକେ ଲୋକ ଆମ୍ଭକୁ ସମାଲୋଚ଼ନା କରନ୍ତି ଓ ମିଛ ରେ କୁହନ୍ତି ଯେ ଆମ୍ଭେ ସହେି ଶିକ୍ଷା ଦେଉଛୁ। ଯେଉଁମାନେ ଏ ଭଳି କଥା କୁହନ୍ତି ସମାନେେ ଠିକ୍ ନୁହଁନ୍ତି ଓ ସମାନଙ୍କେୁ ଦଣ୍ଡ ଦବୋ ଉଚ଼ିତ।
ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 2:9
ମୁଁ ଏହା ମଧ୍ଯ ଚା ହେଁ ଯେ ସ୍ତ୍ରୀ ଲୋକମାନେ ଏପରି ପୋଷାକ ପିନ୍ଧନ୍ତୁ, ଯାହା ସମାନଙ୍କେ ପାଇଁ ଉପୟୁକ୍ତ। ଉତ୍ତମ ମନୋଭାବ ସହିତ ସମ୍ମାନନୀୟ ଭାବରେ ନିଜକୁ ସଜାନ୍ତୁ। ନିଜକୁ ସୁନ୍ଦର ଦଖାଇବୋ ଲାଗି ବେଶୀ ବାନ୍ଧନ୍ତୁ ନାହିଁ, ସୁନା, ରତ୍ନ ଓ ଦାମିକା ଲୁଗାର ବ୍ଯବହାର କରନ୍ତୁ ନାହିଁ।