ଦିତୀୟ ବିବରଣ 11:5 · ଓଡ଼ିଆ ବାଇବେଲ
ଏହି ସ୍ଥାନ ରେ ନ ପହଞ୍ଚିବା ପର୍ୟ୍ଯନ୍ତ ତୁମ୍ଭମାନଙ୍କ ପାଇଁ ସେ ମରକ୍ସ୍ଟଭୂମିରେ ଯାହା କଲେ ତୁମ୍ଭମାନେେ ସବୁକିଛି ଦେଖିଲ।
Cross references
ଗୀତସଂହିତା 77:20
ତୁମ୍ଭେ ମାଶାେ ଓ ହାରୋଣକୁ ବ୍ଯବହାର କରି ଆପଣା ଲୋକମାନଙ୍କୁ ମଷେପଲ ପରି ଚଳାଇଲା।
ଗୀତସଂହିତା 78:14
ପ୍ରତିଦିନ ଏବଂ ରାତ୍ରିରେ ପରମେଶ୍ବର ମେଘଦ୍ବାରା ଓ ଅଗ୍ନିତଜେ ଦ୍ବାରା ସମାନଙ୍କେୁ ପଥ କଢ଼ାଇଲେ।
ଗୀତସଂହିତା 105:39
ପରମେଶ୍ବର କମ୍ବଳ ସ୍ବରୂପ ବାଦଲକୁ ମଲେି ଦେଲେ। ପରମେଶ୍ବର ନିଜ ଲୋକମାନଙ୍କୁ ରାତିରେ ଦଖାଇବୋ ପାଇଁ ଏକ ଅଗ୍ନିସ୍ତମ୍ବ ପ୍ରଜ୍ବଳନ କଲେ।
ଗୀତସଂହିତା 106:12
ଏହାପରେ ଆମ୍ଭର ପୂର୍ବପୁରୁଷମାନେ ପରମେଶ୍ବର ୟାହା କଲେ ତାହା ବିଶ୍ବାସ କଲେ। ସମାନେେ ତାଙ୍କର ପ୍ରଶଂସା କରି ଗୀତ ଗାଇଲେ।
ଗୀତସଂହିତା 136:16
ପରମେଶ୍ବର ମରୁଭୂମି ଦଇେ ଆପଣା ଲୋକମାନଙ୍କୁ ଆଗଇେ ନଲେେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।