Home Bibles ☰ Books ଦିତୀୟ ବିବରଣ 20:2 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 20:2 · ଓଡ଼ିଆ ବାଇବେଲ

ଯେତବେେଳେ ତୁମ୍ଭମାନେେ ୟକ୍ସ୍ଟଦ୍ଧକକ୍ସ୍ଟ ୟିବ, ସେ ସମୟରେ ଯାଜକମାନେ ସୈନ୍ଯମାନଙ୍କ ପାଖକକ୍ସ୍ଟ ୟାଇ କହିବେ,

Cross references

ଗଣନା ପୁସ୍ତକ 10:8

କବଳେ ହାରୋଣର ପୁତ୍ର ଯାଜକମାନେ ଏହି ଦୁଇ ତୂରୀ ବଜାଇବେ। ଆଉ ଏହି ବିଧି ତୁମ୍ଭମାନଙ୍କ ପ୍ରତି ପୁରୁଷାନୁକ୍ରମେ ଅନନ୍ତକୀଳୀନ ହବେ।

ଗଣନା ପୁସ୍ତକ 31:6

ମାଶାେ ସହେି 12,000 ଲୋକଙ୍କୁ, ୟୁଦ୍ଧ ଭୂମିକୁ ପଠାଇଲେ। ପୁଣି ଯାଜକ ଇଲିଯାସରର ପୁତ୍ର ପୀନ୍ହସର ହସ୍ତ ରେ ପବିତ୍ର ପାତ୍ର ଓ ରଣତୂରୀ ଦଇେ ତାହାକୁ ସମାନଙ୍କେ ସଙ୍ଗେ ୟୁଦ୍ଧ କ୍ଷେତ୍ରକୁ ପଠାଇଲେ।

ବିଚାରକର୍ତାମାନଙ୍କ ବିବରଣ 20:27

ଇଶ୍ରାୟେଲୀୟ ଲେୈକମାନେ ସଦାପ୍ରଭୁଙ୍କୁ ଏକ ପ୍ରଶ୍ନ ପଚାରିଲେ, ସହେି ସମୟରେ ପରମେଶ୍ବରଙ୍କ ନିଯମ ସିନ୍ଦକ୍ସ୍ଟକ ବୈଥଲଠାେ ରେ ଥିଲା।

ପ୍ରଥମ ଶାମୁୟେଲ 14:18

ତହକ୍ସ୍ଟଁ ଶାଉଲ ଅହୀଯକକ୍ସ୍ଟ କହିଲେ, ଏଫୋଦକକ୍ସ୍ଟ ଏଠାକକ୍ସ୍ଟ ଆଣ। କାରଣ ସହେି ସମୟରେ ଅହୀଯ ଏଫୋଦ ପିନ୍ଧି ଥିଲେ।

ପ୍ରଥମ ଶାମୁୟେଲ 17:32

ଦାଉଦ ଶାଉଲଙ୍କକ୍ସ୍ଟ କହିଲେ, ଗଲିଯାତ ୟୋଗକ୍ସ୍ଟଁ ଲୋକମାନେ ହତାଶ ହବୋ ଉଚିତ୍ ନକ୍ସ୍ଟ ହେଁ। ଆପଣଙ୍କ ଦାସ ୟାଇ ସହେି ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବ।

ପ୍ରଥମ ଶାମୁୟେଲ 30:7

ଦାଉଦ ଅହୀମଲକରେ ପକ୍ସ୍ଟତ୍ର ଅବିଯାଥର ଯାଜକକକ୍ସ୍ଟ କହିଲେ, ମାେ ପାଖକକ୍ସ୍ଟ ଏଫୋଦ ଆଣ।

ଦିତୀୟ ବଂଶାବଳୀ 13:12

ପରମେଶ୍ବର ସ୍ବଯଂ ଆମ୍ଭମାନଙ୍କ ସହିତ ରହିଛନ୍ତି। ସେ ଆମ୍ଭମାନଙ୍କର ଶାସକ ଅଟନ୍ତି, ଆଉ ତାଙ୍କର ଯାଜକମାନେ ଆମ୍ଭମାନଙ୍କ ସହିତ ଅଛନ୍ତି। ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧର ଆହ୍ବାନ ରୂପେ ପରମେଶ୍ବରଙ୍କ ଯାଜକମାନେ ତାଙ୍କର ତୂରୀ ବଜାନ୍ତି। ହେ ଇଶ୍ରାୟେଲର ଲୋକମାନେ, ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ବିରୁଦ୍ଧ ରେ ୟୁଦ୍ଧ କର ନାହିଁ। ତୁମ୍ଭମାନେେ କବେେ ସଫଳ ହବେ ନାହିଁ।

Interlinear

Choose Theme