ଦିତୀୟ ବିବରଣ 14:12 · ଓଡ଼ିଆ ବାଇବେଲ
କିନ୍ତୁ ତୁମ୍ଭମାନେେ ଏହି ପକ୍ଷୀମାନଙ୍କୁ ଭୋଜନ କରିବନାହିଁ ଯଥା: ଉକ୍ରୋଶ ହାଡଭଙ୍ଗା ଓ ବହୀରି,
Cross references
ଲେବୀୟ ପୁସ୍ତକ 11:13
ପକ୍ଷୀମାନଙ୍କ ମଧ୍ଯରୁ ଯେଉଁମାନେ ଘୃଣା ଯୋଗ୍ଯ ଓ ଭୋଜନ ଯୋଗ୍ଯ ନୁହନ୍ତି, ସମାନେେ ହେଲେ ଛଞ୍ଚାଣ, ଶାଗୁଣା ଓ ବାଜପକ୍ଷୀ।