Home Bibles ଦିତୀୟ ବିବରଣ 22:17 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 22:17 · ଓଡ଼ିଆ ବାଇବେଲ

ମାତ୍ର ସେ ତାକକ୍ସ୍ଟ ଘୃଣା କଲା, ଆଉ ଦେଖ, ସେ ତାହା ବିରକ୍ସ୍ଟଦ୍ଧ ରେ ମନ୍ଦକଥା ଆରୋପ କରି କହକ୍ସ୍ଟଛି କି, 'ଆମ୍ଭେ ତକ୍ସ୍ଟମ୍ଭ କନ୍ଯାର କକ୍ସ୍ଟମାରୀତ୍ବ ଲକ୍ଷଣ ପାଇଲକ୍ସ୍ଟ ନାହିଁ।' ମାତ୍ର ଆମ୍ଭ କନ୍ଯାର କକ୍ସ୍ଟମାରୀତ୍ବର ଚିହ୍ନ ଏହି।' ତହକ୍ସ୍ଟଁ ସମାନେେ ନଗରସ୍ଥ ପ୍ରାଚୀନମାନଙ୍କ ସାକ୍ଷାତ ରେ ସହେି ଲକ୍ସ୍ଟଗା ମଲୋଇ ଦବେେ।

Cross references

ଆଦି ପୁସ୍ତକ 43:18

ସହେି ଲୋକମାନେ ଭୟଭିତ ହାଇେ ଗଲେ ଯେତବେେଳେ ସମାନେେ ଯୋଷଫଙ୍କେ ଗୃହକୁ ଗଲେ। ସମାନେେ କହିଲେ, ଆମ୍ଭମାନଙ୍କୁ ଏଥର ଏଠାକୁ ଅଣା ୟିବାର କାରଣ ହେଉଛ ଗତଥର ଆମ୍ଭମାନେେ ଶସ୍ଯ ଅଖା ସହିତ ସହେି ଟଙ୍କା ନଇେ ୟାଇଥିଲୁ। ଆମ୍ଭ ବିରୁଦ୍ଧ ରେ ଏହା ତାଙ୍କର ଏକ ପ୍ରମାଣ। ତେଣୁ ସେ ଏଥର ଆମ୍ଭର ସମସ୍ତ ଗଧକୁ ନଇେଯିବେ ଏବଂ ଆମ୍ଭମାନଙ୍କୁ ତାଙ୍କର ଦାସ କରି ରଖିବେ।

Interlinear

Choose Theme