Home Bibles ☰ Books ଦିତୀୟ ବିବରଣ 16:15 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 16:15 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କର ମନୋନୀତ ସ୍ଥାନ ରେ ସଦାପ୍ରଭୁ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ତୁମ୍ଭେ ସାତଦିନ ଉତ୍ସବ ପାଳନ କରିବ। କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ଭୂମିରକ୍ସ୍ଟ ଉତ୍ପନ୍ନ ସମସ୍ତ ଦ୍ରବ୍ଯ ରେ ଓ ତକ୍ସ୍ଟମ୍ଭ ସମସ୍ତ କଠିନ କର୍ମ ପାଇଁ ତୁମ୍ଭକୁ ଆଶୀର୍ବାଦ କରିବେ। ତେଣୁ ତୁମ୍ଭେ ଆନନ୍ଦିତ ହବୋ ଉଚିତ୍।

Cross references

ଲେବୀୟ ପୁସ୍ତକ 23:36

ସାତଦିନ ୟାଏ ତୁମ୍ଭମାନେେ ସଦାପ୍ରଭୁଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍, ଅଷ୍ଟମ ଦିନ ରେ ତୁମ୍ଭମାନଙ୍କର ପବିତ୍ର ସଭା ହବୋ ଉଚିତ୍ ଓ ତୁମ୍ଭମାନେେ ସଦାପ୍ରଭୁଙ୍କ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ତାହା ଏକ ମହାନ୍ ସଭା ଅଟେ, ତୁମ୍ଭମାନେେ କୌଣସି ବ୍ଯବସାଯିକ କର୍ମ କରିବା ଉଚିତ୍ ନୁହେଁ।

ଗଣନା ପୁସ୍ତକ 29:12

ଆଉ ସମସ୍ତ ମାସର ପଞ୍ଚଦଶ ଦିନ ରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହବୋ ଉଚିତ୍। ସହେି ଦିନ ତୁମ୍ଭମାନେେ କୌଣସି ପ୍ରକାର କାର୍ୟ୍ଯ କରିବା ଉଚିତ୍ ନୁହଁ। ପୁଣି ସାତ ଦାନ ୟାଏ ଉତ୍ସବ ପାଳନ କରିବା ଉଚିତ୍।

ଦିତୀୟ ବିବରଣ 7:13

ସେ ତୁମ୍ଭକୁ ସ୍ନହେ କରିବେ, ଆଶୀର୍ବାଦ କରିବେ ଓ ତୁମ୍ଭକୁ ବର୍ଦ୍ଧିଷ୍ତୁ କରିବେ। ସେ ତୁମ୍ଭକୁ ଯେଉଁ ଦେଶ ଦବୋପାଇଁ ତକ୍ସ୍ଟମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସହେି ଦେଶ ରେ ସେ ତକ୍ସ୍ଟମ୍ଭ ଗର୍ଭଫଳ ଓ ତକ୍ସ୍ଟମ୍ଭ ଭୂମିଫଳ ଓ ତୁମ୍ଭମାନଙ୍କର ଶସ୍ଯ ଓ ତକ୍ସ୍ଟମ୍ଭ ଦ୍ରାକ୍ଷାରସ ଓ ତକ୍ସ୍ଟମ୍ଭ ତୈଳ ଓ ତକ୍ସ୍ଟମ୍ଭ ଗୋରୁମାନଙ୍କ ବତ୍ସମାନଙ୍କ ସମସ୍ତଙ୍କ ଆଶୀର୍ବାଦ କରିବେ।

ଦିତୀୟ ବିବରଣ 12:5

ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ସମସ୍ତ ଗୋଷ୍ଠୀ ମଧ୍ଯରକ୍ସ୍ଟ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠା ରେ ତାଙ୍କର ନାମ ଉପାସନା ହବୋ ଉଚିତ୍। ତୁମ୍ଭର ସଠାେକକ୍ସ୍ଟ ୟିବା ଉଚିତ୍ ଏବଂ ତାଙ୍କୁ ଖାଜେିବା ଉଚିତ୍।

ଦିତୀୟ ବିବରଣ 16:10

ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଆଶୀର୍ବାଦ ଅନକ୍ସ୍ଟସା ରେ ତୁମ୍ଭେ ପ୍ରଚକ୍ସ୍ଟର ପରିମାଣ ରେ ଆପଣା ହସ୍ତର ସ୍ବେଛାଦତ ଉପହାର ଦଇେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ସଲ୍ଗାହ ସମକ୍ସ୍ଟହର ଉତ୍ସବ ପାଳନ କରିବ।

ଦିତୀୟ ବିବରଣ 28:8

ସଦାପ୍ରଭୁ ତୁମ୍ଭମାନଙ୍କର ଅମାର ପୂର୍ଣ୍ଣ କରିବେ। ସେ ତୁମ୍ଭକୁ ସବୁ କାର୍ୟ୍ଯ ରେ ଆଶୀର୍ବାଦ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ଦଇେଥିବା ଦେଶ ଉପରେ ଆଶୀର୍ବାଦ କରିବେ।

ଦିତୀୟ ବିବରଣ 30:16

ମୁ ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଉଛି, ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶଓରଙ୍କୁ ପ୍ ରମେ କର। ତୁମ୍ଭମାନେେ ତାଙ୍କୁ ଅନକ୍ସ୍ଟସରଣ କରି ତାଙ୍କର ବାକ୍ଯମାନ, ନିଯମ ବିଧି ପାଳନ କର। ତବେେ ତୁମ୍ଭମାନେେ ବଞ୍ଚିବ ଏବଂ ତୁମ୍ଭର ଜାତି ବଢିବ। ପକ୍ସ୍ଟଣି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦେଉଥିବା ଦେଶ ରେ ତୁମ୍ଭକୁ ଆଶୀର୍ବାଦ କରିବେ, ଯେଉଁଠାକକ୍ସ୍ଟ ତୁମ୍ଭମାନେେ ଅଧିକାର କରିବା ପାଇଁ ଯାଉଛ।

ନିହିମିୟା 8:17

ନିର୍ବାସୀତ ଫରେି ଆସିଥିବା ଲୋକଙ୍କର ସମଗ୍ର ଦଳ ପତ୍ରକୁଟୀର ନିର୍ମାଣ କରି ତହିଁ ମଧିଅରେ ବାସ କଲେ। ନୂନର ପୁତ୍ର ଯଶୂେଯର ସମଯାବଧି ସହେିଦିନ ପର୍ୟ୍ଯନ୍ତ ଇଶ୍ରାୟେଲର ସନ୍ତାନଗଣ ସପରେି କରି ନଥିଲେ। ଏଣୁ ଏଥିପାଇଁ ବଡ ଆନନ୍ଦ ହେଲା।

ଏଷ୍ଟର ବିବରଣ 9:22

ସେ ଆଦେଶ ଦେଲେ ଯେ, ସମାନେେ ସହେି ଦିନଗୁଡିକ ପାଳନ କରିବେ, ଯେତବେେଳେ ସମାନେେ ଶତୃମାନଙ୍କଠାରୁ ଆଶ୍ବସ୍ତ ପାଇଲେ ଏବଂ ସମାନଙ୍କେର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବ ରେ ବଦଳି ଗଲା, ଯେ ହତେୁ ଭୋଜିର ଦିନ, ଆନନ୍ଦର ଦିନ ରେ ଜଣେ ଅନ୍ୟ ଜଣ ପାଖକୁ ଉପହାର ପଠାଇବେ ଏବଂ ପ୍ରେତ୍ୟକକ ବର୍ଷ ଗରିବ ଲୋକମାନଙ୍କ ପାଖକୁ ଉପହାର ପଠାଇବେ।

Interlinear

Choose Theme