Home Bibles ଦିତୀୟ ବିବରଣ 2:31 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 2:31 · ଓଡ଼ିଆ ବାଇବେଲ

ସଦାପ୍ରଭୁ ମାେତେ କହିଲେ, 'ଆମ୍ଭେ ସିୟୋନ ଏବଂ ତାଙ୍କର ରାଜାଙ୍କକ୍ସ୍ଟ ସମର୍ପଣ କରିବା। ବର୍ତ୍ତମାନ ୟାଅ ସହେି ଦେଶକକ୍ସ୍ଟ ଅଧିକାର କର!'

Cross references

ଦିତୀୟ ବିବରଣ 1:8

ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶ ଦଇେଅଛୁ, ଏହାସବୁ ତୁମ୍ଭମାନଙ୍କର, ୟାଅ ଏବଂ ଏହାକକ୍ସ୍ଟ ଅଧିକାର କର। ଆମ୍ଭେ ତୁମ୍ଭର ପୂର୍ବପୁରୁଷ ୟାଥ: ଅବ୍ରହାମ, ଇସହାକ୍ ଓ ୟାକୁବକୁ ଏହା ଦବୋ ପାଇଁ ଶପଥ କରିଥିଲକ୍ସ୍ଟ, ଆମ୍ଭେ ସମାନଙ୍କେୁ ଓ ସମାନଙ୍କେର ବଂଶଧରମାନଙ୍କୁ ଏହି ଦେଶମାନ ଦବୋ ପାଇଁ ଶପଥ କରିଥିଲକ୍ସ୍ଟ।'

ଦିତୀୟ ବିବରଣ 2:24

ସଦାପ୍ରଭୁ ମାେତେ କହିଲେ, 'ଅର୍ଣୋନ ଇପତ୍ଯାକା ପାର ହବୋପାଇଁ ପ୍ରସ୍ତକ୍ସ୍ଟତ ହକ୍ସ୍ଟଅ। ଆମ୍ଭେ ହିଷବୋନର ରାଜା ଇ ମାରେୀଯ ସୀହାନକେୁ ଓ ତାଙ୍କ ଦେଶକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କଲକ୍ସ୍ଟ। ତେଣୁ ତାଙ୍କ ସହିତ ୟକ୍ସ୍ଟଦ୍ଧ କର ଓ ତାଙ୍କର ଦେଶ ଅଧିକାର କର।

Interlinear

Choose Theme