Home Bibles ଦିତୀୟ ବିବରଣ 23:10 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 23:10 · ଓଡ଼ିଆ ବାଇବେଲ

ତୁମ୍ଭମାନଙ୍କ ମଧିଅରେ ଯବେେ କୌଣସି ବ୍ଯକ୍ତି ରାତ୍ରି ଘଟିତ କୌଣସି ଅଶକ୍ସ୍ଟଚିତା ରେ ଅଶକ୍ସ୍ଟଚି ହକ୍ସ୍ଟଏ, ତବେେ ସେ ଛାଉଣୀ ଭିତରକ୍ସ୍ଟ ବାହାରି ୟିବ। ସେ ଛାଉଣୀ ମଧିଅରେ ପ୍ରବେଶ କରିବ ନାହିଁ।

Cross references

ଲେବୀୟ ପୁସ୍ତକ 15:16

ଯଦି କୌଣସି ପୁରୁଷର ବୀର୍ୟ୍ଯପାତ ହୁଏ, ତବେେ ସେ ସମସ୍ତ ଶରୀରକୁ ଜଳ ରେ ଧେ ୗତ କରିବ ଓ ସନ୍ଧ୍ଯା ପରର୍‌ୟ୍ଯନ୍ତ ଅଶୁଚି ରହିବ।

ଗଣନା ପୁସ୍ତକ 5:2

ଏକ ମନୁଷ୍ଯକୁ, ଯାହାକୁ ହାନିକାରକ ଚର୍ମରୋଗ ପ୍ରମହେ ଓ ୟିଏ ମୃତଶବକୁ ଛୁଇଁଥାଏ ସେ ନିଶ୍ଚଯ ଛାଉଣୀରୁ ବାହାରକୁ ୟିବ, ଇଶ୍ରାୟେଲ ଲୋକମାନଙ୍କୁ ଏହି ଆଜ୍ଞା ଦିଅ।

ଯିହୋଶୂୟ 6:18

ତୁମ୍ଭମାନେେ ସହେି ଦ୍ରବ୍ଯରକ୍ସ୍ଟ କିଛି ନଦବୋ ପାଇଁ ସାବଧାନ ହବୋ ଉଚିତ୍, ଯାହାକି ନଷ୍ଟ କରାୟିବ। ଯଦି ତୁମ୍ଭମାନେେ ସହେି ଦ୍ରବ୍ଯଗୁଡିକୁ ଇଶ୍ରାୟେଲର ଛାଉଣୀ ଭିତରକକ୍ସ୍ଟ ନିଅ, ତୁମ୍ଭମାନେେ ଏହା ଆପଣା ଉପରକକ୍ସ୍ଟ ବିପଦ ଆଣିବ ଏବଂ ତୁମ୍ଭମାନେେ ଇଶ୍ରାୟେଲ ଛାଉଣୀ ଧ୍ବଂସ କରିବାର କାରଣ ହବେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 5:11

ମାରେ ଲେଖିବାର ଅର୍ଥ ଥିଲା, ଯେ ଯେଉଁଲୋକ ନିଜକୁ ଖ୍ରୀଷ୍ଟଙ୍କର ଭାଇ ବୋଲି ଘାଷେଣା କରି ଏବେ ମଧ୍ଯ ୟୌନଗତ ପାପ କରୁଛି କିଅବା ସ୍ବାର୍ଥ, ମୂର୍ତ୍ତିପୂଜକ, ଲୋକମାନଙ୍କୁ ମନ୍ଦ କଥା କୁ ହେ, କିମ୍ବା ମଦୁଆ କି ଲୋକମାନଙ୍କୁ ଠକୁଛି। ସହେିଭଳି ଲୋକମାନଙ୍କ ସହିତ ସମ୍ପର୍କ ରଖିବ ନାହିଁ। ଏହିପରିକି ଏଭଳି ଲୋକ ସହିତ ବସି ଭୋଜନ ମଧ୍ଯ ଗ୍ରହଣ କର ନାହିଁ।

Interlinear

Choose Theme