Home Bibles ଦିତୀୟ ବିବରଣ 14:6 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 14:6 · ଓଡ଼ିଆ ବାଇବେଲ

ପଶକ୍ସ୍ଟଗଣ ମଧ୍ଯରକ୍ସ୍ଟ ଯେତେ ପଶକ୍ସ୍ଟଙ୍କର ବିଭକ୍ତ ଖକ୍ସ୍ଟରା ଓ ଦ୍ବିଖଣ୍ତ ଖକ୍ସ୍ଟରା ବିଶିଷ୍ଟ ଓ ପାକକ୍ସ୍ଟଳ କରନ୍ତି, ସେସବୁ ତୁମ୍ଭମାନେେ ଭୋଜନ କରିବ।

Cross references

ଗୀତସଂହିତା 1:1

ଜଣେ ବ୍ଯକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ, ୟଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ, ପାପୀମାନଙ୍କ ପରି ଜୀବନ ୟାପନ କରେ ନାହିଁ, ଯେଉଁମାନେ କି ପରମେଶ୍ବରଙ୍କୁ ସମ୍ମାନ ଦଖାେନ୍ତି ନାହିଁ, ସହେି ଲୋକମାନଙ୍କ ସହିତ ତା'ର ସମୟ କଟାଏ ନାହିଁ,

ହିତୋପଦେଶ 18:1

ଯେ ଆପଣାକୁ ପୃଥକ୍ କରେ, ସେ ଆପଣା ଇଷ୍ଟ ଚେଷ୍ଟା କରେ ଓ ସର୍ବପ୍ରକାର ତତ୍ତ୍ବ ଜ୍ଞାନ ପ୍ରତ୍ଯାଖାନ କରେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:17

ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସମାନଙ୍କେଠାରୁ ନିଜକୁ ଅଲଗା କରି ରଖ, ଯାହା ଅରୁଦ୍ଧ, ତାହାକୁ ଛୁଅଁ ନାହିଁ, ତା' ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି। ୟିଶାଇୟ 52 :11

Interlinear

Choose Theme