Home Bibles ☰ Books ଦିତୀୟ ବିବରଣ 24:18 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 24:18 · ଓଡ଼ିଆ ବାଇବେଲ

ମାତ୍ର ତୁମ୍ଭେ ମିଶର ରେ ସ୍ଥାଯୀଭାବେ ଦାସ ଥିଲେ, ପକ୍ସ୍ଟଣି ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ସଠାେରକ୍ସ୍ଟ ମକ୍ସ୍ଟକ୍ତ କରିଅଛନ୍ତି। ଏକଥାକକ୍ସ୍ଟ ସ୍ମରଣ କରିବ। ଏଣୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦଇେ ଅଛକ୍ସ୍ଟ।

Cross references

ଦିତୀୟ ବିବରଣ 5:15

ଏକଥା ତୁମ୍ଭେ ଭକ୍ସ୍ଟଲିବ ନାହିଁ ଯେ ତୁମ୍ଭମାନେେ ମିଶର ରେ, ଏକଦା ଦାସ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ପରାକ୍ରାନ୍ତ ହସ୍ତଦ୍ବାରା ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ମକ୍ସ୍ଟକ୍ତକଲେ। ଏହି ହତେକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ବିଶ୍ରାମଦିନ ପାଳନାର୍ଥେ ତୁମ୍ଭମାନଙ୍କୁ ଆଜ୍ଞା ଦଇେଛନ୍ତି।

ଦିତୀୟ ବିବରଣ 15:15

ମନରେଖ, ଯେ ତୁମ୍ଭମାନେେ ମିଶର ଦେଶ ରେ ସଐୂର୍ଣ୍ଣ ଭାବରେ ଦାସରୂପେ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ମକ୍ସ୍ଟକ୍ତ କଲେ। ଏଥିପାଇଁ ମୁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି।

ଦିତୀୟ ବିବରଣ 16:12

ପକ୍ସ୍ଟଣି ତୁମ୍ଭେ ଯେ ମିଶର ରେ ଦାସ ଥିଲକ୍ସ୍ଟ, ତାହା ସ୍ମରଣ କରିବ ଓ ତୁମ୍ଭେ ଏହି ସକଳ ବିଧି ମନୋୟୋଗ କରି ପାଳନ କରିବ।

ଦିତୀୟ ବିବରଣ 24:22

ଆଉ ତୁମ୍ଭମାନେେ ମିଶର ଦେଶ ରେ ବନ୍ଧା ଦାସ ଥିଲ, ଏହା ସର୍ବଦା ସ୍ମରଣ କରିବ। ଏଣୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦଇେଅଛୁ।

Interlinear

Choose Theme