Home Bibles ଦିତୀୟ ବିବରଣ 24:3 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 24:3 · ଓଡ଼ିଆ ବାଇବେଲ

ଧରାଯାଉ ତା' ନୂତନ ସ୍ବାମୀ ତାକକ୍ସ୍ଟ ଭଲପାଇଲା ନାହିଁ ଓ ତାକକ୍ସ୍ଟ ମଧ୍ଯ ଛାଡପତ୍ର ଦଲୋ କିଅବା ନୂତନ ସ୍ବାମୀର ମୃତକ୍ସ୍ଟ୍ଯ ହକ୍ସ୍ଟଏ, ତବେେ ମଧ୍ଯ ତା'ର ପ୍ରଥମ ସ୍ବାମୀ ତାକକ୍ସ୍ଟ ଆଉ ପକ୍ସ୍ଟନଃ ବିବାହ କରିବା ଉଚିତ୍ ନକ୍ସ୍ଟହଁ। ସେ କଳକ୍ସ୍ଟଷିତ ହାଇେ ସାରିବା ପରେ, କାରଣ ଏହି କାର୍ୟ୍ଯ ସଦାପ୍ରଭୁଙ୍କ ଆଗ ରେ ଘୃଣ୍ଯ ଅଟେ।

Cross references

ଦିତୀୟ ବିବରଣ 24:1

ଜଣେ ଲୋକ ଏକ ସ୍ତ୍ରୀକକ୍ସ୍ଟ ବିବାହ କରି ଗ୍ରହଣ କଲାପରେ ଯବେେ ସେ ତାହାଠା ରେ କୌଣସି ଲଜ୍ଜାକର ବିଷଯ ପାଇବାରକ୍ସ୍ଟ ସହେି ସ୍ତ୍ରୀ ତାହାଠା ରେ ଅନକ୍ସ୍ଟଗ୍ରହ ନପାଏ। ତବେେ ସହେି ପୁରୁଷ ତାହା ନିମନ୍ତେ ଏକ ଛାଡପତ୍ର ଲେଖି ତାହା ହସ୍ତ ରେ ଦଇେ ଆପଣା ଗୃହରକ୍ସ୍ଟ ତାହାକକ୍ସ୍ଟ ବାହାର କରିଦବୋ ଉଚିତ୍।

ଯିରିମିୟ 3:8

ଆଉ ଆମ୍ଭେ ଦେଖିଲୁ ବିପଥଗାମିନୀ ଇଶ୍ରାୟେଲ ବ୍ଯଭିଚାର କରିବା ହତେୁ ଆମ୍ଭେ ତାକୁ ଛାଡ଼ପତ୍ର ଦେଲେ ହେଁ, ତାହା ବିଶ୍ବାସଘାତିନୀ ଭଉଣୀ ଯିହୁଦା ଭୟ କଲା ନାହିଁ। ସେ ମଧ୍ଯ ୟାଇ ବ୍ଯଭିଚାର କଲା।

Interlinear

Choose Theme