ଉଦାହରଣ ସ୍ବରୂପ ଜଣେ ଲୋକ ଅନ୍ୟ ଜଣେ ଲୋକଙ୍କ ସହିତ ଜଙ୍ଗଲକକ୍ସ୍ଟ କାଠ କାଟିବାକକ୍ସ୍ଟ ୟାଏ। କାଠ କାଟିବା ସମୟରେ ଯଦି ପଶାଟି ବେଣ୍ଟରକ୍ସ୍ଟ ବାହାରି କାଠ ରେ ନ ବାଜି ଅନ୍ୟ ଲୋକ ଜଣଙ୍କକ୍ସ୍ଟ ଆଘାତ କରେ ଏବଂ ସହେି ଲୋକ ଜଣଙ୍କର ମୃତକ୍ସ୍ଟ୍ଯ ଘଟେ। ଯେଉଁଲୋକ ଟାଙ୍ଗିଆ ବକ୍ସ୍ଟଲାଉଥିଲା। ସେ ସହେି ତିନି ନଗରକକ୍ସ୍ଟ ପଳାଇୟାଇ ନିରାପଦ ରେ ରହିପାରିବ।
Cross references
ଆଉ ମଣ୍ତଳୀ ରକ୍ତର ପ୍ରତିହନ୍ତାର ହସ୍ତରୁ ସହେି ନରହତ୍ଯାକାରୀକି ଉଦ୍ଧାର କରିବେ, ପୁଣି ସେ ଯେଉଁ ସ୍ଥାନକୁ ପଳାଇ ୟାଇଥିଲା ସହେି ଆଶ୍ରଯ ନଗର ରେ ମଣ୍ତଳୀ ପୁନର୍ବାର ତାହାକୁ ପହୁଞ୍ଚାଇ ଦବେେ; ଆଉ ଯେଉଁ ପର୍ୟ୍ଯନ୍ତ ପବିତ୍ର ତୈଳର ଅଭିଷିକ୍ତ ମହାୟାଜକର ମୃତ୍ଯୁ ନହୁଏ, ସେ ପର୍ୟ୍ଯନ୍ତ ସେ ସହେି ସ୍ଥାନ ରେ ବାସ କରିବ।
ତହୁଁ ଇଲୀଶାୟ ସମାନଙ୍କେ ସହିତ ୟର୍ଦ୍ଦନ ନଦୀକୁ ଗଲେ। ସମାନେେ କାଠ କାଟିବା ଆରମ୍ଭ କଲେ।
ମାତ୍ର ଜଣେ କଡିକାଠ କାଟୁ କାଟୁ କୁରାଢିଟିର ଲୁହା ବେଣ୍ଟରୁ ଖସି ପାଣି ରେ ପଡିଗଲା। ଲୋକଟି ସଙ୍ଗେ ସଙ୍ଗେ ଚିତ୍କାର କରି କହିଲା, ହାୟ, ମାରେପ୍ରଭୁ, ମୁଁ କୁରାଢିକୁ ମାଗି ଆଣିଥିଲି।
ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ। ମାତ୍ର ଅସତର୍କ ଲୋକ ଆଗ ବଢ଼ି ଶାସ୍ତି ପାଏ।
ଯଦି ଏହା ଘଟିବ, ତବେେ ସହେି ମାନବ ବତାସରୁ ଆଶ୍ରଯସ୍ଥାନ ଓ ଝଡ଼ ବର୍ଷାରୁ ଆଶ୍ରଯ, ଶୁଷ୍କ ଭୂମିରେ ଜଳଷୋର୍ତ ଓ ଉତ୍ତପ୍ତ ଭୂମିରେ ଶୀତଳ ଛାଯା ପ୍ରଦାୟକ ଶୈଳ ସଦୃଶ ହବେ।