ଦିତୀୟ ବିବରଣ 22:26 · ଓଡ଼ିଆ ବାଇବେଲ
କିନ୍ତୁ ତୁମ୍ଭମାନେେ ସହେି କନ୍ଯା ପ୍ରତି କିଛି କରିବ ନାହିଁ। ସହେି କନ୍ଯାଠା ରେ ପ୍ରାଣଦଣ୍ତ ଯୋଗ୍ଯ ପାପ ନାହିଁ। କାରଣ କୌଣସି ମନକ୍ସ୍ଟଷ୍ଯ ଯେପରି ଆପଣା ପ୍ରତିବେଶୀର ପ୍ରତିକୂଳ ରେ ଉଠି ତାହାକକ୍ସ୍ଟ ବଧକରେ, ଏହି କଥା ଠିକ୍ ସହେିପରି ଅଟେ।
Cross references
ଦିତୀୟ ବିବରଣ 21:22
ଯଦି କୌଣସି ବ୍ଯକ୍ତି କୌଣସି ଦୋଷ କରେ ଯାହାକି ମୃତକ୍ସ୍ଟ୍ଯଦଣ୍ତ ଯୋଗ୍ଯ ହକ୍ସ୍ଟଏ, ତାକକ୍ସ୍ଟ ହତ୍ଯା କରିୟିବା ଉଚିତ୍ ଏବଂ ତା'ର ଶରୀରକକ୍ସ୍ଟ ଗୋଟିଏ ଗଛ ରେ ଝକ୍ସ୍ଟଲାଇ ଦବୋ ଉଚିତ୍।