ତୁମ୍ଭମାନେେ ଯେଉଁଠା ରେ ବାସ କରିବ, ସଠାେରେ ତୁମ୍ଭମାନେେ କୃଷ୍ନସାର ଓ ମୃଗ ଜାତୀଯ ସକ୍ସ୍ଟସ୍ଥ ପ୍ରାଣୀ ବଧକରି ଆପଣା ଇଛା ମତେ ଖାଇ ପାରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କଠାରକ୍ସ୍ଟ ପ୍ରାଲ୍ଗ ଆଶୀର୍ବାଦ ଅନକ୍ସ୍ଟସା ରେ ଶକ୍ସ୍ଟଚି ଓ ଅଶକ୍ସ୍ଟଚି ଲୋକମାନେ ମଧ୍ଯ ଏହି ମାଂସ ଭକ୍ଷଣ କରିପାରିବେ।
Cross references
ଯଦି କହେି ଗାଈ କି ମଷେ କି ଛାଗ ଛାଉଣୀ ମଧିଅରେ ବା ଛାଉଣୀ ବାହା ରେ ବଧ କରେ,
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ପ୍ରତିଜ୍ଞା କରିଛନ୍ତି ଯେ, ସେ ତୁମ୍ଭମାନଙ୍କର ଦେଶକକ୍ସ୍ଟ ବଢାଇବେ। ଯେତବେେଳେ ସଦାପ୍ରଭୁ ଏପରି କରିବେ, ତୁମ୍ଭମାନେେ ହକ୍ସ୍ଟଏତ ତାଙ୍କର ମନୋନୀତ ସ୍ଥାନର ବହକ୍ସ୍ଟ ଦୂର ରେ ବାସ କରୁଥିବ।
ତୁମ୍ଭମାନେେ କୃଷ୍ନସାର ଓ ହରିଣ ଭୋଜନ କରିବାପରି ଏହି ମାଂସ ଭୋଜନ କରିପାରିବ। ସୂଚି ଓ ଅସୂଚି ଲୋକ ସମସ୍ତେ ଏହା ଭୋଜନ କରିପାରିବେ। କୃଷ୍ନସାର ଓ ମୃଗ ମାଂସ ଭୋଜନ ପରି ଶକ୍ସ୍ଟଚି ଲୋକ ଓ ଅଶକ୍ସ୍ଟଚି ଲୋକେ ସମସ୍ତେ ଏହାକକ୍ସ୍ଟ ଭୋଜନ କରିପାରିବେ।
ହରିଣ, କୃଷ୍ଣସାର, ମୃଗ, ବନଗୋରୁ, ବନଛାଗ, ଗବୟ, ବାହକ୍ସ୍ଟଟିଆ ହରିଣ ଓ ଚମରିଗାଈ।
ତୁମ୍ଭେ ଯାହା ଇଛା କର, ଗୋରୁ, ଛଳେି, ଦ୍ରାକ୍ଷାରସ, କି ଅବା ଯାହାକିଛି ତକ୍ସ୍ଟମ୍ଭ ପ୍ରାଣ ତକ୍ସ୍ଟମ୍ଭଠାରକ୍ସ୍ଟ ଚା ହେଁ ତହିଁ ପାଇଁ ତୁମ୍ଭେ ସହେି ଟଙ୍କା ଦବେ। ତୁମ୍ଭମାନେେ ସଠାେରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ଭୋଜନ କରି ତୁମ୍ଭେ ଓ ତକ୍ସ୍ଟମ୍ଭ ପରିବାର ଆନନ୍ଦ କରିବ।
କିନ୍ତୁ ନିଜ ଫାଟକ ଭିତ ରେ ତୁମ୍ଭମାନେେ ତାକକ୍ସ୍ଟ ଭୋଜନ କରିପାରିବ। ଶକ୍ସ୍ଟଚି ଓ ଅଶକ୍ସ୍ଟଚି ଲୋକ ସମସ୍ତେ ଭୋଜନ କରି ପାରନ୍ତି। କୃଷ୍ତସାର ଓ ହରିଣ ମାଂସ ଭୋଜନ କରିବାର ନିଯମ ଯାହା ଏହି ମାଂସ ଭୋଜନ କରିବାର ନିଯମ ଠିକ୍ ତାହା।
ତୁମ୍ଭମାନେେ କବଳେ ତା'ର ରକ୍ତ ଭୋଜନ କରିପାରିବ ନାହିଁ। ତୁମ୍ଭମାନେେ ଜଳପରି ତାହାକକ୍ସ୍ଟ ଭୂମିରେ ଢାଳି ଦବେ।