ଦିତୀୟ ବିବରଣ 24:20 · ଓଡ଼ିଆ ବାଇବେଲ
ତୁମ୍ଭେ ଆପଣା ଜିତ୍ବୃକ୍ଷରକ୍ସ୍ଟ ଫଳ ପାରିଲା ପରେ ଆଉଥରେ ଡାଳକକ୍ସ୍ଟ ୟିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହବେ।
Cross references
ଲେବୀୟ ପୁସ୍ତକ 19:10
ପୁଣି ତୁମ୍ଭର ଦ୍ରାକ୍ଷାକ୍ଷେତ୍ରରୁ ସଂପୂର୍ଣ୍ଣ ଦ୍ରାକ୍ଷା ଖୁଣ୍ଟି ତୋଳିବ ନାହିଁ କିମ୍ବା କ୍ଷେତ୍ର ରେ ପଡିଥିବା ଫଳ ସାଉଣ୍ଟିବ ନାହିଁ। ସଗେୁଡିକୁ ଦରିଦ୍ର ଓ ବିଦେଶୀମାନଙ୍କ ପାଇଁ ଛାଡିଦବେ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।