Home Bibles ☰ Books ଦିତୀୟ ବିବରଣ 2:16 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 2:16 · ଓଡ଼ିଆ ବାଇବେଲ

ସମସ୍ତ ଯୋଦ୍ଧା ଲୋକମାନେ ଉଛିନ୍ନ ହାଇଗେଲା ପରେ।

Cross references

ଆଦି ପୁସ୍ତକ 44:4

ସମାନେେ ନଗର ଛାଡ଼ିବା ପରେ ଯୋଷଫେ ତାଙ୍କର ଦାସଙ୍କୁ କହିଲେ, ସହେି ଲୋକମାନଙ୍କୁ ଅନୁସରଣ କର। ସମାନଙ୍କେୁ ଅଟକାଇ କୁହ, 'ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଉତ୍ତମ ବ୍ଯବହାର କଲୁ କିନ୍ତୁ ତୁମ୍ଭମାନେେ କାହିଁକି ଏପରି ମନ୍ଦ ଆଚରଣ କଲ? କାହିଁକି ତୁମ୍ଭମାନେେ ଆମ୍ଭ ମହାଶୟଙ୍କର ରୂପା ପାତ୍ର ଚୋରି କଲ?

ଗଣନା ପୁସ୍ତକ 17:13

ଯେ କହେି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିକଟକୁ ଆସୁଛି, ସେ ମରୁଅଛି, ଏହା କ'ଣ ସତ୍ଯ ଆମ୍ଭେ ସମସ୍ତେ ପ୍ରାଣ ଛାଡି ବିନଷ୍ଟ ହବୋ?

ଯିହୋଶୂୟ 5:4

ଯିହାଶୂେୟ ସକ୍ସ୍ଟନ୍ନତ କରାଇବାର କାରଣ ଏହି, ମିଶରରକ୍ସ୍ଟ ବାହାରି ଆସିବା ପରେ ଇଶ୍ରାୟେଲର ସମସ୍ତ ଲୋକ ୟାତ୍ରା କରୁଥିବା ବେଳେ ମରକ୍ସ୍ଟଭୂମିରେ ମୃତକ୍ସ୍ଟ୍ଯବରଣ କଲେ। ସମାନେେ ସମସ୍ତେ ଯୋଦ୍ଧା ଥିଲେ ଓ ସକ୍ସ୍ଟନ୍ନତ ହାଇେଥିଲେ।

Interlinear

Choose Theme