Home Bibles ☰ Books ଦିତୀୟ ବିବରଣ 18:12 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 18:12 · ଓଡ଼ିଆ ବାଇବେଲ

କାରଣ ଏପରି କର୍ମ ୟିଏ କରେ, ସେ ସଦାପ୍ରଭୁଙ୍କର ଘୃଣାର ପାତ୍ର, ଏବଂ ସହେି ଘୃଣ୍ଯକର୍ମ ସକାଶକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ସମାନଙ୍କେୁ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ତଡି ଦେଉଛନ୍ତି।

Cross references

ଲେବୀୟ ପୁସ୍ତକ 18:24

ତୁମ୍ଭମାନେେ ଏହିସବୁ ମଧ୍ଯରୁ କୌଣସି କ୍ରିଯା ଦ୍ବାରା ନିଜକୁ ଅଶୁଚି କରନାହିଁ। କାରଣ ଆମ୍ଭେ ଯେଉଁ ଦେଶୀଯ ଲୋକମାନଙ୍କୁ ତୁମ୍ଭ ସମ୍ମୁଖରୁ ଦୂର କରୁଅଛୁ, ସମାନେେ ଏହିସବୁ କ୍ରୀଯା ଦ୍ବାରା ଅଶୁଚି ହାଇେଅଛନ୍ତି।

ଲେବୀୟ ପୁସ୍ତକ 18:27

କାରଣ ତୁମ୍ଭର ପୂର୍ବବର୍ତ୍ତୀ ଦେଶବାସୀ ଏହିସବୁ ଘୃଣା ଯୋଗ୍ଯ କର୍ମକରି ଦେଶକୁ ଅଶୁଚି କରିଛନ୍ତି।

ଦିତୀୟ ବିବରଣ 9:4

ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦଲୋପରେ ତୁମ୍ଭେ ଏପରି କକ୍ସ୍ଟହନାହିଁ ଯେ, 'ଆମ୍ଭମାନଙ୍କର ଧାର୍ମୀକତା ୟୋଗକ୍ସ୍ଟଁ ସଦାପ୍ରଭୁ ଆମ୍ଭକକ୍ସ୍ଟ ଏହି ଦେଶ ଅଧିକାର କରିବା ପାଇଁ ଏପରି କହିଛନ୍ତି।' ଯେ ହତେକ୍ସ୍ଟ ସହେି ଗୋଷ୍ଠୀଯ ଲୋକମାନଙ୍କ ଦକ୍ସ୍ଟଷ୍ଟତା ସକାଶକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦବେେ।

ଦିତୀୟ ବିବରଣ 9:5

ତୁମ୍ଭେ ଆପଣା ଧାର୍ମୀକତା ଅବା ହୃଦଯର ସରଳତା ହତେକ୍ସ୍ଟରକ୍ସ୍ଟ ସମାନଙ୍କେ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନକ୍ସ୍ଟ ହେଁ, ମାତ୍ର ଏହି ଗୋଷ୍ଠୀଯ ଲୋକମାନଙ୍କ ଦୃଷ୍ଟତାପାଇଁ ଆଉ ତୁମ୍ଭମାନଙ୍କର ପୁର୍ବପୁରୁଷ ଅବ୍ରହାମଙ୍କକ୍ସ୍ଟ, ଇସହାକ୍ ଓ ୟାକକ୍ସ୍ଟବଙ୍କକ୍ସ୍ଟ ଶପଥପୂର୍ବକ ଯେଉଁ ବାକ୍ଯ କହିଥିଲେ, ତାହା ସଫଳ କରିବାପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦବେେ।

ଦିତୀୟ ବିବରଣ 22:5

ଜଣେ ସ୍ତ୍ରୀଲୋକ ପୁରୁଷ ଲୋକମାନଙ୍କର ପୋଷାକ ପିନ୍ଧିବ ନାହିଁ। ଏବଂ ଜଣେ ପୁରୁଷ କବେବେି ସ୍ତ୍ରୀ ଲୋକର ପୋଷାକ ପିନ୍ଧିବ ନାହିଁ। ଏସବୁ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କର ଘୃଣା ଯୋଗ୍ଯ ଅଟେ।

ଦିତୀୟ ରାଜାବଳୀ 23:24

ଆହୁରି ଯୋଶିୟଯ ଯେପରି ସଦାପ୍ରଭୁଙ୍କ ମନ୍ଦିର ରେ ହିଲକିଯ ଯାଜକର ପ୍ରାପ୍ତ ପୁସ୍ତକରେ ଲିଖିତ ବ୍ଯବସ୍ଥାର ସମସ୍ତ ବାକ୍ଯ ସଫଳ କରି ପାରିବେ, ସେଥିପାଇଁ ଯିହୁଦାର ଓ ୟିରୁଶାଲମ ଦ୍ବାରା ଆରାଧନା କରୁଥିବ। ଯେଉଁ ସମସ୍ତ ମାଧ୍ଯମଗୁଡିକ ଗୁଣୀ, ଠାକୁର, ପୁତ୍ତଳିକା ଓ ଘୃଣା ଯୋଗ୍ଯ ବସ୍ତୁ ଦଖାଗେଲା ସେ ତାହା ସବୁ ଦୂର କଲେ।

Interlinear

Choose Theme