ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଆଜ୍ଞା ଅନକ୍ସ୍ଟସା ରେ ତୁମ୍ଭେ ସମାନଙ୍କେୁ ହିତ୍ତୀଯ ଓ ଇ ମାରେୀଯ ଓ କିଣାନୀଯ ପରିଷୀଯ ଓ ହିଦ୍ଦୀଯ, ୟିବୂଷୀଯ ଲୋକମାନଙ୍କୁ ବର୍ଜିତ ରୂପେ ବିନାଶ କରିବେ।
Cross references
ହୀତ୍ତୀଯମାନଙ୍କର, ପରିଜୀଯମାନଙ୍କର ଓ ରଫାଯୀଯମାନଙ୍କର
ଇ ମାରେୀଯମାନଙ୍କର, କିଣାନୀଯମାନଙ୍କର ,ଓ ଗିର୍ଗାଶୀଯମାନଙ୍କର ଓ ୟିବୁଶୀଯମାନଙ୍କର ଦେଶ ତୁମ୍ଭକୁ ଦଲେି।
ଦକ୍ଷିଣ ଦେଶ ରେ ଅମାଲକେ ବାସ କରନ୍ତି, ପର୍ବତମଯ ଦେଶ ରେ ହିତ୍ତୀଯ, ୟିବୁଷୀଯ ଓ ଇ ମାରେୀଯ ଲୋକମାନେ ବାସ କରନ୍ତି। ଆଉ ସମୁଦ୍ର ନିକଟରେ ଓ ୟର୍ବ୍ଦନ ତୀର ରେ କିଣାନୀଯ ଲୋକମାନେ ବାସକରନ୍ତି।
ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ ସହେି ଦେଶ ରେ ଯେତବେେଳେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ପ୍ରବେଶ କରାଇବେ ଓ ତକ୍ସ୍ଟମ୍ଭ ସାକ୍ଷାତରକ୍ସ୍ଟ ନାନା ଗୋଷ୍ଠୀଯ ଲୋକମାନଙ୍କୁ ହିତ୍ତୀଯ ଓ ଗିର୍ଗାଶୀଯ ଓ ଇ ମାରେୀଯ ଓ କିଣାନୀଯ ଓ ପରିଷୀଯ ଓ ହିଦ୍ଦୀଯ ଓ ୟିବକ୍ସ୍ଟଷୀଯ ତକ୍ସ୍ଟମ୍ଭଠାରକ୍ସ୍ଟ ମହାନ୍ ଓ ବଳବାନ୍ ଏହି ସାତ ଗୋଷ୍ଠୀଙ୍କକ୍ସ୍ଟ ଦୂର କରିବେ।
ୟିବୂଷୀଯ, ଇ ମାରେୀଯ, ଗିଗୀଶୀଯ ;
ସଦାପ୍ରଭୁ କୁହନ୍ତି, ଏହା ଘଟିବ ଯେତବେେଳେ ଆମ୍ଭର ଖଡ୍ଗ ପରିତୃପ୍ତ ରୂପେ ପାନ କରିଛି।'
ଯଦି ଜଣେ ସଦାପ୍ରଭୁଙ୍କ କଥା ପାଳନ ନ କଲେ ଓ ଯଦି ସେ ସହେି ଲୋକମାନଙ୍କୁ ରକ୍ତପାତ କରିବାକୁ ଖଡ୍ଗ ବ୍ଯବହାର ନ କରେ ତବେେ ସେ ଶାପଗ୍ରସ୍ତ ହେଉ।
ସଦାପ୍ରଭୁ କହନ୍ତି, କଲଦୀଯମାନଙ୍କୁ ବାବିଲର ଅଧିପତିଗଣଙ୍କୁ ଓ ଜ୍ଞାନୀମାନଙ୍କୁ ଖଡ୍ଗ ବିନାଶ କରିବ।
ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ମୁଁ ମାରେ ସମସ୍ତ ପର୍ବତ ରେ ଖଡ୍ଗକୁ ଗୋଗ ବିରୁଦ୍ଧ ରେ ଆଣିବି। ତାହାର ସୈନ୍ଯସାମନ୍ତମାନେ ଏପରି ବିହ୍ବଳ ହବେେ ସମାନେେ ପରସ୍ପର ବିରୁଦ୍ଧ ରେ ଖଡ୍ଗ ଆଣିବେ।
ଆସ, ତୁମ୍ଭମାନେେ ଏକାଠି ହାଇେ ରାଜା, ସନୋପତି ଓ ପ୍ରସିଦ୍ଧ ଲୋକମାନଙ୍କ ଶରୀରର ମାଂସ ତଥା ଅଶ୍ବ ଓ ସମାନଙ୍କେର ଆ ରୋହୀଙ୍କର ଓ ସ୍ବାଧୀନ ଓ ପରାଧୀନ, ସାନ ଓ ବଡ଼, ସବୁ ଲୋକମାନଙ୍କର ମାଂସ ଖାଇବ।