Home Bibles ଦିତୀୟ ବିବରଣ 22:14 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 22:14 · ଓଡ଼ିଆ ବାଇବେଲ

ଯଦି ତାହା ବିରକ୍ସ୍ଟଦ୍ଧ ରେ ମନ୍ଦ କଥା ଆରୋପ କରେ ଓ ତା'ର ଦକ୍ସ୍ଟର୍ନାମ କରେ କି, 'ଆମ୍ଭେ ଏହି ସ୍ତ୍ରୀକକ୍ସ୍ଟ ବିବାହ କଲକ୍ସ୍ଟ ମାତ୍ର ସହବାସ କାଳ ରେ ଏହାର କକ୍ସ୍ଟମାରୀତ୍ବ ଲକ୍ଷଣ ପାଇଲକ୍ସ୍ଟ ନାହିଁ।'

Cross references

ଯାତ୍ରା ପୁସ୍ତକ 20:16

ତୁମ୍ଭେ ଆପଣା ପ୍ରତିବେଶୀ ବିରୁଦ୍ଧ ରେ ମିଥ୍ଯା ସାକ୍ଷ୍ଯ ଦବେ ନାହିଁ।

ଯାତ୍ରା ପୁସ୍ତକ 23:1

ଅନ୍ୟ ଲୋକମାନଙ୍କ ବିଷଯ ରେ ମିଥ୍ଯା କୁହ ନାହିଁ। କାହାରି ପାଇଁ ମିଥ୍ଯା ସାକ୍ଷୀ ଦଇେ, ତାକୁ ଅସୁବିଧା ରେ ପକାଇବାକୁ ଦୁଷ୍ଟ ଲୋକମାନଙ୍କ ସହିତ ଷଡୟନ୍ତ୍ର କର ନାହିଁ।

ଦିତୀୟ ବିବରଣ 22:19

ପକ୍ସ୍ଟଣି ସମାନେେ ତାହାକକ୍ସ୍ଟ ଶ ହେ ଶକେଲ ରୂପା ଦଣ୍ତ କରି କନ୍ଯାର ପିତାକକ୍ସ୍ଟ ଦବେ। କାରଣ ସେ ଇଶ୍ରାୟେଲୀୟ ଏକ କନ୍ଯା ଉପରେ ଦକ୍ସ୍ଟର୍ନାମ ଦଇେଛି। ତହିଁରେ ସେ ତା'ର ଭାର୍ୟ୍ଯା ହବେ। ସେ ତାହାକକ୍ସ୍ଟ ୟାବଜ୍ଜୀବନ ପାଇଁ ତ୍ଯାଗ କରିପାରିବ ନାହିଁ।

ହିତୋପଦେଶ 18:8

ନିନ୍ଦାର ବାକ୍ଯଗୁଡ଼ିକ, ସୁଷମ ଖାଦ୍ୟ ପରି ଅଟେ, ଯାହା ପାକସ୍ଥଳି ତଳକୁ ୟାଏ।

ହିତୋପଦେଶ 18:21

ମରଣ ଓ ଜୀବନ ଜିହ୍ବାର ଅଧୀନ। ଯେଉଁମାନେ କଥା କହିବାକୁ ଭଲ ଜାଣନ୍ତି, ଏହାର ଫଳ ଭୋଗିବେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:14

ଅତଏବ ୟୁବତୀମାନେ ବିବାହ କରନ୍ତୁ ସମାନଙ୍କେର ପିଲା-ଛୁଆ ହୁଅନ୍ତୁ ଏବଂ ସମାନେେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଚା ହେଁ। ଯଦି ସମାନେେ ଏପରି କରିବେ, ତା ହେଲେ ଆମ୍ଭ ଶତୃମାନେ ସମାନଙ୍କେୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ।

Interlinear

Choose Theme