Home Bibles ☰ Books ଦିତୀୟ ବିବରଣ 18:8 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 18:8 · ଓଡ଼ିଆ ବାଇବେଲ

ଲବେୀୟମାନେ ଆପଣା ପୈତୃକ ଅଧିକାରର ମୂଲ୍ଯଛଡା ସମାନଙ୍କେ ସମାନ ଭୋଜନର ଅଂଶ ପାଇବେ।

Cross references

ଲେବୀୟ ପୁସ୍ତକ 7:8

ପୁଣି ଯାଜକ ଯେଉଁ ଲୋକର ହାମବେଳି ଉତ୍ସର୍ଗ କରେ, ତା'ର ସହେି ଉତ୍ସର୍ଗୀକୃତ ହାମବେଳିର ଚର୍ମ ସହେି ଯାଜକ ନିଜେ ନବେ।

ଲେବୀୟ ପୁସ୍ତକ 7:14

ସେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରୁଥିବା ଉପହାରରୁ ଗୋଟିଏ ପିଠା ନବେ। ଯେଉଁ ଯାଜକ ମଙ୍ଗଳାର୍ଥକ ବଳିର ରକ୍ତ ସିଞ୍ଚନ କରେ ପିଠାଟି ତାହାର ହବେ।

ଦିତୀୟ ବଂଶାବଳୀ 31:4

ହିଜକିଯ ୟିରୁଶାଲମ ରେ ବାସ କରୁଥିବା ଲୋକମାନଙ୍କୁ ସମାନଙ୍କେର ଶସ୍ଯର ପ୍ରଥମ ଅଂଶ ଯାଜକ ଓ ଲବେୀୟମାନଙ୍କୁ ଦବୋ ନିମନ୍ତେ ଆଦେଶ ଦେଲେ, ଯେଉଁଥିପାଇଁ ଯାଜକ ଓ ଲବେୀୟମାନେ ବ୍ଯବସ୍ଥା ନିଯମାନୁୟାଯୀ କାର୍ୟ୍ଯ କରିବା ରେ ସମାନଙ୍କେର ସମସ୍ତ ସମୟ ଅତିବାହିତ କରିପାରିବେ।

ନିହିମିୟା 12:44

ସହେି ଦିନ ରେ ନଗରର ଲୋକମାନେ ଧନ, ଉପହାର, ପ୍ରଥମଜାତ ଫଳ ଓ ଏକ ଦଶମାଂଶ ସାମଗ୍ରୀ, ନିଯମ ଅନୁୟାଯୀ ଆଣିଲେ। ଲୋକମାନଙ୍କୁ କଠାେରୀ ରେ ନିରୀକ୍ଷଣ କରିବା ପାଇଁ ନିୟୁକ୍ତି କରାଗଲା। ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କଠାେରୀ ସବୁ ରେ ଲୋକମାନେ ନିୟୁକ୍ତି ହେଲେ। କାରଣ ପରିଚର୍ୟ୍ଯାକାରୀ ଯାଜକ ଓ ଲବେୀୟମାନଙ୍କ ସକାଶୁ ୟିହୁଦୀଯମାନେ ବହୁତ ଆନନ୍ଦିତ ହାଇେଥିଲା।

ନିହିମିୟା 12:47

ତେଣୁ ସରୁଦ୍ଦାବିଲ ଓ ନିହିମିଯାଙ୍କ ସମୟରେ ସମଗ୍ର ଇଶ୍ରାୟେଲ ପ୍ରତିଦିନର ପ୍ରୟୋଜନ ଅନୁସାରେ ଗାଯକମାନଙ୍କର ଓ ଦ୍ବାରପାଳମାନଙ୍କର ଅଂଶ ଦେଲେ। ଆଉ ଲୋକମାନେ ଲବେୀୟମାନଙ୍କ ନିମନ୍ତେ ସମାନଙ୍କେର ଉପହାରଗୁଡିକ ସମର୍ପଣ କଲେ ଓ ଲବେୀୟମାନେ ହାରୋଣ ବଂଶଧରଗଣ ନିମନ୍ତେ ଉପହାରଗୁଡିକ ସମର୍ପଣ କଲେ।

ଲୂକଲିଖିତ ସୁସମାଚାର 10:7

ତୁମ୍ଭମାନେେ ଶାନ୍ତି ଥିବା ଘ ରେ ରୁହ। ସେ ଲୋକମାନେ ତୁମ୍ଭମାନଙ୍କୁ ୟହା ଦବେେ ତାହା ଖାଅ ଓ ପିଅ। କାରଣ କାମ କରିବା ଲୋକର ତା' ବତନେ ଉପରେ ଅଧିକାର ଅଛି। ଅନ୍ୟ ଘ ରେ ରହିବା ପାଇଁ ସହେି ଘର ଛାଡି ଯାଅନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:7

ସନୋବାହିନୀ ରେ କୌଣସି ସୈନିକ କ'ଣ ନିଜ ଖର୍ଚ୍ଚ ରେ ୟୁଦ୍ଧ କରେ ? କୌଣସି ଲୋକ କ'ଣ ଅଙ୍ଗୁର ବଗିଚା ଲଗାଏ ଓ ନିଜେ ଏହାର ଫଳ ଖାଏ ନାହିଁ। ଏପରି କେଉଁ ଲୋକ ଅଛି, ଯେ ମଷେପାଳନ କରି ନିଜ ପାଇଁ ମଷଦେୁଧ ନିଏ ନାହିଁ ?

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:17

ମଣ୍ଡଳୀକୁ ଉତ୍ତମରୂପେ ଆଗଇେ ନଇେ ଯାଉଥିବା ପ୍ରାଚୀନମାନେ ଅତ୍ଯଧିକ ସମ୍ମାନ ପାଇବା ଉଚିତ। ଯେଉଁ ପ୍ରାଚୀନମାନେ ପ୍ରଚାର ଓ ଉପଦେଶ ପ୍ରଦାନ କରୁଛନ୍ତି, ସମାନେେ ଅତ୍ଯଧିକ ସମ୍ମାନର ଅଧିକାରୀ ଅଟନ୍ତି।

Interlinear

Choose Theme