Home Bibles ଦିତୀୟ ବିବରଣ 23:25 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 23:25 · ଓଡ଼ିଆ ବାଇବେଲ

ତୁମ୍ଭେ ଆପଣା ପ୍ରତିବେଶୀର ବଢନ୍ତା ଶସ୍ଯ କ୍ଷେତ୍ରକକ୍ସ୍ଟ ଗଲେ ଆପଣା ହାତ ରେ ଶାଁଷା ଛିଣ୍ତାଇ ଖାଇ ପାରିବ, ମାତ୍ର ତୁମ୍ଭେ ଆପଣା ପ୍ରତିବେଶୀର ଶସ୍ଯ କାଟି ଆଣିପାରିବ ନାହିଁ।

Cross references

ମାଥିଉଲିଖିତ ସୁସମାଚାର 12:1

ପ୍ରାୟ ସହେି ସମୟରେ ଯୀଶୁ ବିଶ୍ରାମଦିବସ ରେ ଶସ୍ଯକ୍ଷେତ୍ର ଦଇେ ଯାଉଥିଲେ। ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କ ସହିତ ଥିଲେ। ତାହାଙ୍କର ଶଷ୍ଯମାନଙ୍କୁ ଭୋକ ଲାଗିଲା। ସମାନେେ କେତକେ ଗହମ କେଣ୍ଡା ଛିଣ୍ଡଇେ ଖାଇବାକୁ ଲାଗିଲେ।

ମାର୍କଲିଖିତ ସୁସମାଚାର 2:23

ବିଶ୍ରାମ ଦିବସ ରେ ଯୀଶୁ ଶସ୍ଯ-କ୍ଷେତ୍ର ଦଇେ ଯାଉଥିଲେ। ତାହାଙ୍କ ଶିଷ୍ଯମାନେ ମଧ୍ଯ ତାହାଙ୍କ ସହିତ ଯାଉଥିଲେ। ଯାଉ ଯାଉ ତାହାଙ୍କ ଶିଷ୍ଯମାନେ ଖାଇବା ପାଇଁ ଶସ୍ଯକ୍ଷେତ୍ରରୁ ଶସ୍ଯ-କେଣ୍ଡା ଛିଣ୍ଡାଇଲେ।

ଲୂକଲିଖିତ ସୁସମାଚାର 6:1

ଥରେ ବିଶ୍ରାମବାର ରେ ଯୀଶୁ ଶସ୍ଯ କ୍ଷେତ୍ର ଦଇେ ଯାଉଥିଲେ। ତାହାଙ୍କର ଶିଷ୍ଯମାନେ କେତକେ ଶସ୍ଯ ଛିଣ୍ଡାଇଲେ ଓ ତାହାକୁ ଦୁଇ ହାତ ରେ ଦଳିଲେ ଏବଂ ଖାଇଲେ।

Interlinear

Choose Theme