Home Bibles ☰ Books ଦିତୀୟ ବିବରଣ 12:8 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 12:8 · ଓଡ଼ିଆ ବାଇବେଲ

ଏପରି ତୁମ୍ଭମାନେେ କରନାହିଁ, ଯାହାର ଦୃଷ୍ଟି ରେ ଯାହା ଭଲ, ସହେିପରି ଉପାସନା କର ନାହିଁ, ଯାହା ଆମ୍ଭେ ଏହି ସ୍ଥାନ ରେ କରୁଅଛକ୍ସ୍ଟ।

Cross references

ଗଣନା ପୁସ୍ତକ 15:39

ତୁମ୍ଭମାନେେ ଯେପରି ସହେି ଝାଲର ଏକାଠି ବନ୍ଧା ହାଇେଥିବା ଦେଖି ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ମନେ କରି ପାଳନ କରିବ। ଆଉ ତୁମ୍ଭମାନେେ ସଦାପ୍ରଭୁଙ୍କ ଆଜ୍ଞାକୁ ଭୁଲି ମନ ଓ ଚକ୍ଷୁ ଅନୁସାରେ ବ୍ଯଭିଚାର କର ନାହିଁ।

ଯିହୋଶୂୟ 3:9

ତା'ପରେ ୟିହୋଶୂଯ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, ଏହିଠାକକ୍ସ୍ଟ ଆସ ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର କଥାମାନ ଶକ୍ସ୍ଟଣ।

ଯିହୋଶୂୟ 5:5

କିନ୍ତୁ ମିଶର ଛାଡିବା ପରେ ମରକ୍ସ୍ଟଭୂମିରେ ଜନ୍ମ ହାଇେଥିବା ଇଶ୍ରାୟେଲୀୟମାନେ ସକ୍ସ୍ଟନ୍ନତ ହାଇେ ନଥିଲେ। ଯେ ହତେକ୍ସ୍ଟ ଲୋକମାନେ ସଦାପ୍ରଭୁଙ୍କ କଥା ମାନିଲେ ନାହିଁ। ତେଣୁ ସମାନଙ୍କେୁ ପ୍ରତିଜ୍ଞା କରାୟାଇଥିବା ଦେଶ ସମାନେେ ଦେଖି ପାରିଲେ ନାହିଁ ଏବଂ ଦୀର୍ଘ ଗ୍ଭଳିଶ ବର୍ଷ ୟାଏ ସମସ୍ତ ଯୋଦ୍ଧା ମୃତକ୍ସ୍ଟ୍ଯବରଣ କରିବା ପର୍ୟ୍ଯନ୍ତ ମରକ୍ସ୍ଟଭୂମିରେ ଘକ୍ସ୍ଟରି ବକ୍ସ୍ଟଲିଲେ।

ବିଚାରକର୍ତାମାନଙ୍କ ବିବରଣ 17:6

ସେ ସମୟରେ ଇଶ୍ରାୟେଲ ମଧିଅରେ କୌଣସି ରାଜା ନ ଥିଲେ। ତେଣୁ ଯାହା ଦୃଷ୍ଟି ରେ ଯାହା ଭଲ ଲାଗିଲା, ସେ ତାହା କଲା।

ବିଚାରକର୍ତାମାନଙ୍କ ବିବରଣ 21:25

ସେ ସମୟର ଇଶ୍ରାୟେଲର ଲୋକମାନଙ୍କର ଜଣେ ରାଜା ନ ଥିଲେ। ତେଣୁ ପ୍ରେତ୍ୟକକ ବ୍ଯକ୍ତି ଯାହା ସମାନଙ୍କେ ପାଇଁ ଠିକ୍ ମଣକ୍ସ୍ଟଥିଲେ ତାହା କରୁଥିଲେ।

ହିତୋପଦେଶ 21:2

ମନୁଷ୍ଯ ଯାହା କର୍ମ କରେ ତାହା ତା'ର ଦୃଷ୍ଟି ରେ ଠିକ୍ ଅଟେ। ମାତ୍ର ସଦାପ୍ରଭୁ ହୃଦଯ ସବୁ ତୌଲନ୍ତି।

ଆମୋଷ 5:25

ହେ ଇଶ୍ରାୟେଲୀୟମାନେ, ତୁମ୍ଭମାନେେ ଦୀର୍ଘ ଗ୍ଭଳିଶ ବର୍ଷ ମରୁଭୂମିରେ ଥିଲା ବେଳେ ତୁମ୍ଭର ସବୋ ଓ ବଳିଦାନ ଆମ୍ଭକୁ ଦଇେଥିଲ କି?

ରେରିତମାନଙ୍କ କାର୍ଯ୍ୟର ବିବରଣ 7:42

କିନ୍ତୁ ପରମେଶ୍ବର ସମାନଙ୍କେଠାରୁ ବିମୁଖ ହେଲେ। ସେ ସମାନଙ୍କେୁ ଆକାଶସ୍ଥ ଭଣ୍ଡ ଦବେତାମାନଙ୍କର ପୂଜା କରିବାପାଇଁ ଛାଡ଼ି ଦେଲେ। ଏହି ବିଷୟ ରେ ଭାବବାଦୀମାନଙ୍କର ପୁସ୍ତକରେ ଯେପରି ଲଖାେଅଛି,

Interlinear

Choose Theme