ଦିତୀୟ ବିବରଣ 19:7 · ଓଡ଼ିଆ ବାଇବେଲ
ଏଥିପାଇଁ ମୁ ତୁମ୍ଭକୁ ଆପଣା ନିମନ୍ତେ ତିନୋଟି ପୃଥକ ନଗର ବାଛିବାକକ୍ସ୍ଟ କହକ୍ସ୍ଟଛି, ଯେଉଁ ନଗରୀଗକ୍ସ୍ଟଡିକ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହବେ।
Cross references
ଯାତ୍ରା ପୁସ୍ତକ 21:13
ଯଦି ସେ ତାକୁ ହତ୍ଯା କରିବାକୁ ଚାହୁଁ ନଥିଲା କିନ୍ତୁ ପରମେଶ୍ବର ତାକୁ ସମର୍ପଣ କଲେ, ସେ ଯେଉଁଠାକୁ ଗଲେ ସମାନେେ ତାକୁ ଉପୟୁକ୍ତ ଜାଗା ଦବେେ।
ଦିତୀୟ ବିବରଣ 3:18
ସହେି ସମୟରେ ମୁ ସହେି ଗୋଷ୍ଠୀଯମାନଙ୍କୁ ନିର୍ଦ୍ଦେଶ ଦଇେ କହିଲି: 'ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ବାସ କରିବାକୁ ଏହି ୟର୍ଦ୍ଦନ କୂଳସ୍ଥ ଦେଶ ଦଇେଛନ୍ତି। କିନ୍ତୁ ବର୍ତ୍ତମାନ ତୁମ୍ଭମାନଙ୍କେ ମଧ୍ଯରକ୍ସ୍ଟ ବୀର ଗୋଷ୍ଠୀଯମାନେ ସୂସଜ୍ଜ ହାଇେ ତୁମ୍ଭମାନଙ୍କ ଭାଇମାନଙ୍କର ଇଶ୍ରାୟେଲ-ସନ୍ତାନମାନଙ୍କ ସମ୍ମିଖ ରେ ପାର ହାଇଯେିବେ।
ଦିତୀୟ ବିବରଣ 4:41
ଏହାପରେ ମାଶାେ ୟର୍ଦ୍ଦନ ନଦୀର ପୂର୍ବ ଦିଗ ରେ ତିନୋଟି ନଗର ସଂରକ୍ଷଣ କଲେ।